ଶ୍ରେଷ୍ଠ ପାଞ୍ଚ: ପଡ଼ିଆରେ ଖେଳା ଯାଉଥିବା ଖେଳ

କ୍ରିକେଟ

କ୍ରିକେଟ

କ୍ରିକେଟ ଖେଳ ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଏଥିରେ ଦୁଇ ଦଳ ଖେଳିଥାନ୍ତି। ପ୍ରତି ଦଳରେ ୧୧ ଜଣ ଖେଳାଳି ରହିଥାନ୍ତି। ଗୋଟିଏ ଦଳ ବ୍ୟାଟିଂ କରୁଥିବାବେଳେ ଅନ୍ୟ ଦଳ ଫିଲ୍ଡିଂ କରିଥାନ୍ତି।

ଫୁଟବଲ

ଫୁଟବଲ

ଫୁଟବଳ ଓଡ଼ିଶାର ଏକ ଲୋକପ୍ରିୟ ଖେଳ। ଏହି ଖେଳ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। ଫୁଟବଲ ଖେଳରେ ପ୍ରତି ଦଳରେ ୧୧ ଜଣ ଖେଳାଳି ଖେଳିଥାନ୍ତି।

ଭଲିବଲ

ଭଲିବଲ

ଭଲିବଲ୍‌ ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଏଥିରେ ପ୍ରତି ଦଳରେ ୬ ଜଣ ଖେଳୁଥିବାବେଳେ ଅନ୍ୟମାନେ ବସି ଏହାର ଆନନ୍ଦ ନେଇଥାନ୍ତି। ନେଟ୍‌ର ଉଭୟ ପାର୍ଶ୍ୱରେ ପ୍ରତିପକ୍ଷ ଖେଳାଳିମାନେ ଖେଳିଥାନ୍ତି।

ବାସ୍କେଟ ବଲ

ବାସ୍କେଟ ବଲ

ବାସ୍କେଟବଲ ଓଡ଼ିଶାର ଏକ ଲୋକପ୍ରିୟ ଖେଳ। ଏଥିରେ ପ୍ରତିଦଳରେ ଏକାଥରେ ୫ଜଣ ଖେଳାଳି ଖେଳିଥାନ୍ତି। ତେବେ ଅନ୍ତର୍ଜାତୀୟ ଖେଳରେ ୭ ଜଣ ଖେଳାଳି ଖେଳିଥାନ୍ତି। ଦର୍ଶକମାନେ ପଡ଼ିଆ ବାହାରେ ବସି ଖେଳର ଆନନ୍ଦ ନେଇଥାନ୍ତି।

ହକି

ହକି

ହକି ଖେଳ ଓଡ଼ିଶାର ଏକ ଲୋକପ୍ରିୟ ଖେଳ। ଏଥିରେ ପ୍ରତି ଦଳରେ ୧୧ ଜଣ ଖେଳାଳି ଖେଳିଥାନ୍ତି। ଓଡ଼ିଶାର ସୁନ୍ଦରଗଡ଼ରେ ହକି ଖେଳର ଅଧିକ ଚାହିଦା ରହିଛି।