ଦକ୍ଷିଣ କୋରିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ବିରୋଧୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ-ସୁକ-ୟୋଲ ମଙ୍ଗଳାବର ବିରୋଧୀ ଦଳ ଉପରେ ସରକାରଙ୍କୁ ସ୍ଥାଣୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଏବଂ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ କମଜୋର କରିବା ଅଭିଯୋଗ ଲଗାଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଏହାସହିତ ଦେଶରେ ଲାଗି ରହିଥିବା ରାଜନୈତିକ ବିବାଦ ଆହୁରି ବଢିଯାଇଛି।

ୟୁନ-ସୁକ-ୟୋଲ ଆହୁରି କହିଛନ୍ତି ଯେ, ଦେଶରେ ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତି ଦ୍ୱାରା ଉତ୍ପନ ବିପଦକୁ ରୋକିବା ଏବଂ ବିରୋଧୀ ତତ୍ଵକୁ ଶେଷ କରିବା ପାଇଁ ଏମର୍ଜେନ୍ସି ମାର୍ଶାଲ ଲ’ ଘୋଷଣା କରାଯାଉଛି। ଦେଶର ସ୍ୱତନ୍ତ୍ରତା ଏବଂ ସାମ୍ବିଧାନିକ ବ୍ୟବସ୍ଥାର ରକ୍ଷା କରିବା ପାଇଁ ଏହାର ଆବଶ୍ୟକ ଥିବା କହିଛନ୍ତି। ଆସନ୍ତା ବର୍ଷ ବଜେଟକୁ ନେଇ ପିପୁଲସ୍ ପାୱାର ପାର୍ଟି ଏବଂ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଜାରି ବିବାଦ ମଧ୍ୟରେ ଏହି ଘୋଷଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କ ବିନା ବିହାରରେ ସରକାର ଗଢିବ ଏନଡିଏ! ବୁଝନ୍ତୁ ଗଣିତ

ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଏକ ଗୁରୁତ୍ୱପୂର୍ଣ୍ଣ...

ଡ୍ରାଇଭିଂ ଲାଇସେନ୍ସ Expire ହୋଇ ଯାଇଛି କି? ଫଟାଫଟ ଅନଲାଇନରେ ଏମିତି କରନ୍ତୁ ରିନ୍ୟୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୪।୧୧: ଭାରତରେ ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଯାନ ଚଳାଇବା ଆଇନଗତ ଅପରାଧ। ଡ୍ରାଇଭିଂ ଲାଇସେନ୍ସ ହିଁ ଆପଣଙ୍କୁ ରାସ୍ତାରେ ଯେକୌଣସି ଯାନ ଚଳାଇବାର ଅଧିକାର...

ବିହାର ନିର୍ବାଚନରେ ବିଜୟ ପୂର୍ବରୁ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି, କହିଲେ ଏହା ସୁଶାସନ ସହ ବିକାଶର ହୋଇଛି ବିଜୟ

ପାଟନା,୧୪।୧୧: ପ୍ରଧାନମନ୍ତ୍ରୀ ମୋଦି ବିହାର ନିର୍ବାଚନ ଫଳାଫଳ ବିଷୟରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ସୁଶାସନ ଜିତିଛି। ବିକାଶ ଜିତିଛି। ଜନ କଲ୍ୟାଣର ଆତ୍ମା ଜିତିଛି। ସାମାଜିକ...

ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’…ନୂଆପଡ଼ାରେ ବିଜେଡି ହାରିବା ପରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ରୀମୟୀ

ଭୁବନେଶ୍ୱର,୧୪।୧୧: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ୍‌ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

Chirag Paswan : ଚିରାଗଙ୍କ ବିଜୟରେ ଝଲସି ଉଠିଲା NDA, କେମିତି ହେଲେ ବିହାର ପଲିଟିକ୍ସର ପାଓ୍ବାର ଷ୍ଟାର ଜାଣନ୍ତୁ…

ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ଭୂସ୍ଖଳନ ଏବଂ ଆଶା କରାଯାଇଥିବା ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ସବୁଠାରୁ ବଡ଼ ରାଜନୈତିକ...

ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!

ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ...

ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି ।...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri