Dharitri News

ଶ୍ରେଷ୍ଠ ପାଞ୍ଚ: ଘାଟି ରାସ୍ତା

ଜୁଡ଼ିୟା ଘାଟି

ଜୁଡ଼ିୟା ଘାଟି

କେନ୍ଦୁଝରରେ ରହିଛି ଜୁଡିୟା ଘାଟି। ଘାଟିରାସ୍ତାରେ ଅନେକ ସ୍ଥାନରେ ବିଭିନ୍ନ ବାଙ୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥାଏ।

ଜୟପୁର ଘାଟି

ଜୟପୁର ଘାଟି

୨୬ ନମ୍ବର ଜାତୀୟ ରାଜପଥରେ ରହିଛି ଜୟପୁର ଘାଟି। ଏଠାରେ ଅନେକ ଗୁଡିଏ ସର୍ପିନ୍‌ କଟ୍‌ ରାସ୍ତା ରହିଛି। ଏଠାରେ ଚାଡ଼ି ଚଳାଇବା ବେଳେ ଚାଳକଙ୍କୁ ବିଶେଷ ସତର୍କତା ସହିତ ଗାଡି ଚଳାଇବାକୁ ହୋଇଥାଏ।

କଳିଙ୍ଗା ଘାଟି

କଳିଙ୍ଗା ଘାଟି

ଦଶପଲ୍ଲା-କନ୍ଧମାଳ ରାସ୍ତାରେ ରହିଛି କଳିଙ୍ଗା ଘାଟି। ରାସ୍ତାରେ ରହିଛି ଏସ୍‌ କଟ୍‌, ଏଲ୍‌ କଟ୍‌, ୟୁ କଟ୍‌ ଆଦି ବିଭିନ୍ନ ପ୍ରକାର ପାହାଡି ରାସ୍ତା। ପାହାଡ଼ି ରାସ୍ତାରେ ରୋମାଞ୍ଚକର ଗାଡି ଚଳାଇବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥାନ୍ତି।

 କାଞ୍ଜିପାଣି ଘାଟି

କାଞ୍ଜିପାଣି ଘାଟି

କେନ୍ଦୁଝର ଜିଲା ୬ ନମ୍ବର ଜାତୀୟ ରାଜପଥରେ ରହିଛି କାଞ୍ଜିପାଣି ଘାଟି। ଏହି ପାହାଡିଆ ରାସ୍ତାରେ ଯାତାୟାତ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ଦିନବେଳେ ଅନେକ ଏହି ରାସ୍ତାରେ ରୋମାଞ୍ଚକର ଗାଡ଼ି ଚାଳନା କରିବାକୁ ପସନ୍ଦ କରିଥାନ୍ତି।

ସଲୁର-ସୁଙ୍କି ଘାଟି

ସଲୁର-ସୁଙ୍କି ଘାଟି

ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସଲୁର-ସୁଙ୍କି ଘାଟି ରହିଛି। ଆନ୍ଧ୍ରପ୍ରଦେଶର ସଲୁର ଓ ଓଡ଼ିଶାର ମାଲକାନଗିରି ଜିଲା ଗୁମା ବ୍ଲକ ମଧ୍ୟରେ ଏହା ସଂଯୋଗ ସ୍ଥାପନ କରିଥାଏ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା