ନୂଆପଡା ଅଫିସ,୧୨ା୮: ନୂଆପଡ଼ା ଜିଲା ସଦର ମହକୁମାଠାରୁ ୨୫ କିଲୋମିଟର ଦୂର କୁକୁଡ଼ାଟାଲ ଗ୍ରାମ୍ୟ ଜଙ୍ଗଲରୁ ପୋଲିସ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ପ୍ରେମୀଯୁଗଳଙ୍କ ମୃତଦେହକୁ ଶୁକ୍ରବାର ଉଦ୍ଧାର କରିଛି ା ମୃତଦେହ ନିକଟରୁ ଏକ କୀଟନାଶକ ବୋତଲ ଜବତ କରାଯାଇଛି ା ମୃତକ ହେଲେ ସ୍ଥାନୀୟ ମୋଟା ନୂଆପଡା ଗାଁର ତୁଳସୀରାମ ରାଉତ (୪୫)ଏବଂ କୁକୁଡାଟାଲ ଗାଁର କୌଶଲ୍ୟା ମାଝୀ(୩୫) ା ଦୁହିଁଙ୍କ ମଧ୍ୟରେ ବହୁଦିନ ଧରି ପ୍ରେମ ସମ୍ପର୍କ ଥିଲା ା ହେଲେ ଦୁଇ ପରିବାର ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକୃତି ନ ଦେବାରୁ ଉଭୟ ଅନ୍ୟତ୍ର ବିବାହ କରିଥିଲେ ା

ତୁଳସୀରାମଙ୍କ ୩ ପିଲା ଥିବା ବେଳେ କୌଶଲ୍ୟାଙ୍କର ବି ୩ ପିଲା ଅଛନ୍ତି ା ଏହା ପରେ ମଧ୍ୟ ତୁଳସୀରାମ ଓ କୌଶଲ୍ୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ତୁଟି ନ ଥିଲେ ା ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା ା ପରିସ୍ଥିତି ଏମିତି ହୋଇଥିଲା ଯେ, ଗତ ୨ ଦିନ ତଳେ ଦୁହେଁ ଘର ଛାଡ଼ି ଥିଲେ। ଉଭୟେ ପ୍ରେମ ପାଇଁ ନିଜ ନିଜ ପରିବାରକୁ ପଛରେ ପକାଇ ଦେଇଥିଲେ। ହେଲେ ଉଭୟେ ଆଉ ଘରକୁ ଫେରିବାକୁ ଚାରା ନ ଥିଲା ା

ଶେଷରେ ସେମାନେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ା ଶୁକ୍ରବାର ସକାଳେ କୌଣସି ସୂତ୍ରରୁ ପୋଲିସ ଏହି ଖବର ପାଇଥିଲାଷ ଜଙ୍ଗଲରୁ ସେମାନଙ୍କ ମୃତଦେହ ଠାବ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ା ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା(ନଂ.୩/୧୭)ଜବତ କରି ତଦନ୍ତ ଆରମ୍ଭ କରିଛି ା  ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି  ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି କହିଛନ୍ତି ା

ନୂଆପଡା ଅଫିସ,୧୨ା୮: ନୂଆପଡ଼ା ଜିଲା ସଦର ମହକୁମାଠାରୁ ୨୫ କିଲୋମିଟର ଦୂର କୁକୁଡ଼ାଟାଲ ଗ୍ରାମ୍ୟ ଜଙ୍ଗଲରୁ ପୋଲିସ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ପ୍ରେମୀଯୁଗଳଙ୍କ ମୃତଦେହକୁ ଶୁକ୍ରବାର ଉଦ୍ଧାର କରିଛି ା ମୃତଦେହ ନିକଟରୁ ଏକ କୀଟନାଶକ ବୋତଲ ଜବତ କରାଯାଇଛି ା ମୃତକ ହେଲେ ସ୍ଥାନୀୟ ମୋଟା ନୂଆପଡା ଗାଁର ତୁଳସୀରାମ ରାଉତ (୪୫)ଏବଂ କୁକୁଡାଟାଲ ଗାଁର କୌଶଲ୍ୟା ମାଝୀ(୩୫) ା ଦୁହିଁଙ୍କ ମଧ୍ୟରେ ବହୁଦିନ ଧରି ପ୍ରେମ ସମ୍ପର୍କ ଥିଲା ା ହେଲେ ଦୁଇ ପରିବାର ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକୃତି ନ ଦେବାରୁ ଉଭୟ ଅନ୍ୟତ୍ର ବିବାହ କରିଥିଲେ ା ତୁଳସୀରାମଙ୍କ ୩ ପିଲା ଥିବା ବେଳେ କୌଶଲ୍ୟାଙ୍କର ବି ୩ ପିଲା ଅଛନ୍ତି ା ଏହା ପରେ ମଧ୍ୟ ତୁଳସୀରାମ ଓ କୌଶଲ୍ୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ତୁଟି ନ ଥିଲେ ା ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା ା ପରିସ୍ଥିତି ଏମିତି ହୋଇଥିଲା ଯେ, ଗତ ୨ ଦିନ ତଳେ ଦୁହେଁ ଘର ଛାଡ଼ି ଥିଲେ। ଉଭୟେ ପ୍ରେମ ପାଇଁ ନିଜ ନିଜ ପରିବାରକୁ ପଛରେ ପକାଇ ଦେଇଥିଲେ। ହେଲେ ଉଭୟେ ଆଉ ଘରକୁ ଫେରିବାକୁ ଚାରା ନ ଥିଲା ା ଶେଷରେ ସେମାନେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ 
ଜାଣିବାକୁ ପାଇଛି ା ଶୁକ୍ରବାର ସକାଳେ କୌଣସି ସୂତ୍ରରୁ ପୋଲିସ ଏହି ଖବର ପାଇଥିଲାଷ ଜଙ୍ଗଲରୁ ସେମାନଙ୍କ ମୃତଦେହ ଠାବ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ା ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା(ନଂ.୩/୧୭)ଜବତ କରି ତଦନ୍ତ ଆରମ୍ଭ କରିଛି ା  ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି  ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି କହିଛନ୍ତି ା
"/>

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ମିଳିଲା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri