ଶ୍ରେଷ୍ଠ ପାଞ୍ଚ: ନନ୍ଦ କିଶୋର ବଳଙ୍କ ଦ୍ୱାରା ରଚିତ ପୁସ୍ତକ

ପଲ୍ଲୀ ଚିତ୍ର

ପଲ୍ଲୀ ଚିତ୍ର

ନନ୍ଦ କିଶୋର ବଳଙ୍କ ଦ୍ୱାରା ରଚିତ ପଲ୍ଲୀ ଚିତ୍ର ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏଥିରେ ତତ୍‌କାଳୀନ ଗ୍ରାମୀଣ ସମାଜର ଚିତ୍ର ଉପସ୍ଥାପନ କରାଯାଇଥିଲା।

ନାନା ବାୟା ଗୀତ

ନାନା ବାୟା ଗୀତ

ନାନା ବାୟା ଗୀତ ୧୯୪୩ରେ ରଚିତ ହୋଇଥିଲା। ଏହା ତତ୍‌କାଳୀନ ସମାଜରେ ମା’ ଅଝଟ ପିଲାଙ୍କୁ କିଭଳି ବୁଝାଉଥିଲେ ତାହାର ଚିତ୍ର ଉପସ୍ଥାପନ କରିଥିଲା।

ର୍ନିଝରିଣୀ

ର୍ନିଝରିଣୀ

ର୍ନିଝରିଣୀ ପ୍ରବାହିତ ଏକ ଝରାଣା ଉପରେ ପର୍ଯ୍ୟବେସିତ। ଝରଣା ମନରେ ମଣିଷ ସମାଜ ପ୍ରତି କିଭଳି ଭାବାବେଗ ରହିଛି ତାହା ର୍ନିଝରିଣୀରେ ଅତି ବୋଧଗମ୍ୟ ଭାଷାରେ ବର୍ଣ୍ଣନା କରାଯାଇଛି।

ବସନ୍ତ କୋକିଳ

ବସନ୍ତ କୋକିଳ

ବସନ୍ତ ଋତୁରେ କୋଇଲି କିପରି ସକ୍ରିୟ ହୋଇଥାଏ ତାହା ବସନ୍ତ କୋକିଳରେ ବର୍ଣ୍ଣନା କରାଯାଇଛି। କୋଇଲି କିପରି ପ୍ରେମୀଯୁଗଳଙ୍କ ଭାବାବେଗକୁ ପରିପ୍ରକାଶ କରୁଛି ତାହା ଏଥିରେ ବର୍ଣ୍ଣନା କରାଯାଇଛି।

ତରଙ୍ଗିଣୀ

ତରଙ୍ଗିଣୀ

ତରଙ୍ଗିଣୀ କିଭଳି ସମାଜ ଉପରେ ପ୍ରଭାବ ପକାଇଥାଏ ସେ ନେଇ ନନ୍ଦ କିଶୋର ବଳ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଗ୍ରାମ୍ୟ ଜୀବନରେ ତରଙ୍ଗିଣୀର କିଭଳି ସ୍ଥାନ ରହିଛି ତାହା ନନ୍ଦ କିଶୋର ବର୍ଣ୍ଣନା କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା