ଉପକୂଳ ଓଡିଶା

୩ୟ ସନ୍ଧ୍ୟାରେ ଟାଙ୍ଗୀ ଲୋକ ମହୋତ୍ସବ: ନୃତ୍ୟଗୀତରେ ଦର୍ଶକ ବିଭୋର

୩ୟ ସନ୍ଧ୍ୟାରେ ଟାଙ୍ଗୀ ଲୋକ ମହୋତ୍ସବ: ନୃତ୍ୟଗୀତରେ ଦର୍ଶକ ବିଭୋର

ଟାଙ୍ଗୀ(ଖୋର୍ଦ୍ଧା),୨୬ା୧(ଡି.ଏନ.ଏ.)-ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଆୟୋଜିତ ଟାଙ୍ଗୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପରିବେଷିତ ରଙ୍ଗାରଙ୍ଗ ନୃତ୍ୟଗୀତ ଦର୍ଶକଙ୍କୁ ବିଭୋର କରିଥିବା ଦେଖାଯାଇଥିଲା। ବଡପାରୀର ସଙ୍ଗୀତ ଗ୍ରୁପ୍‌, ନୟାଗଡ଼ର ପଶୁନୃତ୍ୟ ଦର୍ଶକଙ୍କ ମନ ମୋହି ପାରିଥିଲା । 

ଜୈବ ବିବିଧତାର ଗନ୍ତାଘର ପାଲଟିଛି: ସାତକୋଶିଆ ଗଣ୍ଡ ଅଭୟାରଣ୍ୟ

ଜୈବ ବିବିଧତାର ଗନ୍ତାଘର ପାଲଟିଛି: ସାତକୋଶିଆ ଗଣ୍ଡ ଅଭୟାରଣ୍ୟ

ଗଣିଆ,୨୬ା୧(ଡି.ଏନ.ଏ.)-ଓଡ଼ିଶାର ୧୯ ପ୍ରମୁଖ ଅଭୟାରଣ୍ୟ ମଧ୍ୟରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ୟତମ| ନୟାଗଡ଼, ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ୯୬୮.୩୫ ବର୍ଗ କିଲୋମିଟର ପରିସୀମା ଅଞ୍ଚଳକୁ ନେଇ ଗଠିତ ହୋଇଛି ଏହି ଅଭୟାରଣ୍ୟ| 

କୋମଣ୍ଡ କଇଁଆ ଖାଲରେ ପଶିଲା କାର୍‌, ଚାଳକ ଫେରାର

କୋମଣ୍ଡ କଇଁଆ ଖାଲରେ ପଶିଲା କାର୍‌, ଚାଳକ ଫେରାର

ଓଡ଼ଗାଁ,୨୫।୧(ସ୍ବ.ପ୍ର.): ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ନିକଟସ୍ଥ କଇଁଆ ଖାଲ ମୋଡ଼ରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରା ପୋଲ ପାର୍ଶ୍ୱ ବୁଦାରେ ପଶିଥିବା ଦେଖିବାକୁ ମିଳିଛି। 

ଗରଦପୁରରେ ଜାତୀୟ ଭୋଟର ଦିବସ

ଗରଦପୁରରେ ଜାତୀୟ ଭୋଟର ଦିବସ

ପାଟକୁରା,୨୫।୧(ଡି.ଏନ୍‌.ଏ.): ଗରଦପୁର ବ୍ଲକ ସଭାଗୃହଠାରେ ଶୁକ୍ରବାର ଜାତୀୟ ଭୋଟର ଦିବସ  ପାଳିତ ହୋଇଛି। 

ଉଚ୍ଚ ଜୁଆରରେ ଭାସିଲା ଗୋବରୀ ସେତୁର ଦ୍ୱିତୀୟ ପିଲର୍‌

ଉଚ୍ଚ ଜୁଆରରେ ଭାସିଲା ଗୋବରୀ ସେତୁର ଦ୍ୱିତୀୟ ପିଲର୍‌

ମହାକାଳପଡ଼ା,୨୫।୧(ଡି.ଏନ୍‌.ଏ.): ବ୍ଲକର ମହାକାଳପଡ଼ା-ଚଣ୍ଡିଆପଲ୍ଲୀ-ବିଜୟନଗର ଗୋବରୀ ନଦୀ ଉପରେ ୨୩ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ସେତୁ ନିର୍ମାଣ କରାଯାଉଛି।

ରାଜନଗରରେ ଜାତୀୟ ଭୋଟର ଦିବସ

ରାଜନଗରରେ ଜାତୀୟ ଭୋଟର ଦିବସ

ରାଜନଗର,୨୫।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଅଧିକ ଯୁବତୀଯୁବକଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରତି ପଞ୍ଚାୟତରେ ସଚେତନା ଜାରି ରଖିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି।

କେନ୍ଦ୍ରାପଡ଼ାରେ ସାଂମ୍ପ୍ରଦାୟିକ ବିଦ୍ୱେଷ ବୃଦ୍ଧି କରିବା ପ୍ରୟାସ, ପେଣ୍ଠରୁ ୬ ଅଫୁଟା ବୋମା ଉଦ୍ଧାର

କେନ୍ଦ୍ରାପଡ଼ାରେ ସାଂମ୍ପ୍ରଦାୟିକ ବିଦ୍ୱେଷ ବୃଦ୍ଧି କରିବା ପ୍ରୟାସ, ପେଣ୍ଠରୁ ୬ ଅଫୁଟା ବୋମା ଉଦ୍ଧାର

ମାର୍ଶାଘାଇ,୨୫।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଛତ୍ରବନ୍ଧୁ ବିଦ୍ୟାପୀଠ, ପେଣ୍ଠଠାରୁ ଶୁକ୍ରବାର ସକାଳ ୬ଟା ସମୟରେ ୬ଟି ଅଫୁଟା ବୋମା ଉଦ୍ଧାର କରାଯାଇଛି। ପାଟକୁରା ଥାନା ଏସ୍‌ଆଇ ଜାମସେଦ ଖାଁ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଉଠିଲା କର୍ଫ୍ୟୁ, ସହରରେ ଶାନ୍ତି ଶୋଭାଯାତ୍ରା

ଉଠିଲା କର୍ଫ୍ୟୁ, ସହରରେ ଶାନ୍ତି ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଅଫିସ, ୧୫।୧: ନେତାଜୀ ଶୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ନେଇ ହୋଇଥିବା ବିବାଦ ଘଟଣାରେ କେନ୍ଦ୍ରାପଡ଼ା ସହରରେ ଗୁରୁବାର ଅପରାହ୍ନ ୪ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା।

ନୟାଗଡ଼ ଗସ୍ତରେ  ରାଜ୍ୟପାଳ:  ’ଅସୁବିଧା ହେଲେ ଅଭିଯୋଗ କର’

ନୟାଗଡ଼ ଗସ୍ତରେ ରାଜ୍ୟପାଳ: ’ଅସୁବିଧା ହେଲେ ଅଭିଯୋଗ କର’

ନୟାଗଡ଼ ଅଫିସ,୨୫।୧-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ନୟାଗଡ଼ ଜିଲା ଗସ୍ତରେ ଆସି ସାଧାରଣ ଲୋକଙ୍କ ସହିତ ମିଶି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଲୋକମାନଙ୍କ କୌଣସି ଅସୁବିଧା ଥିଲେ ଅଭିଯୋଗ ପତ୍ର ମାଧ୍ୟମରେ  ଜଣାଇବାକୁ  ସେ ପରାମର୍ଶ ଦେଇଥିଲେ। 

ଶିକ୍ଷା ଅଧିକାର ଆଇନ ବାଟବଣା: ବର୍ଷ ଶେଷ ହେଲା, ପିଲାଙ୍କୁ ମିଳିଲାନି ବହି

ଶିକ୍ଷା ଅଧିକାର ଆଇନ ବାଟବଣା: ବର୍ଷ ଶେଷ ହେଲା, ପିଲାଙ୍କୁ ମିଳିଲାନି ବହି

ରଣପୁର,୨୫ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏବେ ବି ପିଲାଙ୍କୁ ପାଠ୍ୟପୁସ୍ତକ ମିଳିନାହିଁ। ଫଳରେ ସେମାନେ ଠିକ୍‌ ଭାବେ ପାଠ ପଢିପାରୁ ନାହାନ୍ତି। 

ଖେଳପଡ଼ିଆରେ ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା:  ତୁରନ୍ତ ସଫା କରିବାକୁ ସାଧାରଣରେ ଦାବି

ଖେଳପଡ଼ିଆରେ ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା: ତୁରନ୍ତ ସଫା କରିବାକୁ ସାଧାରଣରେ ଦାବି

ଭାପୁର,୨୫ା୧(ଡି.ଏନ୍‌.ଏ.)-ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ସରିବା ପରେ ବିଦ୍ୟାଳୟ ଖେଳପଡିଆରେ ଏବେ କୁଢ଼କୁଢ଼ ଆବର୍ଜନା ଓ ପଲିଥିନ ପଡ଼ିରହିଛି। 

ପାଞ୍ଚଗଡ ମହୋତ୍ସବ ଉଦ୍‌ଯାପିତ: ୫୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ରେ ଜନ ସମାଗମ

ପାଞ୍ଚଗଡ ମହୋତ୍ସବ ଉଦ୍‌ଯାପିତ: ୫୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ରେ ଜନ ସମାଗମ

ବୋଲଗଡ଼,୨୫ା୧(ଡି.ଏନ.ଏ.)-ଶାନ୍ତି, ପ୍ରେମ ଓ ଭ୍ରାତୃତ୍ୱ ଭାବର ମହକ ବାଣ୍ଟି ଗୁରୁବାର ଉଦ୍‌ଯାପିତ ହୋଇଯାଇଛି ଅଷ୍ଟମ ବାର୍ଷିକ ପାଞ୍ଚଗଡ଼ ମହୋତ୍ସବ-୨୦୧୯। ବୋଲଗଡ଼ ବ୍ଲକ ବଡକୁମାରୀସ୍ଥିତ ପାଞ୍ଚଗଡ ମହୋତ୍ସବର ଶେଷ ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିଥିଲେ।

ଟାଙ୍ଗୀ ଲୋକ ମହୋତ୍ସବ: ଆମୋଦିତ କଲା ମାଲ୍‌ଖମ୍ବ ଓ ଟ୍ରାକ୍‌ ସିଙ୍ଗର

ଟାଙ୍ଗୀ ଲୋକ ମହୋତ୍ସବ: ଆମୋଦିତ କଲା ମାଲ୍‌ଖମ୍ବ ଓ ଟ୍ରାକ୍‌ ସିଙ୍ଗର

ଟାଙ୍ଗୀ(ଖୋର୍ଦ୍ଧା),୨୫ା୧(ଡି.ଏନ.ଏ.)-ଚିଲକା ଷ୍ଟାଡିୟମରେ ଆୟୋଜିତ ଟାଙ୍ଗୀ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏଥିରେ ପରିବେଷିତ ମାଲ୍‌ଖମ୍ବ ଓ ଟ୍ରାକ୍‌ ସିଙ୍ଗରରେ ଦର୍ଶକମାନେ ବିଶେଷ ଭାବେ ଆମୋଦିତ ହୋଇଥିଲେ।

ବିଜ୍ଞାନମେଳାରେ ୪୪ ପ୍ରକଳ୍ପ ପ୍ରଦର୍ଶିତ:   ‘ଜନ୍ମରୁ ଜୁଇ ପର୍ଯ୍ୟନ୍ତ ରହିଛି ବିଜ୍ଞାନର ଆବଶ୍ୟକତା’

ବିଜ୍ଞାନମେଳାରେ ୪୪ ପ୍ରକଳ୍ପ ପ୍ରଦର୍ଶିତ: ‘ଜନ୍ମରୁ ଜୁଇ ପର୍ଯ୍ୟନ୍ତ ରହିଛି ବିଜ୍ଞାନର ଆବଶ୍ୟକତା’

ଓଡ଼ଗାଁ,୨୪ା୧(ସ୍ବ.ପ୍ର.)-ଓଡ଼ଗାଁ ବ୍ଲକସ୍ଥ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରରେ ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ଅବସରରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ା ଆଧୁନିକ ଯୁଗରେ ଜନ୍ମରୁ ଜୁଇ ପର୍ଯ୍ୟନ୍ତ ବିଜ୍ଞାନର ଆବଶ୍ୟକତା ରହିଛି।

ଶର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ

ଶର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ

ଆଠଗଡ, ୨୪ା୧(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦାଦେଶସ୍ଥିତ ମଝି ସାହିରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୧ ବଖରା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡରେ ୯ ପରିବାର କ୍ଷତିଗ୍ରସ୍ତ ହୋଇଥିତ୍ବା ବେଳେ ୮ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି।

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରପଡା ଅଫିସ୍‌, ୨୪।୧: ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ରାପଡା ଜିଲା ବନ୍ଦ ଡାକରାକୁ ନେଇ ଜିଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ହୋଇଛି। ସହର ମଧ୍ୟରେ ୧୪୪ ଧାରା ଜାରି ହୋଇଥିବାରୁ ଦୋକାନ ବଜାର ଗୁଡିକ ବନ୍ଦ ରହିଛି। 

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ରଣପୁର,୨୪ା୧ (ସ୍ବ.ପ୍ର.)- ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେ ବି ବହୁ ଗରିବ ପରବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି। ସେମାନଙ୍କ ପାଇଁ ଜରିପାଲ ଘୋଡା ଭଙ୍ଗା ଚାଳଘର ଭରସା ହୋଇଛି। ଏମିତି ଏକ ନଜିର ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୮ନଂ. ୱାର୍ଡ ଶାମୁକାସାହିରେ ଦେଖିବାକୁ ମିଳିଛି। 

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ରଣପୁର,୨୪ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଡିହଗାଁ ଗ୍ରାମରେ ଜଣେ ବ୍ୟକ୍ତି ମାସ ମାସ ଧରି ଘରକୁ ଆସୁ ନ ଥିବାରୁ ଏହାକୁ ବିରୋଧ କରି ତାଙ୍କ ସ୍ତ୍ରୀ ନିଜ ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ କରି ଘରେ ରଖିଥିଲେ। 

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଦଶପଲ୍ଲା,୨୪।୧(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ସୁବଳୟା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଓଲଟି ପଡିଛି। 

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଓଡ଼ଗାଁ, ୨୪।୧(ସ୍ବ.ପ୍ର.)-ଓଡ଼ଗଁା ଖାଡି ତେଲିସାହି ମୁଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏକ ମୋବାଇଲ ଟାୱାର ନିକଟରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଥିବା ୪ ବଖରା ଗୁହାଳ ପୋଡିଯିବା ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ବେଳେ ୩ ବଳଦ ଗୁରୁତର ହୋଇଛନ୍ତି ା 

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଭାପୁର,୨୪।୧(ଡି.ଏନ୍‌.ଏ.)- ଚାଷୀଙ୍କଠାରୁ ସରକାରୀ ଦରରେ ମିଲରମାନେ ଧାନ କ୍ରୟ କରିବା କଥା। ମାତ୍ର ସେବା ସମବାୟ ସମିତି ମାଧ୍ୟମରେ ହେଉଥିବା ଏହି ଧାନ କ୍ରୟ ସମୟରେ ଚାଷୀଙ୍କୁ ଉପେକ୍ଷା କରାଯାଇ ବେପାରୀ ଓ ଦଲାଲମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ଚାଷୀଙ୍କଠାରୁ ଏକ କୁଇଣ୍ଟାଲ ଧାନରେ ୫ କେଜି ଲେଖାଏଁ କାଟି ନିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି।