ଯାତ୍ରୀବାହୀ ବସ୍ରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୧୦ରୁ ଅଧିକ ଯାତ୍ରୀ ଜୟପୁର,୧୪ା୧୦: ମଙ୍ଗଳବାର ରାଜସ୍ଥାନର ଜୈସଲମେରରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ୧୦ରୁ ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଜୈସଲମେରରୁ ଯୋଧପୁର ଯାଉଥିବା ବସ୍ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ରିପୋର୍ଟ ଅନୁଯାୟୀ, ବସ୍ରେ...