ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଏତେ ବଡ଼ କଥା କହିଲେ ଇରାନର ପୂର୍ବତନ ରାଜାଙ୍କ ପୁଅ, ଯାହାକୁ ନେଇ ବଢୁଛି ଚର୍ଚ୍ଚା ତେହେରାନ,୧୭।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନର ସମସ୍ୟା ବୃଦ୍ଧି ପାଉଛି। ଇରାନ ଭିତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଖୋଲାଖୋଲି ଭାବରେ ଇସ୍ରାଏଲକୁ ସମର୍ଥନ କରୁଛନ୍ତି। ଇରାନରେ ଶାସନ କରୁଥିବା ଇରାନର ପୂର୍ବତନ ରାଜାଙ୍କ ପୁଅ ସର୍ବୋଚ୍ଚ ନେତା...