ସମ୍ବଲପୁର, ୩୧୭: ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ପିଜି ଡାକ୍ତରୀ ଛାତ୍ରଙ୍କ ଦାଦାଗିରି ପ୍ରତିବାଦରେ ସୋମବାର ୧୨ ଘଣ୍ଟିଅା ବୁର୍ଲା ବନ୍ଦ ପାଳନ ଚାଲିଛି ଫଳରେ ଦୋକାନବଜାର ଓ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛ ବିଭିନ୍ନ ଛକଗୁଡିକରେ ଜନସାଧାରଣ ପିକେଟିଂ କରି ସରକାରୀ ଅଫିସ, ବ୍ୟାଙ୍କ, ଡାକ ଅଫିସ, ସ୍କୁଲ, କଲେଜକୁ ବନ୍ଦ କରିଛନ୍ତି ପୂର୍ବାହ୍ନ ୧୦.୧୫ ମିନିଟିରେ ଭିମସାରର ନିର୍ଦ୍ଦେଶକ ଧାରଣା ସ୍ଥଳରେ ପହଞ୍ଚିଥିଲେ କିନ୍ତୁ ଛାତ୍ରୀଛାତ୍ରମାନେ ଅାଲୋଚନା କରାଇ ଦେଇ ନ ଥିଲେ ଗୋ ବ୍ୟାକ୍ କହି ନିର୍ଦ୍ଦେଶକଙ୍କୁ ଧାରଣାସ୍ଥଳରୁ ଫେରାଇ ଦେଇଥିଲେ ଅନ୍ୟପଟେ ପିଜି ଛାତ୍ରୀଙ୍କ ହଷ୍ଟେଲ ଅାଗରେ ଏକ ଅଶ୍ଳୀଳ ଶବ୍ଦ ଲେଖାଯାଇଥିବା ପୋଷ୍ଟରକୁ ନେଇ ଭିମସାର ପରିସରରେ ବର୍ତ୍ତମାନ ଉତ୍ତେଜନା ଦେଖାଦେଇଛି ପିଜି ଛାତ୍ରୀମାନେ ଏକ ରାଲିରେ ଅାସି ବୁର୍ଲା ମେଡିକାଲ ଫାଣ୍ଡିରେ ଏତଲା ଦେଇଛନ୍ତି ସେହିପରି ସେମାନଙ୍କୁ ସୁରକ୍ଷା ଦିଅାଯାଉ ବୋଲି ଷ୍ଟାଫ ନର୍ସମାନେ ମଧ୍ୟ ଫାଣ୍ଡି ଅଧିକାରୀଙ୍କ ନିକଟରେ ଏତଲା ଦାୟର କରିଛନ୍ତି ପିଜି ଛାତ୍ରୀଛାତ୍ର ଓ ୟୁଜି ଛାତ୍ରୀଛାତ୍ରମାନେ ଅାନ୍ଦୋଳନ ଚଳାଇଥିବାରୁ ରୋଗୀସେବା ବ୍ୟାହତ ହୋଇଛି 

"/>

୧୨ ଘଣ୍ଟିଅା ବୁର୍ଲା ବନ୍ଦ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri