ଶ୍ରେଷ୍ଠ ପାଞ୍ଚ: ଗଜପତିର ମଠ

ବଡ଼ ରାଧାକାନ୍ତ ମଠ

ବଡ଼ ରାଧାକାନ୍ତ ମଠ

ଗଜପତି ସହର ଜଗନ୍ନାଥ ମନ୍ଦିର ଥିବା ବଡ଼ଦାଣ୍ଡରେ ରହିଛି ବଡ଼ ରାଧାକାନ୍ତ ମଠ। ଏହି ମଠ ଅଧୀନରେ ୬ଟି ମନ୍ଦିର ପରିଚାଳିତ ହୋଇଥାଏ।

ଦେବୀ ମଠ

ଦେବୀ ମଠ

ଗଜପତି ସହର ଦେଓ ରାସ୍ତା ଅଞ୍ଚଳରେ ରହିଛି ଦେବୀ ମଠ। ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତିରେ ଏହି ମଠ ସକ୍ରିୟ ଭୂମିକା ଗ୍ରହଣ କରିଥାଏ।

ଚୈତନ୍ୟ ମଠ

ଚୈତନ୍ୟ ମଠ

ଗଜପତି ସହରର କାତିକା ରାସ୍ତା ଅଞ୍ଚଳରେ ରହିଛି ଚୈତନ୍ୟ ମଠ। ଏହି ମଠ ଅଧୀନରେ ୨ଟି ମନ୍ଦିର ପରିଚାଳିତ ହୋଇଥାଏ।

ନୃସିଂହନାଥ ମଠ

ନୃସିଂହନାଥ ମଠ

ଗଜପତି ସହରର କରଣ ରାସ୍ତାରେ ରହିଛି ନୃସିଂହନାଥ ମଠ। ଏହି ମଠ ଦ୍ୱାରା ୩ଟି ମନ୍ଦିର ପରିଚାଳିତ ହୋଇଥାଏ। ରଥଯାତ୍ରା ସମୟରେ ଏହି ମଠ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ସୋଦରା ମଠ

ସୋଦରା ମଠ

ଗଜପତି ସହର ପଟ୍ଟନାୟକ ପୋଖରୀ ପାଖରେ ରହିଛି ସୋଦରା ମଠ। ଏହି ମଠ ସହର ଶ୍ରୀଜଗନ୍ନାଥ ମନ୍ଦିର ତଥା ଗୁଣ୍ଡିଚାବାଡ଼ିର ବିଭିନ୍ନ ନୀତି ସମ୍ପନ୍ନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।