ଶ୍ରେଷ୍ଠ ପାଞ୍ଚ: କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନା

ସର୍ପ ଜଣାଣ

ସର୍ପ ଜଣାଣ

କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ ସର୍ପ ଜଣାଣ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏଥିରେ କବି ଶ୍ରୀଜଗନ୍ନାଥଙ୍କ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ହାସ୍ୟକଲ୍ଲୋଳ

ହାସ୍ୟକଲ୍ଲୋଳ

କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ ହାସ୍ୟକଲ୍ଲୋଳ ବ୍ୟଙ୍ଗ ଶୈଳୀରେ ରଚିତ। ଏଥିରେ ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦିର ବ୍ୟବହୃତ ହୋଇଛି।

ରତ୍ନାକର ଚମ୍ପୂ

ରତ୍ନାକର ଚମ୍ପୂ

କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ ରତ୍ନାକର ଚମ୍ପୂ ଓଡ଼ିଆ ସାହିତ୍ୟର ବିକାଶରେ ଗ୍ରହଣ କରିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହା ତତ୍‌କାଳୀନ ସମାଜରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା।

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ। ଏହା ଓଡ଼ିଆ ସାହିତ୍ୟର ବିକାଶର ପଥକୁ ସୁଗମ କରିଥିଲା ବୋଲି ଅନେକ ମତ ଦେଇଥାନ୍ତି।

ଚନ୍ଦ୍ରକଳା

ଚନ୍ଦ୍ରକଳା

କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ ଚନ୍ଦ୍ରକଳା କାବ୍ୟ ଏକ ଅସମ୍ପୂର୍ଣ୍ଣ କାବ୍ୟ। ଏହା ଏକ କାଳ୍ପନିକ କାହାଣୀ ଆଧାରରେ ରଚିତ ହୋଇଥିଲା।