ସମ୍ବଲପୁର

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ: ୨ମୃତ, ୩୦ ଆହତ

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ: ୨ମୃତ, ୩୦ ଆହତ

କେସିଙ୍ଗା , ୨୮।୧(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ଜୋଲକୋ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୋମବାର ଭୋରରୁ ରାସ୍ତା ତଳକୁ ଯାତ୍ରୀବାହୀ ବସ ଖସି ପଡିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ବିଜେପୁରରେ ପୁଷ୍‌ପୁନି ତିହାର ଅନୁଷ୍ଠିତ

ବିଜେପୁରରେ ପୁଷ୍‌ପୁନି ତିହାର ଅନୁଷ୍ଠିତ

ବିଜେପୁର, ୨୮।୧ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ଏନଏସି ସଦର ମହକୁମାର ଶଙ୍କର୍ଷଣ ଟିଓ ୟୁପି ସ୍କୁଲ ପଡ଼ିଆରେ ପୁଷ୍‌ପୁନି ତିହାର-୨୦୧୯ ଶନିବାର ବେଲବୁଡ଼େ ଅନୁଷ୍ଠିତ ହେଇଯାଇଛେ।

ଆଂଚଲିକ ଲୋକ୍‌ମହୋଛବ ଉଦ୍‌ଘାଟିତ:  ଦେଖନହାରିକର ମନ୍‌ମୁହିଲା ଲୋକ୍‌ନାଚ

ଆଂଚଲିକ ଲୋକ୍‌ମହୋଛବ ଉଦ୍‌ଘାଟିତ: ଦେଖନହାରିକର ମନ୍‌ମୁହିଲା ଲୋକ୍‌ନାଚ

ରିଷିଡ଼ା, ୨୮।୧ (ଡି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା, ପୌରକେଲା, ଗଜବାହାଲ ପଁଚେତ୍‌ର ମିଲିତ ଉଦିଅମରେ ପହେଲାକରି ରିଷିଡ଼ାରେ ଅଂଚଲିକ ଲୋକ୍‌ ମହୋଛବ ଶନିବାର ଉଦ୍‌ଘାଟିତ ହେଇଯାଇଛେ। 

 ଟିକ୍ରାପଡା କପ ଫୁଟବଲ:  ଖଜୁରପଡା ଚାମ୍ପିୟନ

ଟିକ୍ରାପଡା କପ ଫୁଟବଲ: ଖଜୁରପଡା ଚାମ୍ପିୟନ

ଟିକ୍ରାପଡା, ୨୭ା୧(ଡି.ଏନ.ଏ.) : ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଟିକ୍ରାପଡା ହାଇସ୍କୁଲ ପଡିଆରେ କଳା ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ତ୍ରିଦିବସୀୟ ଟିକ୍ରାପଡା କପ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗୀର ଓ ଖଜୁରପଡା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଝାରସୁଗୁଡା ଅଫିସ୍‌, ୨୭।୧: ଝାରସୁଗୁଡ଼ା ବଡ଼ମାଳ ଥାନା ବେହେରାପାଲ୍ଲୀ ନିକଟରେ ଏକ ହତ୍ୟାକାଣ୍ଡ ଘଟଛି।

ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା

ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା

କୁଆରମୁଣ୍ଡା, ୨୭।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ପୁନର୍ବାସ କଲୋନୀରେ ରହୁଥିବା ଚାଟ ବ୍ୟବସାୟୀ ବାବୁଲାଲ ସିଂ(୫୮)ଙ୍କୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛନ୍ତି।

ପ୍ରତିକୂଳ ପାଗ ମଧ୍ୟରେ ପାଳିତ ହେଲା ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ପ୍ରତିକୂଳ ପାଗ ମଧ୍ୟରେ ପାଳିତ ହେଲା ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ସୁନ୍ଦରଗଡ, ୨୬।୧(ଡି.ଏନ୍‌.ଏ) କୋହଲା ପାଗ, ତୁହାକୁ ତୁହା ଝିପିଝିପି ବର୍ଷା ମଧ୍ୟରେ ସୁନ୍ଦରଗଡରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। 

ମା’ଭୈରବୀଙ୍କ ମନ୍ଦିରରୁ ଚୋରି

ମା’ଭୈରବୀଙ୍କ ମନ୍ଦିରରୁ ଚୋରି

ବୌଦ୍ଧ, ୨୬।୧(ସ୍ବ.ପ୍ର.)-ବୌଦ୍ଧ ଜିଲାର ପୁରୁଣାକଟକସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ଭୈରବୀଙ୍କ ମନ୍ଦିରରୁ ଚୋରି  ହୋଇଥିବା ଜଣାପଡ଼ିଛି। 

ରାଉରକେଲାରେ ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ରାଉରକେଲାରେ ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ଫର୍ଟିଲାଇଜର ଟାଉନ୍‌ଶିପ ଅଞ୍ଚଳରେ ଶନିବାର ଅପରାହ୍ନ ୧୨ଟା ୧୫ମିନଟ୍‌ ସମୟରେ ଦୁର୍ଘଟଣାଘଟି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। 

 ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼ ଅଫିସ,୨୬।୧: ବରଗଡ଼ ପଞ୍ଚାୟତ କଲେଜ ପଡ଼ିଆ ପରିସରରେ ଶନିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏଠାରେ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । 

ବଣାଇରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା

ବଣାଇରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା

ବଣାଇ,୨୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ କୋଇଡ଼ା ଥାନା ଅନ୍ତର୍ଗତ ସାନ ଇନ୍ଦୁପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇ ମୃତଦେହକୁ କୂଅରେ ପକାଇ ଦିଆଯାଇଛି। ଏ ନେଇ ଶନିବାର ଥାନାରେ ଉକ୍ତ ଗ୍ରାମର ଟାଙ୍ଗର ମୁଣ୍ଡା ଅଭିଯୋଗ କରିବା ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। 

ଯୁବକ୍‌କଁର ଅଜବ୍‌ ନିଶା: ପରିବେଶକେ ସାଫ୍‌ସୁତର ରଖ୍‌ବାର ପରତିଗିଆଁ କରିଛନ୍‌

ଯୁବକ୍‌କଁର ଅଜବ୍‌ ନିଶା: ପରିବେଶକେ ସାଫ୍‌ସୁତର ରଖ୍‌ବାର ପରତିଗିଆଁ କରିଛନ୍‌

ପାଇକମାଳ, ୨୬।୧(ଡି.ଏନ.ଏ.):  ପାଇକମାଳ ଅଂଚଲର ଭିନେ ଭିନେ ଗାଁକେ ଯାଇ ଝନେ ଯୁବକ ରାସ୍‌ତାର ମଏଲା ଜଗଡ଼ା ନିଜର ହାତେ ସଫାକରି ଗାଁମୁଡ଼େ ପୁଡ଼େଇ ଦେଉଥିବାର ଦେଖ୍‌ବାକେ ମିଲିଛେ।

ଅଜନା ରୋଗ୍‌ରେ ପୀଡ଼ିତ ପଦ୍ମା: ଚିକିତ୍ସା ଲାଗି ଗାଁରେ ପୁହୁଁଚିଲେ ଡାକ୍‌ତରି ଦଲ

ଅଜନା ରୋଗ୍‌ରେ ପୀଡ଼ିତ ପଦ୍ମା: ଚିକିତ୍ସା ଲାଗି ଗାଁରେ ପୁହୁଁଚିଲେ ଡାକ୍‌ତରି ଦଲ

ଲଡୁଗାଁ,୨୬।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)। ବାପର ମୁର୍‌ତୁ ଉତାରୁ ନିଜର ପାଠ୍‌ପଢ଼ା ବଁଦ୍‌ କରି ଅଜନା ରୋଗ୍‌ରେ ପୀଡ଼ିତ ମା’ ପଦ୍ମା ଆର ଦୁଇ ବହେନ୍‌  ସୁନୀତା(୧୧) ଆର ରିନା(୬)କଁର ସାହାରା ପାଲଟିଛନ୍‌। 

ଗର୍ଜନପାଟ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ଗର୍ଜନପାଟ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ଭେଡ଼େନ,୨୬।୧ (ଡ଼ି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ କୁବେଡ଼େଗା ପଁଚେତ୍‌ର ଖଗସିପାଲି ଗାଁରେ ଗର୍ଜନପାଟ କଲ୍ୟାଣ ମଣ୍ଡପ ଶୁକୁରବାର ଉଦ୍‌ଘାଟିତ ହେଇଯାଇଛେ। କେନ୍ଦ୍ର ଅର୍ଥ କମିଶନକଁର ୧୨ ଲାଖ୍‌ ଟଁକାରେ ତିଆର ହେଇଛେ ଗର୍ଜନପାଟ କଲ୍ୟାଣ ମଣ୍ଡପ। 

ଭତା ପାଏବାରୁ ବଁଚିତ ଶୁବେନ୍ଦ୍ର

ଭତା ପାଏବାରୁ ବଁଚିତ ଶୁବେନ୍ଦ୍ର

ବଲାଙ୍ଗୀର ଅଫିସ/ଲୋଇସିଂହା,୨୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିରବାଚନ ମଂଡ଼ଲିର ପୁଇଁତଳା ବ୍ଲକ ସଉନ୍ତପୁର ଗଁାର ଶୁବେନ୍ଦ୍ର ସାହୁ(୪୪)। ୮ ବଛର ହେଲା ତାକରନେ ୭୦ ପରତିଶତ ଭିନ୍ନକ୍ଷମ ପରମାନପତର ରହିଛେ। 

ଭୋଟର ସଚେତନତା ଉପରେ ଗୁରୁତ୍ୱ

ଭୋଟର ସଚେତନତା ଉପରେ ଗୁରୁତ୍ୱ

ଖପ୍ରାଖୋଲ,  ୨୫। ୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଭୋଟର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।  ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷୀରୋଦିନି ଭୋଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା, ସମ୍ମାନିତ ଅତିଥିଭାବେ  ଜିପିଇଓ ସୁଶାନ୍ତ କୁମାର ପାଣି, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ହୋତା ପ୍ରମୁଖ ଯୋଗଦେଇ ଜାତୀୟ ଭୋଟର ଦିବସ ଉପରେ ଆଲୋକପାତ କରିଥିଲେ ।

 ଶୁକଦେବ ସ୍ମାରକୀ କ୍ରିକେଟ: ଏଏଫସିସି ବଲାଙ୍ଗୀର ସେମିରେ

ଶୁକଦେବ ସ୍ମାରକୀ କ୍ରିକେଟ: ଏଏଫସିସି ବଲାଙ୍ଗୀର ସେମିରେ

ଅମରପାଲି/ରେଢ଼ାଖୋଲ, ୨୫।୧(ଡ଼ି. ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ  ରେଙ୍ଗାଲିଠାରେ ଚାଲିଥିବା ଶହୀଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଖେଳାଯାଇଥିବା ଅନ୍ତିମ ଲିଗ ମ୍ୟାଚରେ ଏଏଫସିସି ବଲାଙ୍ଗୀର  ରେଙ୍ଗାଲିକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।

ପ୍ରସବର ମାସକ ପରେ ନାବାଳିକାଙ୍କ ଅଭିଯୋଗ: ମୋତେ ବଳାତ୍କାର କରାଯାଇଛି,  ଅଭିଯୁକ୍ତ ଗିରଫ

ପ୍ରସବର ମାସକ ପରେ ନାବାଳିକାଙ୍କ ଅଭିଯୋଗ: ମୋତେ ବଳାତ୍କାର କରାଯାଇଛି, ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା, ୨୫।୧(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ପୁତ୍ର ସନ୍ତାନ ଜନ୍ମଦେବାର ମାସକ ପରେ ଗୁରୁବାର ଜଣେ ଯୁବକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି| 

ଅଭାବି ବିକ୍‌ରିର ଶିକାର ପାତଲ୍‌ଘଁଟା ଚାଷୀ

ଅଭାବି ବିକ୍‌ରିର ଶିକାର ପାତଲ୍‌ଘଁଟା ଚାଷୀ

ଲୋଇସିଂହା,୨୫।୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପାତଲ୍‌ଘଁଟା ଚାଷୀ ଏହେଦେ ଅଭାବି ବିକ୍‌ରିର ଶିକାର ହେଉଛନ୍‌। 

ମାଛ୍‌ ଚାଷ୍‌ରେ ବାଇ ପଁଚେତ୍‌ ପରଶାସନ: ଅରାଅଏଁଛା ହେଇ ପଡ଼ିଛେ ଅଇତିହାସିକ୍‌ ରଜାକଟା

ମାଛ୍‌ ଚାଷ୍‌ରେ ବାଇ ପଁଚେତ୍‌ ପରଶାସନ: ଅରାଅଏଁଛା ହେଇ ପଡ଼ିଛେ ଅଇତିହାସିକ୍‌ ରଜାକଟା

ଲାଠୋର, ୨୫ା୧ (ଡି.ଏନ.ଏ):  ୧୯୨୮ ସାଲେ ପାଟଣା ରାଜ୍ୟର ଚୌହାନ ବଂଶୀୟ ରାଜା ପୃଥୀରାଜ ସିଂଦେଓ ଲାଠୋର ଗାଁରେ ଗୁଟେ ବଁଧ୍‌ କୁଡ଼େଇଥିଲେ। 

ମଝି ସମୁଦ୍ରରେ ଜାହାଜ ଜଳିଗଲା, ସମ୍ବଲପୁରର ଯୁବକ ନିଖୋଜ

ମଝି ସମୁଦ୍ରରେ ଜାହାଜ ଜଳିଗଲା, ସମ୍ବଲପୁରର ଯୁବକ ନିଖୋଜ

ସମ୍ବଲପୁର,୨୪। ୧(ବ୍ୟୁରୋ)-କ୍ରମିଆ ଉପଦ୍ୱୀପ ଓ ଋଷିଆ ମଧ୍ୟରେ ସଂଯୋଗ କରୁଥିବା କର୍ଚ ଷ୍ଟେଟ ନିକଟରେ ସୋମବାର ୨ ଜାହାଜ ମଧ୍ୟରେ ଦୁର୍ଘଟଣା ଘଟି ଜଳି ଯାଇଛି। ଇନ୍ଧନ ଅଦଳ ବଦଳ କରୁଥିବା ବେଳେ ତାଞ୍ଜାନିଆ କାଣ୍ଡି ଓ ମାଇର୍ଷ୍ଟ୍ରୋ ଜହାଜ ଜଳି ଯାଇଛି।

ଟିକ୍ରାପଡା କପ ଫୁଟବଲ : ବଲାଙ୍ଗୀର ଫାଇନାଲରେ

ଟିକ୍ରାପଡା କପ ଫୁଟବଲ : ବଲାଙ୍ଗୀର ଫାଇନାଲରେ

ଟିକ୍ରାପଡା, ୨୪ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଟିକ୍ରାପଡା ହାଇସ୍କୁଲ ପଡିଆରେ କଳା ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ପ୍ରଥମ ତ୍ରିଦିବସୀୟ ଟିକ୍ରାପଡା କପ ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ପରିଷଦ ସଭାପତି ଅକ୍ଷୟ ରଣାଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ କରୁଣାସିନ୍ଧୁ ପସାୟତଙ୍କ ସଂଯୋଜନାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। 

ଖପ୍ରାଖୋଲ ଅଞ୍ଚଳରେ ମାଓବାଦୀ ବ୍ୟାନର, ପୋଷ୍ଟର

ଖପ୍ରାଖୋଲ ଅଞ୍ଚଳରେ ମାଓବାଦୀ ବ୍ୟାନର, ପୋଷ୍ଟର

ଖପ୍ରାଖୋଲ,  ୨୪ା୧(ଡି.ଏନ.ଏ.): ଦୀର୍ଘଦିନର ନୀରବତା ପରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମାଓବାଦୀମାନେ ପୁଣି ଥରେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି।  ତେଲେନପାଲି -କର୍ଲାମାଲ ରାସ୍ତାର ୨ଟି ପୋଲରେ ଗୁରୁବାର ସେମାନେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ପୋଲିସ୍‌ ପାଇଁ କଡା ଚ୍ୟାଲେଞ୍ଜ  ସୃଷ୍ଟି କରିଛନ୍ତି।  ଲାଲ ବ୍ୟାନରରେ ହିନ୍ଦୀ ଭାଷାରେ ଜନତା ସେ ମାଓବାଦୀ କା ଅପିଲ  ଲେଖା ଯାଇଛି। 

ଖପ୍ରାଖୋଲ ଅଞ୍ଚଳରେ ମାଓବାଦୀ ବ୍ୟାନର, ପୋଷ୍ଟର

ଖପ୍ରାଖୋଲ,  ୨୪ା୧(ଡି.ଏନ.ଏ.): ଦୀର୍ଘଦିନର ନୀରବତା ପରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମାଓବାଦୀମାନେ ପୁଣି ଥରେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି।  ତେଲେନପାଲି -କର୍ଲାମାଲ ରାସ୍ତାର ୨ଟି ପୋଲରେ ଗୁରୁବାର ସେମାନେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ପୋଲିସ୍‌ ପାଇଁ କଡା ଚ୍ୟାଲେଞ୍ଜ  ସୃଷ୍ଟି କରିଛନ୍ତି।  ଲାଲ ବ୍ୟାନରରେ ହିନ୍ଦୀ ଭାଷାରେ ଜନତା ସେ ମାଓବାଦୀ କା ଅପିଲ  ଲେଖା ଯାଇଛି।