Dharitri News

ଶ୍ରେଷ୍ଠ ପାଞ୍ଚ: ଜାତୀୟ ରାଜପଥ

ଏନ୍‌ଏଚ୍‌-୧୮

ଏନ୍‌ଏଚ୍‌-୧୮

୧୮ ନମ୍ବର ଜାତୀୟ ରାଜପଥ ଝାରପୋଖରିଆ, ବାରିପଦା ଓ ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ସ୍ଥାପିତ କରିଥାଏ। ଏହାର ମୋଟ ଦୂରତା ୮୦.୦୬୦ କିଲୋମିଟର ରହିଛି।

ଏନ୍‌ଏଚ୍‌-୫୭

ଏନ୍‌ଏଚ୍‌-୫୭

୫୭ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଓ ଖୋର୍ଦ୍ଧା ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ। ଏହାର ଦୂରତା ୨୯୯.୯୦୦ କିଲୋମିଟର ରହିଛି।

ଏନ୍‌ଏଚ୍‌-୫୫

ଏନ୍‌ଏଚ୍‌-୫୫

୫୫ ନମ୍ବର ଜାତୀୟ ରାଜପଥ କଟକ, ଅନୁଗୁଳ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ସ୍ଥାପିତ କରିଥାଏ। ଏହାର ଦୂରତା ୨୬୬.୨୩୦ କିଲୋମିଟର।

ଏନ୍‌ଏଚ୍‌-୩୧୬

ଏନ୍‌ଏଚ୍‌-୩୧୬

୩୧୬ ନମ୍ବର ଜାତୀୟ ରାଜପଥ ପୁରୀ-କୋଣାର୍କ ଓ ପୁରୀ-ସାତପଡ଼ା ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ। ଏହାର ଦୂରତା ଯଥାକ୍ରମେ ୩୭.୫୨୧ କିଲୋମିଟର ଓ ୪୮ କିଲୋମିଟର ରହିଛି।

ଏନ୍‌ଏଚ୍‌-୧୬

ଏନ୍‌ଏଚ୍‌-୧୬

୧୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ। ଏହାର ଦୂରତା ୪୪୩.୮୧୦ କିଲୋମିଟର।