ସମ୍ବଲପୁର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ସମ୍ବଲପୁର,୨୧।୯(ବ୍ୟୁରୋ)-ସମ୍ବଲପୁର-ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ହେଉଛି। ରାସ୍ତା ନିର୍ମାଣ କରୁଛି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର। ଏହି ସଂସ୍ଥା କିନ୍ତୁ ବିବାଦର ଜାଲରେ ଏମିତି ଗୁଡେଇ ହୋଇ ରହିଛି ଯେ, ସେଥିରୁ ମୁକୁଳି ପାରୁନି। 

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ସେରଗଡ଼,୨୧।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଘୋଡ଼ାବନ୍ଧ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କେସିଙ୍ଗା,୨୧।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏ ନେଇ ସ୍ଥାନୀୟ ବିଡିଓଙ୍କ ନିକଟରେ କେସିଙ୍ଗା ଯୁବ ଗୋଷ୍ଠୀମାନେ ଅଭିଯୋଗ କରିଥିଲେ ।

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା। 

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟାଭାବ: ଚଟାଣରେ ଗଡ଼ୁଛନ୍ତି ରୋଗୀ

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟାଭାବ: ଚଟାଣରେ ଗଡ଼ୁଛନ୍ତି ରୋଗୀ

ବରଗଡ଼ ଅଫିସ୍‌,୨୧।୯: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଏଠାରେ କେବଳ ଡାକ୍ତର କିମ୍ବା ଅତ୍ୟାଧୁନିକ ଚିକିତ୍ସା ଉପକରଣର ଅଭାବ ରହିଛି, ତାହା ନୁହେଁ । 

ଜର୍ଜଙ୍କୁ ସ୍ବାଗତ ଜଣାଇଲେ କଂଗ୍ରେସ କର୍ମୀ

ଜର୍ଜଙ୍କୁ ସ୍ବାଗତ ଜଣାଇଲେ କଂଗ୍ରେସ କର୍ମୀ

ନୂଆଗାଁ,୨୧।୯(ଡି.ଏନ.ଏ): ଦୀର୍ଘ ଦିନର ରାଜନୈତିକ ଭାର ଏକାକୀ ସମ୍ଭାଳି ତଥା ଅନ୍ୟ ଦିନ ପରିବର୍ତ୍ତନ କରି ଅନ୍ତିମରେ ବୀରମୀତ୍ରପୁର ବିଧାୟକ ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସ ଦଳରେ ଯୋଗଦେଲା ପରେ ରାଞ୍ଚତ୍ ବିମାନ ବନ୍ଦରଠାରେ ଜର୍ଜଙ୍କୁ ଓଡିଶାର କଂଗ୍ରେସ କର୍ମୀମାନେ ସ୍ବାଗତ ଜଣାଇଛନ୍ତି ।

ପାମରା ଗାଁରେ ବାଲ୍ମିକୀ ରାମାୟଣ ପଠନ

ପାମରା ଗାଁରେ ବାଲ୍ମିକୀ ରାମାୟଣ ପଠନ

ବଡଗାଁ,୨୧।୯(ଡି.ଏନ.ଏ): ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ପାମରା(ଜୁନାପଡା) ଗ୍ରାମରେ ୧୫ ତାରିଖଠାରୁ ନବମତମ ବାର୍ଷିକ ଇନ୍ଦ୍ର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୧୧ ଦିନ ଧରି ଚାଲିବ ।

ଲଘୁଚାପ ମୁକାବିଲା ପାଇଁ ଏନଡିଆରଏଫ ସଜାଗ

ଲଘୁଚାପ ମୁକାବିଲା ପାଇଁ ଏନଡିଆରଏଫ ସଜାଗ

କେସିଙ୍ଗା,୨୧।୯(ଡି.ଏନ.ଏ.): ସମଗ୍ର କେସିଙ୍ଗା ବ୍ଲକରେ ଗୁରୁବାରଠାରୁ ବର୍ଷା ହେଉଛି ।

ହାଇୱାରେ ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ରାସ୍ତା

ହାଇୱାରେ ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ରାସ୍ତା

ବଡଗାଁ,୨୧।୯(ଡି.ଏନ.ଏ.): ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର କୁରେଇବଗା ଗ୍ରାମରୁ ଭୋଇପାଲିଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା କାମ ୬ମାସ ପୂର୍ବେ ଶେଷ ହୋଇଛି । 

ବିଜେଡିର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ବିଜେଡିର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ସୁୁନ୍ଦରଗଡ,୨୧।୯(ଡି.ଏନ୍‌.ଏ.) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୪ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲାରେ ହେବାକୁ ଥିବା ମହିଳା ସମାବେଶ ପାଇଁ ସୁନ୍ଦରଗଡ ଜିଲା ମହିଳା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ରାଜବାଟୀଠାରେ ଅନୁଷ୍ଠିତ ହୋଇଯାଇଛି ।

ଜାଲ ନୋଟର ପର୍ଦ୍ଦାଫାସ କଲା ପୋଲିସ: ୨ଗିରଫ

ଜାଲ ନୋଟର ପର୍ଦ୍ଦାଫାସ କଲା ପୋଲିସ: ୨ଗିରଫ

ଧର୍ମଗଡ,୨୧। ୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ପୋଲିସ ଦ୍ୱାରା ଶୁକ୍ରବାର ଏକ ଜାଲ ନୋଟ ରାକେଟକୁ ଠାବ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି ।

ବାଲ୍ୟ ବିବାହ ନିରୋଧ କର୍ମଶାଳା

ବାଲ୍ୟ ବିବାହ ନିରୋଧ କର୍ମଶାଳା

ବୀରମହାରାଜପୁର,୨୧।୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା କଲେଜରେ ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶିକ୍ଷଣ ଶିବିର

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶିକ୍ଷଣ ଶିବିର

ପଦ୍ମପୁର,୨୧।୯(ଡି.ଏନ.ଏ.): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଗତ ସେପ୍ଟେମ୍ବର ୧ତାରିଖରୁ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମୋଦିଙ୍କ ଗସ୍ତ ପାଇଁ କାର୍କେଡ ରିହରସଲ

ମୋଦିଙ୍କ ଗସ୍ତ ପାଇଁ କାର୍କେଡ ରିହରସଲ

ଝାରସୁଗୁଡ଼ା ଅଫିସ,୨୧।୯: ଝାରସୁଗୁଡ଼ା ବିମାନବନ୍ଦରର ଉଦଘାଟନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏକ ପ୍ରକାର ଚୁଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି।

ମୃତ ଓମ୍‌ଫେଡ ଏଜେଣ୍ଟଙ୍କ ପରିବାରକୁ ବୀମା ସହାୟତା

ମୃତ ଓମ୍‌ଫେଡ ଏଜେଣ୍ଟଙ୍କ ପରିବାରକୁ ବୀମା ସହାୟତା

ଲାଞ୍ଜିଗଡ,୨୧।୯(ଡି.ଏନ୍‌.ଏ.): ଓମ୍‌ଫେଡ ପକ୍ଷରୁ ଜଣେ ମୃତ ଏଜେଣ୍ଟଙ୍କ ପରିବାର ବର୍ଗଙ୍କୁ ମିଳିଛି ବୀମା ସହାୟତା ।

୩ବର୍ଷ ପରେ ବି ଅଧା ରହିଛି ବ୍ରିଜ୍‌ କାମ

୩ବର୍ଷ ପରେ ବି ଅଧା ରହିଛି ବ୍ରିଜ୍‌ କାମ

ପଲମ,୨୧।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ପଲମ ଫାଣ୍ଡି ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତସ୍ଥିତ ସାହାଜପାଟି ଗ୍ରାମର ମଙ୍ଗଳାଯୋରଠାରେ ଗତ ୨୦୧୬ରେ କେସିଙ୍ଗା ଆରଡି ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ବ୍ରିଜ ନର୍ମାଣ କାର୍ଯ୍ୟ ହୋଇଥିଲା ।

ସାର ବୋଝେଇ ଟ୍ରକ ଧକ୍କାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

ସାର ବୋଝେଇ ଟ୍ରକ ଧକ୍କାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

ପଲମ,୨୧।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ଥ ମୁସ୍କୁଟି ପଞ୍ଚାୟତସ୍ଥିତ ଚାରିଛକରେ ଥିବା ବିଦ୍ୟୁତ୍‌ ଖୁଣ୍ଟ  ଗୁରୁବାର ଅପରାହ୍ନରେ ଏକ ସାର ବୋଝେଇ ଟ୍ରକ ଧକ୍କାରେ ଭାଙ୍ଗିଯାଇଛି । 

ଆକାଶ ହିରୋରେ ଗ୍ଲେମର ସେଲିବ୍ରେସନ୍‌

ଆକାଶ ହିରୋରେ ଗ୍ଲେମର ସେଲିବ୍ରେସନ୍‌

ବରଗଡ଼,୨୧।୯: ବିଶ୍ୱର ସର୍ବାଧିକ ମୋଟରସାଇକେଲ୍‌ ନିର୍ମାତା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ବରଗଡ଼ ସ୍ଥିତ ଆକାଶ ମୋଟର୍ସ ସୋରୁମ୍‌ରେ ଶୁକ୍ରବାର ଗ୍ଲେମର୍‌ ଉତ୍ସବ ପାଳିତ ହୋଇଯାଇଛି। 

ଭାଲୁ ଅକ୍ରମଣରେ ଚାଷୀ ଗୁରୁତର

ଭାଲୁ ଅକ୍ରମଣରେ ଚାଷୀ ଗୁରୁତର

ରେଢାଖୋଲ,୨୧(ଡି.ଏନ.ଏ.): ରେଢାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅନ୍ତର୍ଗତ କଣ୍ଢଳ ଗ୍ରାମର ସୁରୁ ଦେହୁରୀ(୨୫)ନାମକ ଜଣେ ଯୁବକ ଶୁକ୍ରବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। 

ଅତାବିରା ଅଞ୍ଚଳରେ ନିୟନ୍ତ୍ରଣ ବାହାରେ ସଟ୍ଟା ଖେଳ

ଅତାବିରା ଅଞ୍ଚଳରେ ନିୟନ୍ତ୍ରଣ ବାହାରେ ସଟ୍ଟା ଖେଳ

ଜାମଟିକ୍ରା,୨୧।୯(ଡି.ଏନ.ଏ): ବରଗଡ ଜିଲା ଅତାବିରା ଅଞ୍ଚଳରେ ସଟ୍ଟା ଖେଳର ପ୍ରଭାବ ଦିନକୁ ଦିନ ବିସ୍ତାର ହେବାରେ ଲାଗିଛି । ଏଥିଯୋଗୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । 

ବାଗବର ୟୁପି ସ୍କୁଲରେ ପିଲାଏ ଗଠନ କଲେ ନୂତନ ମନ୍ତ୍ରୀମଣ୍ଡଳ

ବାଗବର ୟୁପି ସ୍କୁଲରେ ପିଲାଏ ଗଠନ କଲେ ନୂତନ ମନ୍ତ୍ରୀମଣ୍ଡଳ

ବୀରମହାରାଜପୁର,୨୧।୯(ଡି.ଏନ.ଏ): ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମତେ ବୀରମହାରାଜପୁର ବ୍ଲକର ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାୟା ମନ୍ତ୍ରୀମଣ୍ଡଳ(ସ୍କୁଲ କ୍ୟାବିନେଟ) ଗଠିତ ହୋଇଛି । 

ସୁରକ୍ଷା ବ୍ୟବସ୍ଥା ଢ଼ିଲା: କୋର୍ଟ କ୍ୟାମ୍ପ୍ସରୁ ଚୋରି

ସୁରକ୍ଷା ବ୍ୟବସ୍ଥା ଢ଼ିଲା: କୋର୍ଟ କ୍ୟାମ୍ପ୍ସରୁ ଚୋରି

ବୀରମହାରାଜପୁର,୨୧।୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍‌ଙ୍କ କୋର୍ଟ କ୍ୟାମ୍ପ୍ସ ମଧ୍ୟରୁ ଚୋରି ହୋଇଛି । 

ସନ୍ଧ୍ୟା ଆଳତିରେ ସାମିଲ ହେଲେ ବୈଜୟନ୍ତ

ସନ୍ଧ୍ୟା ଆଳତିରେ ସାମିଲ ହେଲେ ବୈଜୟନ୍ତ

ଦେବଗଡ଼,୨୧।୯(ସ୍ବ.ପ୍ର.): ପ୍ରସିଦ୍ଧ  ଦେବଗଡ଼ ଗଣେଶ ପୂଜା ଉସତ୍ବର ଗୁରୁବାର ଥିଲା ଅଷ୍ଟମ ଦିନ। ପୂର୍ବତନ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଏହି ଉତ୍ସବରେ ଉପସ୍ଥିତ ରହି ସନ୍ଧ୍ୟା ଆଳତୀ କରିଥିଲେ । 

ଅଜଣା ରୋଗରେ ଧାନ ଫସଲ ନଷ୍ଟ

ଅଜଣା ରୋଗରେ ଧାନ ଫସଲ ନଷ୍ଟ

ଜମନକିରା,୨୧।୯ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଲ ପଞ୍ଚାୟତ ଧାନ କ୍ଷେତରେ ଅଜଣା ରୋଗ ବ୍ୟାପିଛି। ଧାନ କେଣ୍ଡାଗୁଡ଼ିକ କଳା ଓ ପତ୍ରଗୁଡ଼ିକ ହଳଦିଆ ଦେଖାଯାଉଛି।