କଟକ, ୨୩।୭:  ରାଜ୍ୟ ଆଇନ ସେବା ପ୍ରାଧିକରଣ ପରିସରରେ ଥିବା ନ୍ୟାୟ ସଂଯୋଗ କାର୍ଯ୍ୟାଳୟରେ ରବିବାର ସକାଳେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଉଦଘାଟିତ ହୋଇଛି। ଏହାକୁ ସୁପ୍ରିମକୋର୍ଟ ବିଚାରପତି ଦୀପକ ମିଶ୍ର ଉଦଘାଟନ କରିଛନ୍ତି। ଏଥିସହିତ ବିଚାରପତି ମିଶ୍ର ରାଜ୍ୟର ବିଭିନ୍ନ ଜେଲର ଅଧିକ୍ଷକ ଓ ବନ୍ଦୀଙ୍କ ସହ ଭିଡିଓ କନଫରେନ୍ସିଂ ଦ୍ବାରା ଆଲୋଚନା କରିଛନ୍ତି। ଏହି ଉଦଘାଟନ ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିନିତ୍ କରଣ ଏବଂ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ଓ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ।

"/>

ନ୍ୟାୟ ସଂଯୋଗ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାର ଉଦଘାଟନ


କଟକ, ୨୩।୭:  ରାଜ୍ୟ ଆଇନ ସେବା ପ୍ରାଧିକରଣ ପରିସରରେ ଥିବା ନ୍ୟାୟ ସଂଯୋଗ କାର୍ଯ୍ୟାଳୟରେ ରବିବାର ସକାଳେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଉଦଘାଟିତ ହୋଇଛି। ଏହାକୁ ସୁପ୍ରିମକୋର୍ଟ ବିଚାରପତି ଦୀପକ ମିଶ୍ର ଉଦଘାଟନ କରିଛନ୍ତି। ଏଥିସହିତ ବିଚାରପତି ମିଶ୍ର ରାଜ୍ୟର ବିଭିନ୍ନ ଜେଲର ଅଧିକ୍ଷକ ଓ ବନ୍ଦୀଙ୍କ ସହ ଭିଡିଓ କନଫରେନ୍ସିଂ ଦ୍ବାରା ଆଲୋଚନା କରିଛନ୍ତି। ଏହି ଉଦଘାଟନ ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିନିତ୍ କରଣ ଏବଂ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ଓ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri