ଉପକୂଳ ଓଡିଶା

୨୨୬ ଗ୍ରାମରେ ପହଞ୍ଚୁନାହିଁ ପାନୀୟ ଜଳ

୨୨୬ ଗ୍ରାମରେ ପହଞ୍ଚୁନାହିଁ ପାନୀୟ ଜଳ

କେନ୍ଦ୍ରାପଡା ଅଫିସ, ୧ା୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲାର ମହାକାଳପଡା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ଡିସେମ୍ବର ୮ରେ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 

ଅମଳ ବେଳକୁ ଧାନ କଣ୍ଠା, କାଟିବାକୁ ଯାଉନାହାନ୍ତି ଚାଷୀ

ଅମଳ ବେଳକୁ ଧାନ କଣ୍ଠା, କାଟିବାକୁ ଯାଉନାହାନ୍ତି ଚାଷୀ

ଏରସମା,୧ା୧(ସ୍ବ.ପ୍ର.): ଏରସମା ବ୍ଲକ ଆମ୍ବିକି ପଞ୍ଚାୟତର ନଗରୀ ଗ୍ରାମରେ ବର୍ଷା ପାଣି ଜମି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି। ଅମଳ ବେଳକୁ ବିଲରେ ଧାନ ସବୁ କଣ୍ଠା ହୋଇପଡିଛି। ତେଣୁ ଚାଷୀମାନେ ଆଉ ଧାନ କାଟିବାକୁ ବିଲକୁ ଯାଉନାହାନ୍ତି। 

ମାଙ୍କଡ ଆକ୍ରମଣରେ ୬ ଗୁରୁତର

ମାଙ୍କଡ ଆକ୍ରମଣରେ ୬ ଗୁରୁତର

ବିଞ୍ଝାରପୁର,୩୧ା୧୨(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ କଏଣା-ରଘୁନାଥପୁର ପଞ୍ଚାୟତର ବାଙ୍କିପାଳ ଗ୍ରାମରେ ୧୫ଦିନ ହେବ ଏକ ପାଗଳ ମାାଙ୍କଡ ଉପଦ୍ରବ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ଖବର ମୁତାବକ, ବିଞ୍ଝାରପୁର ବ୍ଲକ କଏଣା-ରଘୁନାଥପୁର ପଞ୍ଚାୟତର ବାଙ୍କିପାଳ ଗ୍ରାମରେ ୧୫ଦିନ ହେବ ଏକ ମାାଙ୍କଡ ଗ୍ରାମବାସୀଙ୍କୁ ଆକ୍ରମଣ କରିବାରେ ଲାଗିଛି।

ଅଶୋକ ଦାସ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଭଦ୍ରକର ଚରମ୍ପା ଏକାଡ଼େମୀ ବିଜୟୀ

ବିରଜାକ୍ଷେତ୍ର,୩୧।୧୨(ଡି.ଏନ୍‌.ଏ)- ଯାଜପୁର ସହରର ବାଳାଶ୍ରମ ପଡ଼ିଆରେ ସର୍ବଭାରତୀୟ ଅଶୋକ ଦାସ କ୍ରିକେଟ୍‌ ଟୁର୍ନାମେଣ୍ଟ ସୋମବାର ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିବସରେ ବିଶାଖାପାଟଣା ଫ୍ରେଣ୍ଡସ୍‌ କ୍ଲବ ଓ ଭଦ୍ରକର ଚରମ୍ପା ଏକାଡ଼େମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବିଶାଖାପାଟଣା ଫ୍ରେଣ୍ଡସ୍‌ କ୍ଲବ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ସମସ୍ତ ଓ୍ବିକେଟ୍‌ ହରାଇ ୧୩୧ ରନ୍‌ ସଂଗ୍ରହ କରିଥିଲା। 

ବାଳାଶ୍ରମରେ ଶୀତବସ୍ତ୍ର ବଣ୍ଟନ

ବାଳାଶ୍ରମରେ ଶୀତବସ୍ତ୍ର ବଣ୍ଟନ

ଯାଜପୁର ଅଫିସ, ୨୩୧।୧୨- ଯାଜପୁର ବାଳାଶ୍ରମର ଅନ୍ତେବାସୀ ଓ ବୃଦ୍ଧାବୃଦ୍ଧଙ୍କୁ ପୋଲିସ ପକ୍ଷରୁ ସୋମବାର ଶୀତବସ୍ତ୍ର ବଣ୍ଟନ କରାଯାଇଛି। 

ଚଳନ୍ତା କାର୍‌ରେ ଅଗ୍ନିକାଣ୍ଡ

ଚଳନ୍ତା କାର୍‌ରେ ଅଗ୍ନିକାଣ୍ଡ

ଭାପୁର,୩୧ା୧୨(ଡି.ଏନ୍‌.ଏ.)-ଏକ ଚଳନ୍ତା କାର୍‌ରେ ଅଗ୍ନିକାଣ୍ଡ ଘଟି ଶନିବାର ରାତିରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି। କାର୍‌ ଚଳାଉଥିବା ମାଲିକ ଗାଡ଼ିରୁ ଡେଇଁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସାନିଟାରୀ ନାପ୍‌କିନ୍‌ ପ୍ରସ୍ତୁତି ଓ ଯୋଗାଣର ଶୁଭାରମ୍ଭ

ସାନିଟାରୀ ନାପ୍‌କିନ୍‌ ପ୍ରସ୍ତୁତି ଓ ଯୋଗାଣର ଶୁଭାରମ୍ଭ

ଖଣ୍ଡପଡ଼ା,୩୧ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମସ୍ଥିତ ମା’ ମଙ୍ଗଳାଙ୍କ ପୀଠ ପରିସରରେ ରବିବାର ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌ର ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।

ସୁନାମୁହିଁ, ନୀଳମାଧବ  ଓ ଗୋକୁଳାନନ୍ଦ ପୀଠରେ ଭିଡ଼

ସୁନାମୁହିଁ, ନୀଳମାଧବ ଓ ଗୋକୁଳାନନ୍ଦ ପୀଠରେ ଭିଡ଼

ଖଣ୍ଡପଡ଼ା,୩୧ା୧୨(ସ୍ବ.ପ୍ର.)-୨୦୧୯ ନୂତନ ବର୍ଷକୁ ସ୍ବାଗତ କରିବା ପୂର୍ବରୁ ଚଳିତବର୍ଷର ଶେଷ ରବିବାର ନୟାଗଡ଼ ଜିଲା ଖଣ୍ଡପଡ଼ା ଓ କଣ୍ଟିଲୋର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଭିଡ଼ ଦେଖାଦେଇଛି। 

୪ ବାଲି, ଚିପ୍ସ ବୋଝେଇ ଗାଡ଼ି ଜବତ

କୋରେଇ,୩୧ା୧୨(ସ୍ବ.ପ୍ର.)- ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା  ରବିବାର ସକାଳେ ପାଟ୍ରୋଲିଂ କରୁଥିବା ସମୟରେ ବେଆଇନ ଚାଲାଣ କରୁଥିବା ୩ ବାଲି ବୋଝେଇ ଟ୍ରକ ଓ ଗୋଟିଏ ଚିପ୍ସ ବୋଝେଇ ହାଇୱାକୁ ଜବତ କରିଛନ୍ତି।

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ

ରତ୍ନଗିରି,୩୧ା୧୨(ଡି.ଏନ.ଏ.)- ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହା ପହଞ୍ଚି ପାରୁନାହଁି। 

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ବାପା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ବାପା

କଳିଙ୍ଗନଗର,୩୧ା୧୨(ଡି.ଏନ୍‌.ଏ.)- ଯଖପୁରା ଥାନା ଅନ୍ତର୍ଗତ ମାଣତିରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଯଖପୁରା ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। 

ସୁସ୍ଥ ସମାଜ ଗଠନ ପାଇଁ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଜରୁରୀ

ସୁସ୍ଥ ସମାଜ ଗଠନ ପାଇଁ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଜରୁରୀ

ଚଣ୍ଡିଖୋଲ,୩୧ା୧୨(ଡି.ଏନ.ଏ.)- ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ଧାନମଣ୍ଡଳସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଲି ଜେସସ ସ୍କୁଲର ୨୭ତମ ବାର୍ଷିକୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

ବିକ୍ରି ହୋଇପାରୁନି : ମଣ୍ଡିରେ ପଡି ରହିଛି ଧାନ, ଚାଷୀ ହତାଶ

ବିକ୍ରି ହୋଇପାରୁନି : ମଣ୍ଡିରେ ପଡି ରହିଛି ଧାନ, ଚାଷୀ ହତାଶ

ରଣପୁର,୩୦ା୧୨(ସ୍ବ.ପ୍ର.)-ସରକାର ବିଭିନ୍ନ ବ୍ଲକ, ଜିଲା ଓ ପଞ୍ଚାୟତସ୍ତରରେ ଧାନ ମଣ୍ଡି ଖୋଲି ଚାଷୀଙ୍କ ଧାନ ବିକିବା ପାଇଁ ବ୍ୟବସ୍ଥା କରୁଥିବା ଘୋଷଣା କରିଛନ୍ତି। ତେବେ ଚାଷୀମାନେ ଏହାର କେତେଦୂର ସୁଫଳ ପାଇପାରୁଛନ୍ତି ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ନୟାଗଡ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଚାନ୍ଦପୁର ସୋସାଇଟ୍‌ ଅଧୀନ ମଣ୍ଡିରେ ୭୦୦ କୁଇଣ୍ଟାଲ୍‌ ଧାନ ବିକିବା ପାଇଁ ଶନିବାର ସକାଳ ୯ଟାରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଆସିଥିଲେ। 

ବିଜୁ ଯୁବ ବାହିନୀର କ୍ରୀଡା ସାମଗ୍ରୀ ବଣ୍ଟନ

ବିଜୁ ଯୁବ ବାହିନୀର କ୍ରୀଡା ସାମଗ୍ରୀ ବଣ୍ଟନ

ରାଜନଗର,୩୦।୧୨(ଡିଏନଏ)-ରାଜନଗର ପଞ୍ଚାୟତ ସମିତି ସଭାଗୃହରେ ବିଜୁ ଯୁବବାହିନୀଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଛି।

ବେଆଇନ ବାଲି ଚାଲାଣ ବେଳେ ହାଇୱା ଜବତ୍‌ : ୧୫,୬୬୦ ଟଙ୍କା ଜରିମାନା ଆଦାୟ

ବେଆଇନ ବାଲି ଚାଲାଣ ବେଳେ ହାଇୱା ଜବତ୍‌ : ୧୫,୬୬୦ ଟଙ୍କା ଜରିମାନା ଆଦାୟ

ମାର୍ଶାଘାଇ,୩୦।୧୨(ଡିଏନ୍‌ଏ)- ଗତ କିଛି ଦିନ ତଳେ ମାର୍ଶାଘାଇ ଅଞ୍ଚଳରେ ବେଆଇନ ବାଲି ଖାଦାନଗୁଡିକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ବେଳେ  ଏବେ ପୁଣି ବାଲି ଚୋରା ଚାଲାଣ ବଢିବାରେ ଲାଗିଛିି । 

କବାଟ ତାଡି ଦୋକାନରୁ ଲୁଟ୍‌

କବାଟ ତାଡି ଦୋକାନରୁ ଲୁଟ୍‌

ପଟ୍ଟାମୁଣ୍ଡାଇ,୩୦।୧୨(ସ୍ବ.ପ୍ର) - ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନନଗରସ୍ଥିତ ଚନ୍ଦ୍ରମଉଳିଙ୍କ  ମନ୍ଦିର ସମ୍ମୁଖସ୍ଥ ଟୁକୁଲା ରଣାଙ୍କ ଷ୍ଟେସନାରୀ ଦୋକାନ କବାଟ ତାଡି ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି । 

ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀରର ମୃତଦେହ ଠାବ

ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀରର ମୃତଦେହ ଠାବ

ରାଜନଗର, ୩୦।୧୨(ଡି.ଏନ.ଏ): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଏକ ମୃତ ବଉଳା କୁମ୍ଭୀର ଠାବ କରାଯାଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

ପାଟକୁରା, ୩୦।୧୨(ଡି.ଏନ.ଏ): ପାଟକୁରା ଥାନା ନିକଟ ମାଣ୍ଡିଆକୁଦ ନଈକୂଳ ସୋର ନିକଟରୁ ଜଣେ ୩୦ ବର୍ଷୀୟ ଯୁବକର ଶବ ଉଦ୍ଧାର କରାଯାଇଛି। ପାଟକୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି। 

ପଠାଣିି ସାମନ୍ତ ଜୟନ୍ତୀ, ଶିଶୁମେଳା

ପଠାଣିି ସାମନ୍ତ ଜୟନ୍ତୀ, ଶିଶୁମେଳା

ଖଣ୍ଡପଡ଼ା,୩୦ା୧୨(ସ୍ବ.ପ୍ର.)-ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଶନିବାର ଖଣ୍ଡପଡ଼ା ସାଇ ବୃନ୍ଦାବନ ସେବାଧାମ ପରିସରରେ ସୁବିଖ୍ୟାତ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ୧୮୪ତମ ଜୟନ୍ତୀ ଓ ୨୯ତମ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି।

ସୁନା ଦୋକାନରୁ ଲୁଟ୍‌ ଘଟଣା : ୩ ଗିରଫ, ଅଳଙ୍କାର ଜବତ

ସୁନା ଦୋକାନରୁ ଲୁଟ୍‌ ଘଟଣା : ୩ ଗିରଫ, ଅଳଙ୍କାର ଜବତ

ରଣପୁର,୩୦ା୧୨(ସ୍ବ.ପ୍ର.)-ସୁନା ଦୋକାନୀ ରଞ୍ଜିତ ସାହୁଙ୍କୁ ବନ୍ଧୁକ ଦେଖାଇ ବୋମା ପକାଇ ଗତ ୨୩ ତାରିଖରେ ଅଳଙ୍କାର ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଡକାୟତମାନେ ଆନୁମାନିକ ୨୦ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

ମିଲର ଓ ଚାଷୀ ମଧ୍ୟରେ କଟ୍‌ନୀଛଟ୍‌ନୀ ତୁଟିଲାନି : ମଣ୍ଡିରେ ଧାନ କିଣାବିକା ନୋହିଲା

ମିଲର ଓ ଚାଷୀ ମଧ୍ୟରେ କଟ୍‌ନୀଛଟ୍‌ନୀ ତୁଟିଲାନି : ମଣ୍ଡିରେ ଧାନ କିଣାବିକା ନୋହିଲା

ଓଡ଼ଗାଁ, ୩୦ା୧୨(ସ୍ବ.ପ୍ର.)-ସମ୍ପ୍ରତି ଧାନ ଅମଳ ବେଳ। ଧାନ ଅମଳ ସରୁସରୁ ଏହାକୁ ବିକିବା ନେଇ ଚାଷୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଏକ ଘଟଣା ଶନିବାର ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଅନ୍ତର୍ଗତ ବାଲିସିଂସା ମଣ୍ଡିରେ ଦେଖିବାକୁ ମିଳିଛି। 

ଜିଲାପାଳଙ୍କ ମହାସମାଧାନ ଶିବିର

ଜିଲାପାଳଙ୍କ ମହାସମାଧାନ ଶିବିର

ନୂଆଗାଁ,୩୦ା୧୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଞ୍ଚାୟତବାସୀ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ ସୁଫଳ ମିଳି ନ ଥିଲା

ଜନସେବା କେନ୍ଦ୍ରରେ ମିଳିବ ସାନିଟାରି ନାପକିନ୍‌

ଜନସେବା କେନ୍ଦ୍ରରେ ମିଳିବ ସାନିଟାରି ନାପକିନ୍‌

ନୟାଗଡ଼ ଅଫିସ,୨୯ା୧୨- ପ୍ରତି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ର (କମନ ସର୍ଭିସିଂ ସେଣ୍ଟର)ରେ ମିଳିବ ସାନିଟାରି ନାପକିନ୍‌ ପ୍ୟାଡ଼। ମହିଳାମାନେ ଦୋକାନକୁ ଯାଇ ପ୍ୟାଡ଼ ମାଗିବା ବେଳେ ସଙ୍କୋଚ ବୋଧ କରୁଥିବାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। 

ଆଠଗଡ଼ ଏନ୍‌ଏସିର ସମସ୍ତ ୱାର୍ଡ ବାହ୍ୟ ଶୌଚମୁକ୍ତ

ଆଠଗଡ଼ ଏନ୍‌ଏସିର ସମସ୍ତ ୱାର୍ଡ ବାହ୍ୟ ଶୌଚମୁକ୍ତ

ଆଠଗଡ଼, ୨୮।୧୨(ସ୍ବ.ପ୍ର.): କଟକ ଆଠଗଡ ଏନ୍‌ଏସିର ସମସ୍ତ ୱାର୍ଡ ବାହ୍ୟ ଶୌଚମୁକ୍ତ ବୋଲି ଶୁକ୍ରବାର ଘୋଷଣା କରାଯାଇଛି। କେନ୍ଦ୍ରସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ପ୍ରତ୍ୟେକ ୱାର୍ଡରେ ପାଇଖାନା ନ ଥିବା ପରିବାରକୁ ପାଇଖାନା ନିର୍ମାଣ ନିମନ୍ତେ ସହାୟତା ପ୍ରଦାନ କରାଯାଇଛି।