ଭବାନୀପାଟଣା, ୮।୮ (ଡି.ଏନ୍‌.ଏ)- କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ ଗତ ସୋମବାର କର୍ଲାପାଟ ଅଭୟାରଣ୍ୟର ଶଗଡା ଚେକ୍‌ଗେଟ୍‌ ନିକଟରେ ଖାନ ତଲାସବେଳେ ଓମ୍‌ ସାଇ ଟ୍ରାଭେଲ୍ସ (ନଂ. ଓଡି୦୮-୦୬୨୭) ବସ୍‌ରୁ ୧୨ଟି ବିରଳ ପ୍ରଜାତିର ଗୁଣ୍ଡୁରୁ ଚଢେଇ ଉଦ୍ଧାର କରାଯାଇଛି। ଏହି ମାମଲାରେ ବସ୍‌ ମାଲିକ ଚିନଜ୍‌ତାମଣି ଛତ୍ରିଆ, ଡ୍ରାଇଭର ପୁନିଆ ମାଝି ଓ ହେଲପର ପ୍ରଦୀପ ମାଝିଙ୍କୁ ବନ ବିଭାଗ ଅଟକ ରଖିଛି। ଏମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି କର୍ଲାପାଟ ଅଭୟାରଣ୍ୟ ରେଞ୍ଜର ଶ୍ରୀ ଖୁଣ୍ଟିଆ କହିଛନ୍ତି।

"/>

ବିରଳ ପ୍ରଜାତି ଗୁଣ୍ଡୁରୁ ଚଢେଇ ଜବତ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri