ବାଲିଯାତ୍ରାରେ ଜମିଲା ଛାଡ଼ଖାଇ


କଟକ ଅଫିସ,୫।୧୧: ବାଲିଯାତ୍ରାର ଦ୍ୱିତୀୟ ଦିନ ରବିବାର ହୋଇଥିବାରୁ ଆମିଷ ଖାଦ୍ୟସାମଗ୍ରୀ ଷ୍ଟଲରେ ଭିଡ଼ ଜମିଛି। ଛାଡ଼ଖାଇକୁ ଉପଭୋଗ କରିଛନ୍ତି ମେଳା ବୁଲିବାକୁ ଆସିଥିବା ପର୍ଯ୍ୟଟକ। ବିଭିନ୍ନ ଷ୍ଟଲରେଥିବା ଚିକେନ୍‌, ମଟନ୍‌ ଓ ସମୁଦ୍ର ମାଛରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଚିଲିଚିକେନ ଅଧାପ୍ଲେଟ୍‌ ଦାମ୍‌ ୮୦ଟଙ୍କା, ଚିକେନ କବାବ ୧୪୦ଟଙ୍କା ଓ ତନ୍ଦୁରି ଚିକେନ ୧୦୦ଟଙ୍କା ରହିଛି। ସେହିପରି କଡ଼ଲେସ୍‌ ଫିସ୍‌ ଗୋଟା ୨୦ଟଙ୍କା, ଚିଙ୍ଗୁଡ଼ି ଚପ୍‌ ୩ପିସ୍‌କୁ ୬୦ଟଙ୍କା, ଫ୍ରାଏଡ଼ ଫିସ୍‌ ୨ପିସ୍‌କୁ ୫୦ଟଙ୍କା ଏବଂ ପାମ୍ପଲେଟ୍‌ ମାଛ ଗୋଟା ୫୦ଟଙ୍କା ରହିଛି। ଏଥିସହ ଭାତ ଓ ମଟନ୍‌ ୧୫୦ଟଙ୍କା ଦରରେ ଉପଲବ୍ଧ ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri