ଶ୍ରେଷ୍ଠ ପାଞ୍ଚ: ଘରେ ଖେଳା ଯାଉଥିବା ଖେଳ

କାଚ କଉଡ଼ି

କାଚ କଉଡ଼ି

ଓଡ଼ିଶାର ଗାଁ ଗହଳିରେ କାଚ କଉଡ଼ି ଖେଳ ବେଶ୍‌ ଲୋକପ୍ରିୟ। ଚାରିଜଣ ଏହାକୁ ଖେଳିଥାନ୍ତି। ଏଥିରେ କାଚ ଏବଂ କଉଡ଼ିର ବ୍ୟବହାର କରାଯାଇଥାଏ।

ତାସ୍‌

ତାସ୍‌

ତାସ୍‌ ଖେଳ ଓଡ଼ିଶାର ପୁରୁଷଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଏହି ଖେଳରେ ୪ ଜଣ ଖେଳିଥାନ୍ତି। ତାସ୍‌ ଖେଳ ଦେଖିବାକୁ ଅନେକ ଲୋକ ଖେଳାଳିଙ୍କ ଚାରିପଟେ ବସିଥାନ୍ତି।

ପଶା

ପଶା

ପଶା ଓଡ଼ିଶାର ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଚାରି ଜଣ ଏଥିରେ ଖେଳୁଥିବାବେଳେ ଅନ୍ୟମାନେ ଚାରିପଟେ ବସି ଏହାର ଆନନ୍ଦ ନେଇଥାନ୍ତି। ଏଥିରେ ପଶାକାଠିର ଉପଯୋଗ ହୋଇଥାଏ।

ଲୁଡୁ

ଲୁଡୁ

ଲୁଡୁ ଓଡ଼ିଶାର ଏକ ଲୋକପ୍ରିୟ ଖେଳ। ଏଥିରେ ଚାରିଜଣ ଖେଳାଳି ଖେଳିଥାନ୍ତି। ଏଥିରେ ଲୁଡୁଗୋଟିର ବ୍ୟବହାର ହୋଇଥାଏ। ଅନ୍ୟମାନେ ଖେଳାଳିଙ୍କ ଚାରିପଟେ ବସି ଏହାର ଆନନ୍ଦ ନେଇଥାନ୍ତି।

ବାଘଛେଳି

ବାଘଛେଳି

ବାଘଛେଳି ଖେଳ ଓଡ଼ିଶାର ଏକ ଲୋକପ୍ରିୟ ଖେଳ। ଏଥିରେ ଚାରିଜଣ ଖେଳାଳି ଖେଳିଥାନ୍ତି। ଅନ୍ୟମାନେ ଚାରିପଟେ ବସି ଖେଳର ଆନନ୍ଦ ନେଇଥାନ୍ତି।