ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପନିପରିବା

ବାଇଗଣ

ବାଇଗଣ

ଓଡ଼ିଶାରେ ବହୁଳ ଭାବେ ବାଇଗଣ ଚାଷ ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହା ସହଜରେ ହଜମ ହେଉଥିତ୍ବାରୁ ଏହାକୁ ରୋଗୀମାନେ ମଧ୍ୟ ଖାଇପାରିଥାନ୍ତି। ଏହାକୁ ଭଜା ତରକାରି ଆଦି କରି ଖାଇବାକୁ ଭଲ ଲାଗେ।

ଜହ୍ନି

ଜହ୍ନି

ଜହ୍ନି ପ୍ରାୟତଃ ଖରାଦିନେ ହୋଇଥାଏ। ଏହାକୁ ପୋଡ଼ି, ଭଜାକରି ତଥା ତରକାରି କରି ଖାଇବାକୁ ଭଲ ଲାଗେ। ଜହ୍ନି ରାଇ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି।

କାକୁଡ଼ି

କାକୁଡ଼ି

କାକୁଡ଼ି କଞ୍ଚା ଖବର ଦିଆଯାଉଥିବା ଏକ ପରିବା। ଏହା ମୁଖ୍ୟତଃ ଖରାଦିନେ ହୋଇଥାଏ। ଏହା ଶରୀରର ଜଳୀୟ ଅଂଶ ଭରଣା କରିଥାଏ। ଏହାକୁ ପଖାଳ ଭାତ ସହିତ ଖାଇବାକୁ ଭଲ ଲାଗିଥାଏ।

ଭେଣ୍ଡି

ଭେଣ୍ଡି

ଭେଣ୍ଡି ଏକ ଖରାଦିନିଆ ଫସଲ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ପୋଡ଼ି, ଭାଜି ତଥା ତରକାରି କରି ଖାଇବାକୁ ଭଲ ଲାଗିଥାଏ। ଭେଣ୍ଡି ରାଇ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି।

ଖମ୍ବଆଳୁ

ଖମ୍ବଆଳୁ

ଖମ୍ବଆଳୁ ମାଟିତଳେ ହେଉଥିବା ଏକ ପରିବା। ଏହାର ଭଜା ଏବଂ ତରକାରି ଖାଇବାକୁ ଭଲ ଲାଗିଥାଏ। ଏହାକୁ ବିଭିନ୍ନ ମନ୍ଦିରରେ ପ୍ରସ୍ତୁତ ହେଉଥିବା ତରକାରିରେ ବ୍ୟବହାର କରାଯାଇଥାଏ।