ଲଣ୍ଡନ, ୯।୮:ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ପେଟ ଗୋଳମାଳ ବା ଫୁଡ ପଏଜନିଂ କାରଣରୁ କେତେକ ତାରକା ଆଥଲେଟିକ୍ସ ସେମାନଙ୍କ ଇଭେଣ୍ଟରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି। ବୋତ୍‌ସ୍ବାନାର ଆଇଜାକ ମକ୍ୱାଲା ଫୁଡ ପଏଜନିଂ କାରଣରୁ ୨୦୦ ମିଟର ଦୌଡରୁ ଓହରିଯାଇଛଛନ୍ତି। ସୋମବାର ସେ ଏହି ଇଭେଣ୍ଟରୁ ଓହରିଯାଇଥିଲେ ଓ ପରେ ସେ ଫୁଡ ପଏଜନିଂର ଶିକାର ହୋଇଥିବା ଜାଣିବାକୁ ମିଳିଥିଲା। ୧୦ ଦିନଧରି ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ଏଭଳି ଏକାଧିକ ଘଟଣା ଘଟିଛି। ୨୦୦ ଓ ୪୦୦ ମିଟର ଦୌଡରେ ମକ୍ୱାଲା େଓ୍ବଡ ଭାନ ନିଏକେର୍କଙ୍କୁ ଚ୍ୟାଲେଞ୍ଜ ଦେବେ ବୋଲି ଆଶା କରାଯାଉଛି। ତେବେ ଫାଇନାଲ ରନରେ ଅଂଶଗ୍ରହଣ କରିବା ନେଇ ସେ ଆଶାବାଦୀ ଅଛନ୍ତି। ୨୦୦ ମିଟର ଦୌଡରେ ଉସେନ ବୋଲ୍ଟଙ୍କ ଅନୁପସ୍ଥିତିରେ ନିଏକେର୍କ ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଛି। ନିଏକେର୍କ ଏଥର ଡବଲ ଗୋଲ୍ଡ ମେଡାଲ ଜିତିବା ଆଶା କରାଯାଉଛି। ସୋମବାର ଦକ୍ଷିଣ ଆଫ୍ରିକାର ସିମେନ୍ୟା ୧,୫୦୦ ମି. ଦୌଡରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। 

"/>

ମାକ୍ୱାଲା ଓହରିଲେ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri