ଶ୍ରେଷ୍ଠ ପାଞ୍ଚ: ରାଧାନାଥ ରାୟଙ୍କ ଦ୍ୱାରା ରଚିତ କାବ୍ୟ

କେଦାରଗୌରୀ

କେଦାରଗୌରୀ

ରାଧାନାଥ ରାୟଙ୍କ ଦ୍ୱାରା ରଚିତ କେଦାରଗୌରୀ କାବ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହା ୧୮୮୫ ମସିହାରେ ରଚିତ ହୋଇଥିଲା। ଏହା ଓଡ଼ିଶାର ଲୋକପ୍ରିୟ କାବ୍ୟ।

ଚନ୍ଦ୍ରଭାଗା

ଚନ୍ଦ୍ରଭାଗା

ଚନ୍ଦ୍ରଭାଗା କାବ୍ୟ ୧୮୮୬ରେ ରଚିତ ହୋଇଥିଲା। ଚନ୍ଦ୍ରଭାଗା କାବ୍ୟରେ ପ୍ରାକୃତିକ ଦୃଶ୍ୟାବଳୀର ବର୍ଣ୍ଣନା କରାଯାଇଛି।

ଉଷା

ଉଷା

ଉଷା କାବ୍ୟ ପ୍ରାକୃତିକ ଶୋଭା ଉପରେ ପର୍ଯ୍ୟବେସିତ। ଏହା ୧୮୮୮ରେ ରଚନା ହୋଇଥିଲା। ଏଥିରେ ଅତି ବୋଧଗମ୍ୟ ଭାଷାରେ ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନା କରାଯାଇଛି।

ଚିଲିକା

ଚିଲିକା

ଚିଲିକା କାବ୍ୟ ୧୮୯୧ ମସିହାରେ ରଚନା କରାଯାଇଥିଲା। ଏହା ରାଧାନାଥ ରାୟଙ୍କ ସର୍ବାଧିକ ଲୋକପ୍ରିୟ କାବ୍ୟ। ଏଥିରେ ଚିଲିକାର ପ୍ରାକୃତିକ ଦୃଶ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ମହାଯାତ୍ରା

ମହାଯାତ୍ରା

ମହାଯାତ୍ରା କାବ୍ୟ ୧୮୯୧-୯୨ମସିହାରେ ରଚିତ ହୋଇଥିଲା। ମଣିଷ ଜୀବନର ବାସ୍ତବ କାହାଣୀ ଏଥିରେ ବର୍ଣ୍ଣନା କରାଯାଇଛି।