ଜୟପୁର, ୧୩।୮(ନି. ପ୍ର.)-ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଜୟପୁର ଟାଉନ ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ ତେଲିଗୁଡା ଗ୍ରାମର ଦେବୀ ପ୍ରସାଦ ନାୟକ(୧୮) ।
ପ୍ରକାଶ ଯେ, ଜୟପୁର ସହରରେ  ଯୁକ୍ତ ୨ ପଢୁଥିବା ଜନୈକା ଛାତ୍ରୀଙ୍କୁ କଲେଜ ସମ୍ମୁଖରୁ ଗତ ମଙ୍ଗଳବାର କେହି ଜଣେ ଅପହରଣ କରି ନେଇଥିବା ପରିବାର ଲୋକେ  ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ୨୨୩/୧୭ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶନିବାର  ବୋରିଗୁମ୍ମା ଥାନା ଅନ୍ତର୍ଗତ ମିନାଗୁଡାରୁ ପୋଲିସ ଉଭୟଙ୍କୁ ଉଦ୍ଧାର କରିଥିଲା । ପରେ  ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଉଭୟଙ୍କ ଡାକ୍ତରିମାଇନା କରାଯାଇଥିଲା । ନାବାଳିକାଙ୍କୁ  ପରିବାରକୁ ହସ୍ତାନ୍ତର କରାଯାଇ ଥିବା ଏସ୍‌ଆଇ  ମିଲନ ମଜୁମ୍‌ଦାର  ପ୍ରକାଶ କରିଛନ୍ତି ।

"/>

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଜଣେ ଗିରଫ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri