କଟକ ଅଫିସ, ୨୫।୭: ଅପରେଶନ ମୁସ୍କାନ-୩ର ତାଲିମ୍ ଶିବିର କ୍ରାଇମ୍ବ୍ରାଞ୍ଚ ଅଫିସ କାର୍ଯ୍ୟାଳୟରେ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଏହାକୁ ଉଦ୍ଘାଟନ କରିଛନ୍ତି ସ୍ପେଶାଲ ଡିଜି(କ୍ରାଇମ୍) ବିଜୟ ଶର୍ମା। ଏହି ଅବସରରେ ଶର୍ମା କହିଛନ୍ତି, ରାଜ୍ୟରେ ଶିଶୁ ଅପହରଣ ନେଇ ୧୬୦ଟି ମାମଲା ରୁଜୁ ହୋଇଛି। ୧୦ ଦିନ ମଧ୍ୟରେ ଏହି ଅପରେଶନରେ ୨୦୩୯ଜଣ ନିଖୋଜ ଶିଶୁ ଉଦ୍ଧାର ହୋଇଛନ୍ତି। ସେଥିମଧ୍ୟରୁ ୧୭୫୦ ପୁଅ ଓ ୨୮୯  ଝିଅ ଅଛନ୍ତି। ଅପରେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୧୫ରୁ ୨୯ ପର୍ଯ୍ୟନ୍ତ ଚାଲିବ। ୩୦ରୁ ରାଜ୍ୟ ବାହାରକୁ ଯିବେ। ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ୧୪ଟି ଟିମ୍ ଗଠନ ହୋଇଛି।

"/>

ମୁସ୍କାନ-୩ରେ ୨୦୩୯ ଶିଶୁ ଉଦ୍ଧାର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri