ନୂଆଦିଲ୍ଲୀ, ୨୦।୭:  ଦେଶରେ କୃଷକମାନଙ୍କର ସମସ୍ୟା ଓ ତତ୍ ସମ୍ପର୍କିତ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନେ ହଟଗୋଳ କରିବାରୁ ଲୋକସଭାକୁ ଗୁରୁବାର ଦିନକ ପାଇଁ ମୁଲତବୀ କରିବାକୁ ପଡିଛି। ଶୂନ୍ୟକାଳ ଆରମ୍ଭ ହେବାକ୍ଷଣି ବିରୋଧୀ ସଦସ୍ୟମାନେ ଉପରୋକ୍ତ ସମସ୍ୟାକୁ ନେଇ ସ୍ଲୋଗାନ ଦେବା ସହ ଗୃହର ମଧ୍ୟ ଭାଗକୁ ମାଡ଼ିଆସି ହୋହଲ୍ଳା କରିଥିଲେ। ଫଳରେ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କୃଷକ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଗୃହରେ ମତ ରଖିବା ଦାବିରେ ମୁଖ୍ୟତଃ କଂଗ୍ରେସ ସଦସ୍ୟମାନେ ହଟଗୋଳ କରିଥିଲେ।

"/>

ଲୋକସଭା ଦିନକ ପାଇଁ ମୁଲତବୀ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri