ଉପକୂଳ ଓଡିଶା

ମାଲିକାନା ଜମିରେ ଜବରଦସ୍ତି ଚାଲିଛି ସ୍କୁଲ

ଯାଜପୁର ଅଫିସ/ ଯାଜପୁରରୋଡ,୪ା୬(ନି.ପ୍ର.) ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ କହ୍ନେଇପୁର ଭଟିଆ ମୌଜା ୟୁନିଟ-୪ରେ ଥିବା ଏକ ମାଲିକାନା ଜମିରେ ନେମ୍‌ ଆଣ୍ଡ ଫେମ୍‌ ନାମରେ ପବ୍ଲିକ ସ୍କୁଲ ଚଳାଇବାକୁ ଜୋର ଜବରଦସ୍ତି କରାଯାଉଥିବା ଅଭିଯୋଗ ହୋଇଛି। ଜମି ମାଲିକ ସପରିବାର ସେଠାରେ ରହୁଥିଲେ ହେଁ କିଛି ପ୍ରଭାବଶାଳୀ ଲୋକଙ୍କୁ

ବୃଦ୍ଧି ପାଉଛି ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣ

ଚଣ୍ଡିଖୋଲ,୪ା୬(ଡି.ଏନ.ଏ) ଯାଜପୁର ଜିଲା ଦର୍ପଣ ତହସିଲ ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବୃଦ୍ଧି ପାଉଥିବାବେଳେ ତହସିଲ ପ୍ରଶାସନ ନୀରବ ରହିଛି। ବୈରୀ ପୋଲିସ ଗୁରୁବାର ରାତିରେ ଏକ ମାଙ୍କଡା ଖାଦାନ ଉପରେ ଚଢାଉ କରି ୨ଟି ପାଓ୍ବାର ଟିଲର ମେଶିନ ଜବତ କରିଥିବାବେଳେ ପୂର୍ବରୁ ୫ରୁ ଅଧିକ

ବିପଜ୍ଜନକ ଭାବେ ଚାଲିଛି ବିଦ୍ୟୁତ୍‌ ଯୋଗାଣ

ବିପଜ୍ଜନକ ଭାବେ ଚାଲିଛି ବିଦ୍ୟୁତ୍‌ ଯୋଗାଣ

ନାଉଗଁା,୪।୬(ସ୍ବ.ପ୍ର.): ନାଉଗଁା ବ୍ଲକରେ ଜନସାଧାରଣଙ୍କୁ ବିଦ୍ୟୁତ୍‌ ସେବା ପ୍ରଦାନ ଦାୟିତ୍ୱ ସେସୁ ଓ ଏନଜେଏନ ଉପରେ ନ୍ୟସ୍ତ ରହିଛି। ତେବେ ଏହି ଦୁଇ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁ ଉପଭୋକ୍ତାମାନେ ଉପଯୁକ୍ତ ସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଏପରିକି ଉପଭୋକ୍ତାମାନେ ବିଦ୍ୟୁତ୍‌ ସମ୍ବନ୍ଧୀୟ କୌଣସି ଅଭିଯୋଗ କରିବାକୁ ଗଲେ

୯ବର୍ଷ ବିତିଲା, ବିଦ୍ୟୁତ୍‌ ଦେଖିପାରିଲେନି ବସ୍ତି ବାସିନ୍ଦା

ପାରାଦୀପ,୪।୬(ସ୍ବ.ପ୍ର.): ପାରାଦୀପ ପୌର ପରିଷଦରେ ସବୁଠାରୁ ବୃହତ ବସ୍ତି ହେଉଛି ଷଣ୍ଢକୁଦ। ୩ଟି ଓ୍ବାର୍ଡ ଥିବା ଏହି ବସ୍ତିରେ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ବିଦ୍ୟୁତ୍‌ ସଂଯୋଗ ହେବ ବୋଲି ଦିନ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ୨୦୦୯ ସାଧାରଣ ନିର୍ବାଚନ ବେଳେ ବିଧାୟକ ଡା. ଦାମୋଦର ରାଉତ ବର୍ଷକ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ କରାଯିବ ପ୍ରତିଶ୍ରୁତି ଦେଇଥିଲେ।

ବନ୍ଦ ହୋଇପଡ଼ିଛି ଆଜୋଲା ଉତ୍ପାଦନ କେନ୍ଦ୍ର

ବନ୍ଦ ହୋଇପଡ଼ିଛି ଆଜୋଲା ଉତ୍ପାଦନ କେନ୍ଦ୍ର

ନୟାଗଡ଼ ଅଫିସ,୩ା୬- ଆଉ କିଛିଦିନ ପରେ ମୌସୁମୀ ଓଡ଼ିଶା ଛୁଇଁବ । ଚାଷୀମାନେ ନିଜର ଚାଷ କାର୍ଯ୍ୟ ଆରମ୍ଭ କରିବେ। ଧାନ ରୁଆ କାର୍ଯ୍ୟ ପରେ ଜମିରେ ସାର ପକାଯିବ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚାଷୀମାନେ ଜମିରେ ରାସାୟନିକ ସାର ପକାଇବେ। କାରଣ ଜୈବିକ ସାର ସେମାନଙ୍କ ପାଇଁ ସାତସପନ ପାଲଟିଛି।

ପରି ପାଇଁ କଥାଟିଏ କାର୍ଯ୍ୟକ୍ରମ

ପରି ପାଇଁ କଥାଟିଏ କାର୍ଯ୍ୟକ୍ରମ

ଯାଜପୁର ଅଫିସ,୩।୬-ଯାଜପୁର ଜିଲା ରତ୍ନଗର୍ଭା ସୁକିନ୍ଦା ଖଣି ଅଞ୍ଚଳର ଟାଟା ଷ୍ଟିଲ ଖଣି କଲୋନିର କାଟେପୂର୍ତ୍ତି ଅଡିଟୋରିୟମରେ ରବିବାର ପରି ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଡାଙ୍ଗମାଳକୁ ସ୍ବଚ୍ଛ ପଞ୍ଚାୟତ ପୁରସ୍କାର

ଡାଙ୍ଗମାଳକୁ ସ୍ବଚ୍ଛ ପଞ୍ଚାୟତ ପୁରସ୍କାର

ରାଜନଗର, ୩। ୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲାର ଟାଉନ ହଲଠାରେ ରବିବାର ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ମହିଳା ସୁରକ୍ଷା ଯାତ୍ରା

ମହିଳା ସୁରକ୍ଷା ଯାତ୍ରା

ମହାକାଳପଡା, ୩।୬(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତସ୍ଥିତ ସ୍ଥାନୀୟ ମା’ରାମଚଣ୍ଡୀ ପୀଠରେ ବରିଷ୍ଠ ଭାଜପା ନେତା ଭୁବନ ମୋହନ ଜେନାଙ୍କ ନେତୃତ୍ୱରେ ରବିବାର ଏକ ମହିଳା ସୁରକ୍ଷା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଗାଡ଼ି ଧକ୍କାରେ ୮ମ ଶ୍ରେଣୀ ଛାତ୍ର ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଗାଡ଼ି ଧକ୍କାରେ ୮ମ ଶ୍ରେଣୀ ଛାତ୍ର ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବିରିଡ଼ି,୩।୬(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ କନ୍ଦରପୁର-ଜଗତ୍‌ସିଂହପୁର ଜାତୀୟ ରାଜପଥର ହାଜିପୁର ମୁସଲ୍‌ମାନ ବସ୍ତି ସାମ୍‌ନାରେ ରବିବାର ସକାଳେ ଏକ ଗାଡ଼ି ଧକ୍କାରେ ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ବସ୍ତିର ସିରାଜ୍‌ଉଦ୍ଦିନଙ୍କ ପୁଅ ସେକ୍‌ ସଲିମ(୧୩)।

ଆଳିକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ ସର୍ବଦଳୀୟ ବୈଠକ

ଆଳିକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ ସର୍ବଦଳୀୟ ବୈଠକ

ଆଳି,୩।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳିକୁ ସବ୍‌ଡିଭିଜନ ମାନ୍ୟତା ପ୍ରଦାନ ଦାବିରେ ରବିବାର ପୂର୍ବାହ୍ନରେ ଆଳି ମିନି ଷ୍ଟାଡିୟମ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ

ଭାପୁର,୩ା୬(ଡି.ଏନ୍‌.ଏ.)- ଭାପୁର ବ୍ଲକ ଫତେଗଡ଼ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳନ ନିମନ୍ତେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ ବୈଠକରେ ଗ୍ରାମର ୩ ଶହ ଲୋକ ଯୋଗଦେଇଥିଲେ।

ଚୋରି ଅଭିଯୋଗରେ ମାନସିକ ବିକାରଗ୍ରସ୍ତ ମହିଳା ଅଟକ

ଭାପୁର,୩ା୬(ଡି.ଏନ୍‌.ଏ.)- ଫତେଗଡ ଥାନା ଫତେଗଡ଼ ଗ୍ରାମର ଜଣକ ଘରେ ପଶି ଚୋରି କରିବା ଅଭିଯୋଗରେ ଶନିବାର ପୋଲିସ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧରିଆଣି ଥାନାରେ ଅଟକ ରଖିଛି। ଫତେଗଡ଼ ଗ୍ରାମର ମନୋଜ କୁମାର ଦାସ ସକାଳୁ ଅଫିସକୁ ବାହାରିଯିବା ପରେ ମାନସିକ ବିକାରଗ୍ରସ୍ତ ମହିଳା ଜଣକ ଘରେ ପଶି ସୁନା ରୁଲି ଓ ଲୁଗାପଟା ବ୍ୟାଗରେ ପୂରାଉଥିଲେ। ମନୋଜଙ୍କ ମା’ ଏହା ଦେଖି ଗ୍ରାମବାସୀଙ୍କ ସହଯୋଗରେ ପୋଲିସକୁ ଡାକିଥିଲେ।

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭାପୁର,୩ା୬(ଡି.ଏନ୍‌.ଏ.)- ଫତେଗଡ଼ ଥାନା ସୁନାଖଳା ଗ୍ରାମଠାରେ ଶନିବାର ସନ୍ଧ୍ୟାରେ ଏକ ମିନିଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁନାଖଳା ଗ୍ରାମର ଲକ୍ଷ୍ମୀଧର ମଳିକ (୪୨)। ଏହାକୁ ନେଇ ସେଠାରେ କିଛିସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସୁନାଖଳା ବୋମା ମାଡ, ହତ୍ୟା ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୩।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଠାରୁ ମାତ୍ର ୫୦ମିଟର ଦୂରରେ ଗତ ମାର୍ଚ୍ଚ ୨୬ତାରିଖରେ ଗୁଳି ଓ ବୋମା ମାଡରେ ଜଣେ ଯୁବକ ନିହତ ହେବା ଘଟଣାର ଅଢେଇ ମାସ ପରେ ଶୁକ୍ରବାର ରଣପୁର ପୋଲିସ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତାଳଚେରରୁ ଗିରଫ କରିଛି। ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଣପୁର ଉପ କାରାଗାରକୁ ପଠାଇ ଦିଆଯାଇଛି ା ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲା କେରଙ୍ଗ ଗ୍ରାମର ଏସ.କେ. ଆନଓ୍ବାର (ଟିକି)।

ଚାନ୍ଦପୁରରେ ଗଡିଲା ପରୀ ରଥ

ଚାନ୍ଦପୁରରେ ଗଡିଲା ପରୀ ରଥ

ରଣପୁର,୩।୬(ସ୍ବ.ପ୍ର.)-ନାବାଳିକାଙ୍କୁ ଯୌନ ନିର୍ଯାତନା ବିରୋଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ବାପି ପରିଭ୍ରମଣ କରୁଛି ପରୀ ରଥ ା ପୁରୀ ଜିଲା କଣାସ ଅଞ୍ଚଳରୁ ନୟାଗଡ ଜିଲାକୁ ପ୍ରଥମ କରି ଏହି ରଥ ଚାନ୍ଦପୁର ଅଞ୍ଚଳରେ ରାତ୍ର ୮ଟାରେ ପହଞ୍ଚିଛି ା

ରାସ୍ତା ତଳକୁ ଖସିପଡିଲା କପଡ଼ା ବୋଝେଇ ଟ୍ରକ୍‌

ରାସ୍ତା ତଳକୁ ଖସିପଡିଲା କପଡ଼ା ବୋଝେଇ ଟ୍ରକ୍‌

ନିରାକାରପୁର,୩ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରାମେଶ୍ୱର ଛକ ନିକଟରେ ଶନିବାର କଲିକତାରୁ ତାମିଲନାଡୁ ଯାଉଥିବା ଏକ କପଡ଼ା ବୋଝେଇ ଟ୍ରକ୍‌ ଜାତୀୟ ରାଜପଥର ପ୍ରାୟ ୩୦/୪୦ଫୁଟ ତଳକୁ ଖସିପଡିଥିଲା।

ଶିକାରୀ ସନ୍ଦେହରେ ପଦ୍ମତୋଳା ଜଙ୍ଗଲରୁ ୫ ଗିରଫ

ଗଣିଆ,୩ା୬(ଡି.ଏନ୍‌.ଏ.)- ନୟାଗଡ଼ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ କୁଶଙ୍ଗ ବନାଞ୍ଚଳର ବନ କର୍ମଚାରୀମାନେ ଶୁକ୍ରବାର ପଦ୍ମତୋଳା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ୫ ଜଣଙ୍କୁ ଗିରଫ କରିଛନ୍ତି।

୫ରୁ ବୁଲିବ ପରୀ ସଚେତନତା ରଥ

୫ରୁ ବୁଲିବ ପରୀ ସଚେତନତା ରଥ

କେନ୍ଦ୍ରାପଡା ଅଫିସ,୩ା୬-ନାବାଳିକା ଯୌନ ନିର୍ଯାତନା ଓ ଶିଶୁ ନିର୍ଯାତନା ସାଂପ୍ରତିକ ପରିସ୍ଥିତିରେ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି ା ଶିଶୁ କନ୍ୟା ବଳାତ୍କାର ଓ ଶିଶୁ ନିର୍ଯାତନା ମାମଲା ମଧ୍ୟରୁ ୯୩ ପ୍ରତିଶତ ନିଜ ପରିବାର, ପଡୋଶୀ ଓ ସମ୍ପର୍କୀୟଙ୍କ ଦ୍ୱାରା ହେଉଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି ା

ପୋଖରୀ ହୁଡ଼ାରୁ ମାଟି ବିକ୍ରି ନେଇ ଉତ୍ତେଜନା

ପୋଖରୀ ହୁଡ଼ାରୁ ମାଟି ବିକ୍ରି ନେଇ ଉତ୍ତେଜନା

ଡେରାବିଶ,୩ା୬(ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ସମସ୍ତ ପଞ୍ଚାୟତର ଗ୍ରାମଗୁଡିକରେ ଉନ୍ନତିକରଣ କାର୍ଯ୍ୟ ପାଇଁ ବ୍ୟାପକ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଛି ା ଏହି ଅନୁଦାନ ମାଧ୍ୟମରେ ପଞ୍ଚାୟତଗୁଡିକରେ ଥିବା ପୁଷ୍କରଣୀର ପୁନରୁଦ୍ଧାର, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଗ୍ରାମ୍ୟ ଶ୍ମଶାନରେ ଗୃହ ନିର୍ମାଣ, ରାସ୍ତାଘାଟର ଉନ୍ନତି ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଡିଓ ଓ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ରହିଛି ା

ଜବରଦଖଲରେ ନରହରିପୁର ରାସ୍ତା

କେନ୍ଦ୍ରାପଡା ଅଫିସ,୩ା୬: କେନ୍ଦ୍ରାପଡା ତହସିଲ ଅଧୀନ ନରହରିପୁର ଗ୍ରାମର ଜଣେ ବ୍ୟକ୍ତି ସର୍ବସାଧାରଣ ରାସ୍ତା ଜବରଦଖଲ କରି ନିଜ ଗୃହ ନିର୍ମାଣ କରୁଛନ୍ତି ା

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଡେରାବିଶ,୩ା୬(ସ୍ବ.ପ୍ର.)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଥାନାରେ ଅଟକ ଥିବା ଅଭିଯୁକ୍ତ ମୁଶରଫ୍‌ ଖାଁକୁ ଶନିବାର କୋର୍ଟ ଚାଲାଣ କରାଯାଇଛି ା

ନକଲି ବିହନ,ସାର,କୀଟନାଶକରେ ଚାଷୀ କ୍ଷତିଗ୍ରସ୍ତ

ନକଲି ବିହନ,ସାର,କୀଟନାଶକରେ ଚାଷୀ କ୍ଷତିଗ୍ରସ୍ତ

ଆଳି,୩।୬(ଡି.ଏନ୍‌.ଏ.)ଚାଷୀମାନଙ୍କୁ ପ୍ରାଧ୍ୟାନ୍ୟ ଦେଇ ସେମାନଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି ା ବଜେଟ ସମୟରେ କୃଷି ନିମନ୍ତେ କୋଟିକୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଉଛି ା ବିଭାଗୀୟ ପକ୍ଷରୁ ଚାଷୀମାନଙ୍କ ପାଇଁ ବିହନ, ସାର, କୀଟନାଶକ ଆଦି ବଣ୍ଟନ କରାଯାଉଛି।

ରାଜନଗରରେ ବ୍ୟାପିଲା ଝାଡ଼ାବାନ୍ତି: ୧ ମୃତ, ୭ ଆକ୍ରାନ୍ତ

ରାଜନଗର,୩ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଝାଡାବାନ୍ତି ରୋଗ ବ୍ୟାପିଛି। ଶନିବାର ଏହି ରୋଗରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରନ୍ତ ହୋଇଛନ୍ତି। ମୃତକ ଜଣକ ହେଲେ ଦେବେନ୍ଦ୍ରନାରାୟଣପୁର ଗାଁର ମାଳତି ମଣ୍ଡଳ (୮୦ ବର୍ଷ)।

ପୁନରୁଦ୍ଧାର ହେଉନି ବ୍ରିଟିଶ ଶାସନ ସମୟର କେନାଲ

ପୁନରୁଦ୍ଧାର ହେଉନି ବ୍ରିଟିଶ ଶାସନ ସମୟର କେନାଲ

ମହାକାଳପଡା,୩ା୬(ଡି.ଏନ୍‌.ଏ.)ମହାକାଳପଡା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟକେନାଲ ଏବେ ଅବକ୍ଷୟମୁଖୀ। ୧୫୦ ବର୍ଷ ପୂର୍ବେ ବ୍ରିଟିଶ ଶାସନ ସମୟରେ ଏହି କେନାଲର ନିର୍ମାଣ ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି କେନାଲ ଏବେ ଶୋଚନୀୟ ହୋଇପଡିଛି। ପଙ୍କ ଓ ପଟୁ ମାଟିରେ ପୁରି ଏହା ଏବେ ପୋତିହେବାରେ ଲାଗିଛି।