କଟକ ଅଫିସ, ୨୫।୭: ପୁରୀଘାଟ ଥାନା ଅନ୍ତର୍ଗତ ପିଠାପୁର ଅଞ୍ଚଳର ଜନୈକ ଯୁବକଙ୍କ ମୃତଦେହ ମଙ୍ଗଳବାର ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। ସେ ହେଲେ କେଦାର ପୃଷ୍ଟି। ତାଙ୍କ ଘର ନିଆଳୀ ଗୋବିନ୍ଦପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖବର ପାଇ ପୁରୀଘାଟ ଥାନା ପୋଲିଓ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

"/>

ମୃତଦେହ ଉଦ୍ଧାର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri