ଉପକୂଳ ଓଡିଶା

ରାସ୍ତା ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ

ରାସ୍ତା ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ

ଭାପୁର,୩୧ା୧(ଡି.ଏନ୍‌.ଏ.)-ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତର ବାଘୁଆପଲ୍ଲୀ ବଜାରଠାରୁ ବଳଦିଆ ନୂଆଗାଁ ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ ଉନ୍ନୟନ ବିଭାଗ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ପାଇଁ ୧୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବୁଧବାର ଶିଳାନ୍ୟାସ ହୋଇଛି। 

ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଦଶପଲ୍ଲା,୩୧।୧(ଡି.ଏନ.ଏ.)-ଦଶପଲ୍ଲା ବ୍ଲକର ସୁବଳୟା ୟୁଜିଏମଇ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ମଙ୍ଗଳବାର ବିଦ୍ୟାଳୟ ଫାଟକ ଆଗରେ ଧାରଣା ଦେଇଥିଲେ । 

ଗାନ୍ଧୀ ଦର୍ଶନ ଓ ବିଚାର ସମ୍ପର୍କିତ ଆଲୋଚନାଚକ୍ର

ଗାନ୍ଧୀ ଦର୍ଶନ ଓ ବିଚାର ସମ୍ପର୍କିତ ଆଲୋଚନାଚକ୍ର

ମାର୍ଶାଘାଇ, ୩୦।୧ (ଡି.ଏନ୍‌.ଏ.)- ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ମାର୍ଶାଘାଇ ବ୍ଲକସ୍ଥିତ କେନ୍ଦ୍ରୀୟ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଦର୍ଶନ ଓ ବିଚାର ସମ୍ପର୍କିତ ଏକ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଧିକାରୀ ରବୀନ୍ଦ୍ରନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ଅଗ୍ନିକାଣ୍ଡ, ୨ବଖରା ସହ ୩୦୦ କୁଇଣ୍ଟାଲ ଧାନ ଜଳିଗଲା

ଅଗ୍ନିକାଣ୍ଡ, ୨ବଖରା ସହ ୩୦୦ କୁଇଣ୍ଟାଲ ଧାନ ଜଳିଗଲା

ମହାକାଳପଡ଼ା, ୩୦।୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟ୍‌ଛଲା ପଞ୍ଚାୟତ ସରୁମୁହିଁ ଗ୍ରାମରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟଛି। 

ରାଜନଗର ବଜାରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

ରାଜନଗର ବଜାରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

ରାଜନଗର, ୩୦।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବଜାର ହଂସୁଆ ପୋଲ ନିକଟ ଶ୍ରୀମତୀ ଅଳଙ୍କାର ଦୋକାନ ମାଲିକ ନାରଣ କୁଣ୍ଡୁଙ୍କଠାର ବୁଧବାର ପୂର୍ବାହ୍ନ ୧୦ଟାରେ ୨ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି।

ଚୁଲି ନିଆଁରୁ ଅଗ୍ନିକାଣ୍ଡ, ୨ ବଖରା ଜଳିଗଲା

ଚୁଲି ନିଆଁରୁ ଅଗ୍ନିକାଣ୍ଡ, ୨ ବଖରା ଜଳିଗଲା

ଓଡ଼ଗାଁ, ୩୦।୧(ଡି.ଏନ୍‌.ଏ.): ଓଡଗାଁ ତହସିଲ ପଞ୍ଚିରିଡା ମଝି ସାହିରେ ବୁଧବାର ଭୋରରେ ଅଗ୍ନିକାଣ୍ଡ ଘଟି ୨ବଖରା ପୋଡ଼ିଯାଇଛି। ନିକଟସ୍ଥ ଗୁହାଳରେ ଗୃହପାଳିତଙ୍କ ପାଇଁ ପେଜ ପାଣି ଗରମ କରୁଥିବା ବେଳେ ଚୁଲି ନିଆଁ ଚାଳରେ ଲାଗିଯାଇଥିଲା।

ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଦଶପଲ୍ଲା,୩୦।୧(ଡି.ଏନ.ଏ.)-ଦଶପଲ୍ଲା ବ୍ଲକର ସୁବଳୟା ୟୁଜିଏମଇ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ମଙ୍ଗଳବାର ବିଦ୍ୟାଳୟ ଫାଟକ ଆଗରେ ଧାରଣା ଦେଇଥିଲେ| 

ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ ପାଇଁ ଶିଳାନ୍ୟାସ

ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ ପାଇଁ ଶିଳାନ୍ୟାସ

ଭାପୁର,୩୦ା୧(ଡି.ଏନ.ଏ.)-ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତସ୍ଥ ମାଣିବନ୍ଧ ଗ୍ରାମଠାରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ମଙ୍ଗଳବାର ଶିଳାନ୍ୟାସ ହୋଇଛି।

ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ

ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ

ଯାଜପୁର ଅଫିସ, ୨୯।୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ନାଳକୁଳ ଗ୍ରାମର ସିଆର୍‌ପିଏଫ୍‌ ଯବାନ ସୌମ୍ୟରଞ୍ଜନ ପରିଡ଼ାଙ୍କର ସୋମବାର ସନ୍ଦେହଜନକଭାବେ ମୃତ୍ୟୁ ଘଟିଥିଲା। ତେବେ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି।

କଣ୍ଡିରା ଗ୍ରାମରେ ଗୁଳିକାଣ୍ଡ ଘଟଣା: ପ୍ରାଣ ହରାଇଥିବା କିଶୋରଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

କଣ୍ଡିରା ଗ୍ରାମରେ ଗୁଳିକାଣ୍ଡ ଘଟଣା: ପ୍ରାଣ ହରାଇଥିବା କିଶୋରଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

ରାଜନଗର, ୨୯।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମରେ ଗତ ୨୧ ତାରିଖରେ ସାପ୍‌ ଗ୍ୟାଙ୍ଗ୍‌ର ଗୁଳିମାଡ଼ରେ ଗ୍ରାମର କିଶୋର ସେଠୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଝୁମୁରୀ ସେଠୀ ୮ ମାସରେ ଗର୍ଭବତୀ ଥିବାବେଳେ  ୫ ବର୍ଷର ଦିବ୍ୟାଙ୍ଗ କନ୍ୟା ଅଛନ୍ତି।

ରାସ୍ତା ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ

ରାସ୍ତା ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ

ଭାପୁର,୨୯ା୧(ଡି.ଏନ.ଏ.)-ଭାପୁର ବ୍ଲକ ଜାମୁସାହି ଗ୍ରାମଠାରୁ ଗୋଳାପୋଖରୀ ସଂଯୋଗ କରୁଥିବା ୪କିମି ରାସ୍ତାର ଉନ୍ନତୀକରଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। 

ମା’ରାମଚଣ୍ଡୀ ଭଲିବଲ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ମା’ରାମଚଣ୍ଡୀ ଭଲିବଲ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବୋଲଗଡ଼,୨୯ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ସୋମବାର ମା’ରାମଚଣ୍ଡୀ କ୍ଲବ୍‌ ଆନୁକୂଲ୍ୟରେ  ଅନୁଷ୍ଠିତ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । 

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର

ଟାଙ୍ଗୀ(ଖୋର୍ଦ୍ଧା),୨୮l୧(ଡି.ଏନ.ଏ.)-ସ୍ଥାନୀୟ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟରେ ୧୨ ଦିନିଆ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଆୟୋଜିତ ହେଉଛି । 

୬୮୮ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା  ୧୩ ହଜାର ୮ ଶହ ପଞ୍ଜୀକୃତ

୬୮୮ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ୧୩ ହଜାର ୮ ଶହ ପଞ୍ଜୀକୃତ

ଟାଙ୍ଗୀ(ଖୋର୍ଦ୍ଧା),୨୮l୧(ଡି.ଏନ.ଏ.)-ରାଜ୍ୟ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ସ୍ଥାନୀୟ ଟାଙ୍ଗୀ ବଳରାମଦେବଙ୍କ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଆୟୋଜିତ ଏହି ବ୍ଲକସ୍ତରୀୟ ସଭାରେ ୬୮୮ ଜଣ ନିର୍ମାଣ ଶ୍ରମିକଙ୍କୁ ୩୩ ଲକ୍ଷ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। 

ଚାଷୀ ସମାବେଶ ନେଇ ସଂକଳ୍ପ

ଚାଷୀ ସମାବେଶ ନେଇ ସଂକଳ୍ପ

ନାଉଗାଁ,୨୮।୧(ସ୍ବ.ପ୍ର.): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀଙ୍କୁ  ପେନ୍‌ସନ, ପ୍ରାଇସ୍‌ ଓ ପ୍ରେଷ୍ଟିଜ ଦାବିରେ ଫେବୃୟାରୀ ୬ ତାରିଖରେ ଭୁବନେଶ୍ୱରଠାରେ ଚାଷୀ ସମାବେଶ ଅନୁଷ୍ଠିତହେବ। 

ବିବାହ ପାଇଁ ଯାଉଥିବା ବର ଗାଡିରୁ ଫେରାର: ବର ପକ୍ଷର ଗାଡ଼ି ଓ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବିବାହ ପାଇଁ ଯାଉଥିବା ବର ଗାଡିରୁ ଫେରାର: ବର ପକ୍ଷର ଗାଡ଼ି ଓ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ରଣପୁର,୨୮ା୧ (ସ୍ବ.ପ୍ର.)- ନୟାଗଡ ଜିଲା ରଣପୁର ବ୍ଲକ ଗୌରାଙ୍ଗପୁର ପଞ୍ଚାୟତର ଯଦୁପୁର ଗ୍ରାମରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ପାଇଁ ଆସୁଥିବା ବର କନ୍ୟା ଘରଠାରୁ ମାତ୍ର କିଛି ହାତ ଦୂରରୁ ଗାଡିରୁ ଫେରାର ହୋଇଯାଇଛନ୍ତି।

ଭିନ୍ନକ୍ଷମ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭିନ୍ନକ୍ଷମ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନିରାକାରପୁର,୨୮।୧(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ନିରାକାରପୁର କଲେଜ ଛକ ନିକଟ ପୁରୁଣା ଶ୍ମଶାନ ପଛପଟୁ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତଦେହକୁ ରବିବାର ପୋଲିସ ଉଦ୍ଧାର କରିଛି।

ମଙ୍ଗଳାଯୋଡିରେ ଜାତୀୟ ପକ୍ଷୀ ମହୋତ୍ସବ ଉଦ୍‌ଘାଟିତ

ମଙ୍ଗଳାଯୋଡିରେ ଜାତୀୟ ପକ୍ଷୀ ମହୋତ୍ସବ ଉଦ୍‌ଘାଟିତ

ଟାଙ୍ଗୀ (ଖୋର୍ଦ୍ଧା) ୨୮।୧(ଡି.ଏନ.ଏ.)- ମରାଳମାଳିନୀ ନିଳାମ୍ବୁ ଚିଲକା ଉପକୂଳସ୍ଥ ପକ୍ଷୀ ବିହାର ରୂପେ ପରିଚିତ ମଙ୍ଗଳାଯୋଡିରେ ଦ୍ୱିତୀୟ ଜାତୀୟ ପକ୍ଷୀ ମହୋତ୍ସବ ରବିବାର ସ୍ଥାନୀୟ ପଦ୍ମକୁମୁଦ ବିଦ୍ୟାନିକେତନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି।

ଗରଦପୁର ବ୍ଲକରେ ମିଳିତ ଜନଶୁଣାଣି: ୨୬୫ ଅଭିଯୋଗର ଶୁଣାଣି

ଗରଦପୁର ବ୍ଲକରେ ମିଳିତ ଜନଶୁଣାଣି: ୨୬୫ ଅଭିଯୋଗର ଶୁଣାଣି

ପାଟକୁରା,୨୮।୧ (ଡ଼ି.ଏନ୍‌.ଏ.)- ଗରଦପୁର ବ୍ଲକ ସଭାଗୃହରେ ସୋମବାର କେନ୍ଦ୍ରାପଡା ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦାଶରଥି ଶତପଥି ଶିବିରରେ ଅନୁପସ୍ଥିତ ଥିଲେ।

ପିସ୍ତଲ ଦେଖାଇ ଲୁଟ୍‌ ଉଦ୍ୟମ, ଜଣେ ଅଟକ, ପିସ୍ତଲ ଜବତ

ପିସ୍ତଲ ଦେଖାଇ ଲୁଟ୍‌ ଉଦ୍ୟମ, ଜଣେ ଅଟକ, ପିସ୍ତଲ ଜବତ

ପାରାଦୀପ,୨୮।୧(ସ୍ବ.ପ୍ର.)- ପାରାଦୀପ ଟାଉନଶିପ୍‌ରେ ସୋମବାର ପିସ୍ତଲ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଜଣେ ଅଭିଯୁକ୍ତଙ୍କୁ କାବୁକରି ମଡେଲ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଯାଜପୁର ଅଫିସ, ୨୮।୧: ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ତେଲିଗଡ଼ ଗ୍ରାମର ମୁଣ୍ଡା ସାହିରେ ରବିବାର ବଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। 

ନିର୍ମାଣକୁ ୨ଦିନ ପୁରିଲାନି, ରାସ୍ତାରୁ ପିଚୁ ଉଠିଗଲା

ନିର୍ମାଣକୁ ୨ଦିନ ପୁରିଲାନି, ରାସ୍ତାରୁ ପିଚୁ ଉଠିଗଲା

ଆଳି, ୨୭।୧ (ଡି.ଏନ୍‌.ଏ.)-ଆଳି ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାହସରପୁର-ସହିରା ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଦୁଇ ଦିନ ହେବ ଶେଷ ହୋଇଛି। ମାତ୍ର ରାସ୍ତା କାମ କରୁଥିବା ସମ୍ପୃକ୍ତ ଠିକାସଂସ୍ଥାର ଅତି ନିମ୍ନମାନର କାର୍ଯ୍ୟ କରିବା ଯୋଗୁ କାମ ସରିବାର ୨ ଦିନ ନପୁରୁଣୁ ରାସ୍ତାରୁ ପିଚୁ ଉଠିଗଲାଣି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି। 

ଶରତ କୁମାର ଦେବ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ଶରତ କୁମାର ଦେବ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ଆଳି, ୨୭।୧ (ଡି.ଏନ୍‌.ଏ.)-ଆଳି ସାହେବ ସ୍ବର୍ଗତ ଶରତ କୁମାର ଦେବଙ୍କ ସ୍ମୃତିରେ ରବିବାର ଶରତ କୁମାର ଦେବ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଦେମାଳ ପଞ୍ଚାୟତ ଗିରିବନ୍ଧ ଖେଳ ପଡ଼ିଆରେ ଗିରିବନ୍ଧ ୟଙ୍ଗ୍‌ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ ଉଦ୍‌ଘାଟନ କରିଥିଲେ। 

ଗଞ୍ଜାପଡ଼ା ଉପରେ ଚଢାଉ ବେଳେ ଆକ୍ରମଣ, ୭ ପୋଲିସ ଆହତ

ଗଞ୍ଜାପଡ଼ା ଉପରେ ଚଢାଉ ବେଳେ ଆକ୍ରମଣ, ୭ ପୋଲିସ ଆହତ

ଡୁବୁରୀ,୨୬ା୧(ଡି.ଏନ.ଏ.)- ଯାଜପୁର ଜିଲା ସୁକିନ୍ଦା ଥାନା ବାଲିଆ ଗ୍ରାମରେ ଶନିବାର ଜୁଆଆଡ୍ଡା ଏବଂ ଗଞ୍ଜାପଡା ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ ହୋଇଛି।