ବାଲିଅନ୍ତା:ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ସ୍ଥିତ କୁଅାଖାଇ ପୋଲ ଉପରେ ସୋମବାର ମଧ୍ୟାହ୍ନରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି ଏଥିରେ ୩ କାଉଡ଼ଇା ଅାହତ ହୋଇଛନ୍ତି ସେମାନେ ହେଲେ କାହ୍ନୁ ଜ୍ୟୋତିଷ, ଦିଲ୍ଲୀପ ଜ୍ୟୋତିଷ ଓ ବଂଶିଧର ଜ୍ୟୋତିଷ ସେମାନଙ୍କ ଘର ଝାରଖଣ୍ଡର ସଢେଇକଳା ଓ ଖରସୁଅାଁ ଅଞ୍ଚଳରେ ଏକ ମିନି ବସ୍ (ଜେଏଚ୍ ୦୫ଏଅାର୍ ୨୪୬୫) ଯୋଗେ ୧୭ କାଉଡିଅା ଝାରଖଣ୍ଡରୁ ଲିଙ୍ଗରାଜ ମନ୍ଦିରକୁ ଜଳଲାଗି ପାଇଁ ଅାସୁଥିଲେ କୁଅାଖାଇ ପୋଲ ଉପରେ ସମ୍ମୁଖରେ ଥିବା ଅନ୍ୟ ଏକ କାରକୁ ରକ୍ଷା କରିବାକୁ ଯାଇ ମିନି ବସ୍ ବ୍ରେକ୍ ମାରିଥିଲା ଫଳରେ ପଛରୁ ଅାସୁଥିବା ଅନ୍ୟ ଏକ କାର (ଓଅାର୧୯ଏମ୍ ୮୪୧୬) ଏହାକୁ ଧକ୍କା ଦେଇଥିଲା ପଛରେ ଅାସୁଥିବା ଅାଉ ଏକ ଟ୍ରକ ପିଟି ହୋଇଥିଲା ଘଟଣାରେ ମିନି ବସ୍ର ୩ କାଉଡିଅା ଅାହତ ହୋଇଥିଲେ ଅାହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଅାଯାଇଛି ମଞ୍ଚେଶ୍ୱର ପୋଲିସ ଦୁର୍ଘଟଣା ଗ୍ରସ୍ତ ୨ କାର ଓ ଟ୍ରକ୍କୁ ଅଟକ ରଖିଛି

"/>

ସିରିଜ୍ ଦୁର୍ଘଟଣା: ୩ କାଉଡ଼ଇା ଅାହତ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri