ସମ୍ବଲପୁର

ହାଇକୋର୍ଟ ବେଞ୍ଚ ଦାବିରେ ଚାଲିଥିବା ରିଲେ ଅନଶନ ବନ୍ଦ ହେଲା

ହାଇକୋର୍ଟ ବେଞ୍ଚ ଦାବିରେ ଚାଲିଥିବା ରିଲେ ଅନଶନ ବନ୍ଦ ହେଲା

ସମ୍ବଲପୁର,୧୫।୩ (ବ୍ୟୁରୋ)- ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର କଚେରି ଛକଠାରେ ଚାଲିଥିବା ଆମରଣ ଅନଶନ ଗୁରୁବାର ୧୧୫ତମ ଦିନରେ ସ୍ଥଗିତ ହୋଇଛି।

ତେଜୁଛି ମଦ ବିରୋଧୀ ଆନ୍ଦୋଳନ:  ନିଶାମୁକ୍ତ ପାଇଁ ସଚେତନତା ଶୋଭାଯାତ୍ରା

ତେଜୁଛି ମଦ ବିରୋଧୀ ଆନ୍ଦୋଳନ:  ନିଶାମୁକ୍ତ ପାଇଁ ସଚେତନତା ଶୋଭାଯାତ୍ରା

ଦେବଗଡ଼, ୧୫।୩(ସ୍ବ.ପ୍ର) -ଦେବଗଡ ଜିଲା କୋଣ ଅନୁକୋଣରେ ଛତୁଫୁଟିଲା ପରି କୁଚିଆ ମଦ ଦୋକାନ ଖୋଲାଯାଇଛି। ଯଦ୍ୱାରା କି ମହିଳାମାନେ ନିଜ ସ୍ବାମୀ, ପୁତ୍ର ଓ ଅନ୍ୟ ମାନଙ୍କ ଦ୍ୱାରା ନାନା ପ୍ରକାର ଶୋଷିତ ହେବାରେ ଲାଗିଛନ୍ତି। 

ଜିଲା ମୁଖ୍ୟ ଚିକିତ୍ସାଳୟ ହେଲା ମେଡିକାଲ କଲେଜ: ଅନୁଷଙ୍ଗିକ ବ୍ୟବସ୍ଥାର ଅଭାବ 

ଜିଲା ମୁଖ୍ୟ ଚିକିତ୍ସାଳୟ ହେଲା ମେଡିକାଲ କଲେଜ: ଅନୁଷଙ୍ଗିକ ବ୍ୟବସ୍ଥାର ଅଭାବ 

ବଲାଙ୍ଗୀର ଅଫିସ, ୧୫ା୩- ବଲାଙ୍ଗୀରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ବଲାଙ୍ଗୀରବାସୀ ଓ ଆଖପାଖ ଜିଲାର ରୋଗୀମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବେ ବୋଲି ଆଶା କରିଥିଲେ| 

ସରକାରୀ ପୋରଛାହନର ଅଭାବ: ନାନା ସମସିଆରେ ଛଁଦି ହେଇଛେ ମାଲପଡ଼ା ସ୍କୁଲ

ସରକାରୀ ପୋରଛାହନର ଅଭାବ: ନାନା ସମସିଆରେ ଛଁଦି ହେଇଛେ ମାଲପଡ଼ା ସ୍କୁଲ

ଲାଠୋର, ୧୫ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗୁଟେ ଆଦିବାସୀ ବହୁଲ ଅଂଚଲ। ସେଥିରଲାଗି ରାଏଜ୍‌ ସରକାର ଅଂଚଲର ଆଦିବାସୀ, ଦଲିତକଁର ଶିକ୍ଷାର ବିକାଶ ଲାଗି ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଜରିଆରେ ୧୯୫୧ ସାଲେ ମାଲପଡ଼ାରେ ଗୁଟେ ଆବାସିକ ସ୍କୁଲ ଖୁଲି ୬ଷ୍ଠ ଶ୍ରେଣୀ ଆରମ୍‌ କରିଥିଲେ। ଇ ସ୍କୁଲରେ ଅଂଚଲର ଆଦିବାସୀ, ଦଲିତ ଛାତ୍ରୀଛାତ୍ର ରହି ପାଠ୍‌ ପଢ଼ବାର ସୁବିଧା କରାଗଲା।

ଅଭିଶାପ୍‌ ପାଲଟିଛେ ଜୀବନ୍‌:  ୮୦ ବଛ୍‌ରିଆ ବଡ଼ମା’ ପାଲଟିଛନ୍‌ ସାହାଭରସା

ଅଭିଶାପ୍‌ ପାଲଟିଛେ ଜୀବନ୍‌: ୮୦ ବଛ୍‌ରିଆ ବଡ଼ମା’ ପାଲଟିଛନ୍‌ ସାହାଭରସା

ଲୋଇସିଂହା,୧୫।୩(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଁଚେତ ସଦର ଗଁା ରାମଜୀପଡ଼ାର ଶୋଭାଗିନୀ ପୁଟେଲ(୪୨)। ସତେ ଯେନ୍‌ତା ଜୀବନ୍‌ଟା ତାକର ଅଭିଶାପ୍‌ ପାଲଟିଯାଇଛେ, ଖାଲି ଦୁଖ୍‌ ହିଁ ଦୁଖ୍‌।

ସୋହେଲାକୁ ଫେରିଲେ ଶ୍ରମ ମନ୍ତ୍ରୀ

ସୋହେଲାକୁ ଫେରିଲେ ଶ୍ରମ ମନ୍ତ୍ରୀ

ସୋହେଲା,୧୪।୩(ଡି.ଏନ.ଏ): ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଅସୁସ୍ଥ ଥିବା ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ଗୁରୁବାର ବରଗଡ ଜିଲା ସୋହେଲାକୁ ଫେରିଛନ୍ତି । 

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବଡ଼ଗାଁ, ୧୪।୩ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ସାନ କାଦୋପଡା ଗ୍ରାମର ଜଣେ ଯୁବକ ବୁଧବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ରାସ୍ତାଘାଟ ନାହିଁ: ଷ୍ଟ୍ରେଚରରେ ୩ କି.ମି. ବୁହା ହେଲେ ଗର୍ଭବତୀ

ରାସ୍ତାଘାଟ ନାହିଁ: ଷ୍ଟ୍ରେଚରରେ ୩ କି.ମି. ବୁହା ହେଲେ ଗର୍ଭବତୀ

ଖଡିଆଳ,୧୪।୩(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ବ୍ଲକ କିରକିଟା ପଞ୍ଚାୟତ କପରଗଡ ଗଁାର ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୩ କି.ମି. ବୋହି ଅଣାଯିବା ପରେ ଡାକ୍ତରଖାନାକୁ ନିଆଯାଇଥିବା ଭଳି ଏକ ଘଟଣା ଗୁରୁବାର ସକାଳେ ଘଟିଛି । 

ବିଜୁ ଛାତ୍ର ଜନତା ଦଳର ବାଇକ୍‌ ରାଲି, ସଭା

ବିଜୁ ଛାତ୍ର ଜନତା ଦଳର ବାଇକ୍‌ ରାଲି, ସଭା

ରାଜଗାଙ୍ଗପୁର, ୧୪।୩ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ବ୍ଲକରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ମିଳିତ ଆନୁକୂଲ୍ୟରେ ଗୁରୁବାର ବାଇକ୍‌ ରାଲି ଅନୁଷ୍ଠିତ ହୋଇଥିଲା।

ପରିବର୍ତ୍ତନ ଆଣିବ ରାହୁଲଙ୍କ ବରଗଡ ସମାବେଶ

ପରିବର୍ତ୍ତନ ଆଣିବ ରାହୁଲଙ୍କ ବରଗଡ ସମାବେଶ

ସୋନପୁର,୧୪।୩(ନି.ପ୍ର): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବରଗଡଠାରେ ଶୁକ୍ରବାର ଅନୁଷ୍ଠିତ ଦଳର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ। 

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ଦେଓଗାଁ,୧୪ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବନ୍ଧପଡା ପଞ୍ଚାୟତ ଅନ୍ତର୍ଗତ ଟେପ୍ରେନରେ ଚଳିତ ବର୍ଷ ଗ୍ରୀଷ୍ଣ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ୩ ୱାର୍ଡ ବିଶିଷ୍ଟ ୨ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଫ୍ଲୋରାଇଡ ପାଣି ବ୍ୟବହାର ଦ୍ୱାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଜଣା ପଡିବା ପରେ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା।

ଚିନ୍ତା ବଢ଼ାଇଛି ନୂଆ ମୁହଁ

ଚିନ୍ତା ବଢ଼ାଇଛି ନୂଆ ମୁହଁ

ରାଉରକେଲା ଅଫିସ,୧୪ା୩: ସୁନ୍ଦରଗଡ଼ ଜିଲାର ୭ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି ରଘୁନାଥପାଲ୍ଲୀ। ଷ୍ଟିଲ ଟାଉନଶିପ୍‌, ଫର୍ଟିଲାଇଜର ଟାଉନଶିପ୍‌ ସହ ଲାଠିକଟା ବ୍ଲକର ୭ ପଞ୍ଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ। 

ପିଠା କାର୍ଯ୍ୟକ୍ରମର ୩ ମାସ ପରେ ବି ମିଳୁନି ଘର: କାର୍ଯ୍ୟାଦେଶ ଫାଇଲ ଦେଇ ଫେରାଇ ନେଲେ

ପିଠା କାର୍ଯ୍ୟକ୍ରମର ୩ ମାସ ପରେ ବି ମିଳୁନି ଘର: କାର୍ଯ୍ୟାଦେଶ ଫାଇଲ ଦେଇ ଫେରାଇ ନେଲେ

ନୂଅପାଡା ଅଫିସ,୧୪ା୩: ବ୍ଲକ ପ୍ରଶାସନ ତରଫରୁ ପିଠା କାର୍ଯ୍ୟକ୍ରମକୁ ଆମକୁ ଡାକି ନିଆଗଲା। ସେଠାରେ ଏକ କାର୍ଯ୍ୟାଦେଶ ଦିଆଗଲା। ପରେ ତାକୁ ଅଧିକାରୀମାନେ ନେଇଗଲେ। ଫଟୋ ଉଠାଇବାକୁ କହି ପୁରୁଣା ଘରକୁ ଭାଙ୍ଗିବାକୁ କୁହାଗଲା ।

ବର୍ଷାରେ ଘର ଭାଂଗବାର ୩ ବଛର ହେଲା: କୃଷ୍ଣ ଲାଗି ସାତସପନ ହେଇଛେ ଆବାସ ଘର

ବର୍ଷାରେ ଘର ଭାଂଗବାର ୩ ବଛର ହେଲା: କୃଷ୍ଣ ଲାଗି ସାତସପନ ହେଇଛେ ଆବାସ ଘର

ଅତାବିରା, ୧୪।୩ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ ଦୁଖିକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଥାନୀୟ ପରଶାସନର ଭୁଲଭଟକା ଆର ତଦଁତ ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଉଛନ୍‌।

ଅତାବିରା ବ୍ଲକରେ ବସୁନ୍ଧରା ଯୋଜନା ବାଟବନା: ଭୂମିହୀନକୁ ଘରଡିହ ଯୁଗାବାରେ ପରଶାସନ ବିଫଲ

ଅତାବିରା ବ୍ଲକରେ ବସୁନ୍ଧରା ଯୋଜନା ବାଟବନା: ଭୂମିହୀନକୁ ଘରଡିହ ଯୁଗାବାରେ ପରଶାସନ ବିଫଲ

ଜାମଟିକ୍ରା,୧୪।୩(ଡି.ଏନ.ଏ.):  ଭୂମିହୀନମାନକୁ ସରକାର ବସୁନ୍ଧରା ଯୋଜନାରେ ଘର ଡିହ ଯୁଗେଇ ଦେଉଛନ୍‌। ତାହାକୁ ଭିନେ ଭିନେ ସରକାରୀ ଯୋଜନାରେ ସାମିଲ କରି ପକା ଘର ବି ଯୁଗେଇ ଦେଉଛନ୍‌। 

ପକାଘର ଆଶ୍‌ରେ ବୁରୁଧ୍‌ ମହିଲା ବସନ୍ତ

ପକାଘର ଆଶ୍‌ରେ ବୁରୁଧ୍‌ ମହିଲା ବସନ୍ତ

ଲୋଇସିଂହା,୧୪।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ଗଁାର ବୁରୁଧ୍‌ ବିଧବା ବସନ୍ତ ବିଶ୍ୱାଳ(୭୫)। ବଏସ୍‌ର ଶେଷ୍‌ ମୁଡ଼ସାକେ ସେ ପୁହୁଁଚି ଯାଇଛନ୍‌।

ମେଲୋଡି ପାର୍ଟି ଝିଅଙ୍କୁ ପାଣି ଫୋପାଡ଼ିବାକୁ ବିରୋଧ କରିବାରୁ ଛୁରାମାଡ଼: ୩ ଗୁରୁତର, କେସିଙ୍ଗା ଥାନାରେ ଅଭିଯୋଗ କଲେ ବରଯାତ୍ରୀ

ମେଲୋଡି ପାର୍ଟି ଝିଅଙ୍କୁ ପାଣି ଫୋପାଡ଼ିବାକୁ ବିରୋଧ କରିବାରୁ ଛୁରାମାଡ଼: ୩ ଗୁରୁତର, କେସିଙ୍ଗା ଥାନାରେ ଅଭିଯୋଗ କଲେ ବରଯାତ୍ରୀ

କେସିଙ୍ଗା,୧୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ତୁର୍ଲାଖମନ ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବିବାହ କାର୍ଯ୍ୟକ୍ରମର ରୋଶଣି ଚାଲିଥିବା ବେଳେ ମେଲୋଡି ପାର୍ଟି ଝିଅଙ୍କୁ ପାଣି ଫୋପାଡ଼ିବାକୁ ବିରୋଧ କରିବାରୁ ୩ଜଣଙ୍କୁ ଛୁରାମାଡ଼ ହୋଇଛି। 

ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ: ସବୁଦଳରେ ଟିକେଟ ଆଶାୟୀ ଅଧିକ

ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ: ସବୁଦଳରେ ଟିକେଟ ଆଶାୟୀ ଅଧିକ

କୁଆଁରମୁଣ୍ଡା, ୧୩।୩(ଡି.ଏନ.ଏ.)-ଭୌଗୋଳିକ ଦୃଷ୍ଟିକୋଣରୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ସୁନ୍ଦରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟକୁ ଲାଗିଛି। ଏହି ନିର୍ବାଚନମଣ୍ଡଳୀ ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକକୁ ନେଇ ଗଠିତ। 

ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ: ପୁଣି ଗଡ଼ ହରାଇପାରେ କଂଗ୍ରେସ

ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ: ପୁଣି ଗଡ଼ ହରାଇପାରେ କଂଗ୍ରେସ

ଝାରସୁଗୁଡ଼ା ଅଫିସ,୧୩।୩: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀକୁ କଂଗ୍ରେସର ଗଡ଼ କୁହାଯାଏ। ସ୍ବାଧୀନତା ପରଠାରୁ ୧୫ଥର ନିର୍ବାଚନ ହୋଇଛି। ସେଥିରୁ କଂଗ୍ରେସ ୧୦ଥର ବିଧାୟକ ଆସନ ଦଖଲ କରିଛି। ଏକଦା ଏହି ଗଡ଼ରେ ଜନତା ଦଳ ଏବଂ ବିଜୁ ଜନତା ଦଳ ଧସେଇ ପଶିଥିଲା। 

ବରଗଛ୍‌ ତଲ ହେଇଛେ ବୁର୍‌ଧାକଁର ଠିକ୍‌ନା

ବରଗଛ୍‌ ତଲ ହେଇଛେ ବୁର୍‌ଧାକଁର ଠିକ୍‌ନା

ସିଂଘିଯୁବା, ୧୩ା୩ (ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତର ପାପୀ ଗାଁର ମୁଖିଆ ରାସ୍‌ତା ତରେ ଥିବାର ଗୁଟେ ବରଗଛ୍‌ ତଲେ ଝନେ ବୁର୍‌ଧା ବନେ ମାସ୍‌କେତେ ହେଲା ଆଶ୍‌ରେ ନେଇଥିବାର ଦେଖ୍‌ବାକେ ମିଲିଛେ। 

ବାପର ଚିକିତ୍ସା ଲାଗି ଦାଦନ ସାଜିଛେ ବଡ଼ଖା ପୁଓ:  ଅଜନା ରୋଗ୍‌ରେ ପୀଡ଼ିତ ଲିଙ୍ଗରାଜ

ବାପର ଚିକିତ୍ସା ଲାଗି ଦାଦନ ସାଜିଛେ ବଡ଼ଖା ପୁଓ: ଅଜନା ରୋଗ୍‌ରେ ପୀଡ଼ିତ ଲିଙ୍ଗରାଜ

ଲାଠୋର,୧୩।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁର ଲିଙ୍ଗରାଜ ଠେଲା(୫୦)। ପେସାରେ ସେ ଝନେ ପାଉଁରୁଟି କାରିଗର। 

୮୦ହେକ୍ଟର ଜମିକୁ କେନାଲ ପାଣି ଅପହଞ୍ଚ

୮୦ହେକ୍ଟର ଜମିକୁ କେନାଲ ପାଣି ଅପହଞ୍ଚ

ବିନିକା, ୧୨ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ଗ୍ରାମର ୫୧କେନାଲ ଆଡିର ତଳମୁଣ୍ଡରେ ରବିଧାନ ଚାଷ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ପାଖରେ କେନାଲ ପାଣି ପହଞ୍ଚୁନାହିଁ।

ଚିକିସତ୍ା ଲାଗି ଟଁକା ବାଧକ୍‌ : ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ବିଦ୍ୟାଧର

ଚିକିସତ୍ା ଲାଗି ଟଁକା ବାଧକ୍‌ : ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ବିଦ୍ୟାଧର

ଘଣ୍ଟାପଡା, ୧୨।୩ (ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଁଚେତ୍‌ ଗିଧାମାଳ ଗଁ। ର ବିଦ୍ୟାଧର ବକୁଳ(୪୦)। ତଁ। କର ପରିବାର କହେଲେ ମାଏକିନା, ପୁଓ, ଝି ଆର ବୁରୁଧ୍‌ ମା’ବାପ୍‌। ପେସାରେ ସେ ଝନେ ମିସ୍ତ୍ରୀ। ସେଥ୍‌ରୁ ସେ ଯାହା କମଉଥିଲେ ପରିବାରଟା ଖୁସିରେ ଚଲିଯାଉଥିଲା। ହେଲେ ଦିନେ କାମ୍‌ କଲା ସମିଆରେ ହଠାତ୍‌ ପଡ଼ିଗଲେ ଆର ଚାଲବୁଲ କରି ନାଇଁପାରଲେ। ଚିକିସତ୍ା ଲାଗି ତାହାକୁ ବଲାଙ୍ଗୀର ବଡ଼ ଡାକ୍‌ତରଖାନା ନିଆଗଲା। 

ଆବାସ ଯୋଜନା ବାଟବନା:  ଭଂଗା ଦଦ୍‌ରା ଘରେ ବିତୁଛେ ଜୀବନ

ଆବାସ ଯୋଜନା ବାଟବନା: ଭଂଗା ଦଦ୍‌ରା ଘରେ ବିତୁଛେ ଜୀବନ

ଜାମଟିକ୍ରା, ୧୨।୩ (ଡି.ଏନ.ଏ): ଗରିବ୍‌ ଦୁଖିକର ଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ପରକାର ଆବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ୍‌ ଜାଗାରେ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଆର ଥାନୀୟ ନେତାକର ଅଁାତରିକତା ଅଭାବ ଲାଗି ବହୁତ ଗରିବ୍‌ ଦୁଖି ଇ ମହତ୍‌ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌।