ବ୍ରହ୍ମପୁର

୩୦ଟଙ୍କାରେ ଦେଶଭକ୍ତିର ଧୁନ୍‌

୩୦ଟଙ୍କାରେ ଦେଶଭକ୍ତିର ଧୁନ୍‌

ବ୍ରହ୍ମପୁର ଅଫିସ୍‌,୧୪ା୮ପୋଲିସ । ଏହି ଶବ୍ଦଟି ଶୁଣିବା କ୍ଷଣି ଆମ ଆଖି ସାମ୍ନାକୁ ପୋଲିସ ବାବୁଙ୍କ ଏକ ଚିତ୍ର ଆସିଯାଏ । ଦେହରେ ଖାକି ବର୍ଦ୍ଦି । ହାତରେ ବାଡ଼ି କିମ୍ବା ବନ୍ଧୁକ । ଚାଲିଚଳନ ଶୃଙ୍ଖଳିତ ।

ଆରମ୍ଭ ହେବ ଦକ୍ଷତା ବିକାଶ ପାଠ୍ୟକ୍ରମ

ଆରମ୍ଭ ହେବ ଦକ୍ଷତା ବିକାଶ ପାଠ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୪ା୮ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ନେଇ ଦକ୍ଷତା ବିକାଶ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ା 
ଏନେଇ ସୋମବାର ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ସହ ଏମ୍‌ଓୟୁ  ସ୍ବାକ୍ଷରିତ ହୋଇଛି ା 

ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ବ୍ରହ୍ମପୁର ଜେଲ

ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ବ୍ରହ୍ମପୁର ଜେଲ

ଛତ୍ରପୁର,୧୪ା୮(ଡି.ଏନ.ଏ.)ଞ୍ଜାମ ଜିଲା ସମେତ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ରହିଛି ସର୍କଲ ଜେଲ ା ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ମୂକସାକ୍ଷୀ ହେଉଛି ଏହି ଜେଲ ା 

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ୫ ଯୁବତୀ ଉଦ୍ଧାର

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ୫ ଯୁବତୀ ଉଦ୍ଧାର

କ.ନୂଆଗଁା,୧୪ା୮(ଡି.ଏନ୍‌.ଏ.)କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ୬ଜଣ ଯୁବତୀଙ୍କୁ ନେଇ ଭୁବନେଶ୍ୱରର ଏକ ଚିଙ୍ଗୁଡି ଫ୍ର଼୍ୟାକ୍ଟ୍ରିରେ କାମ କରାଉଥିବା ଜଣେ ଦଲାଲ ଓ ଜଣେ ସୁପରଭାଇଜରଙ୍କୁ କ.ନୂଆଗଁା

ଭାଜପା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜାଭଡେକର

ଭାଜପା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜାଭଡେକର

ବ୍ରହ୍ମପୁର ଅଫିସ୍‌,୧୪ା୮: ଭାଜପାର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ମିସ୍‌କଲ୍‌ ମାଧ୍ୟମରେ ପ୍ରାୟ ୨୧କୋଟି ନୂତନ ସଦସ୍ୟ ଭାଜପାରେ ସାମିଲ୍‌ ହୋଇଛନ୍ତି । 

ସନ୍ଦିଗ୍ଧ କାର ସହ ୩ ଅଟକ

ସନ୍ଦିଗ୍ଧ କାର ସହ ୩ ଅଟକ

ଦାରିଙ୍ଗବାଡ଼ି,୧୪।୮(ଡି.ଏନ.ଏ.)ସ୍ବାଧୀନତା ଦିବସ ପାଳନ ଲାଗି ଦାରିଙ୍ଗବାଡ଼ି ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ା

ମା’ ବାପାଙ୍କୁ ମାଡ଼ ମାମଲା ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ମା’ ବାପାଙ୍କୁ ମାଡ଼ ମାମଲା ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ବ୍ରହ୍ମପୁର ଅଫିସ, ୧୪ା୮ସ୍ଥାନୀୟ ଜେଏମ୍‌ଏଫସି କୋର୍ଟରେ ଏକ ମାମଲାର ବିଚାର କରାଯାଇ ଅଭିଯୁକ୍ତ ପୁଅଙ୍କୁ ୧ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦିଆଯାଇଥିବା 

୧୦୦ ବସ୍ତା ପିଡିଏସ୍‌ ଚାଉଳ ଜବତ

୧୦୦ ବସ୍ତା ପିଡିଏସ୍‌ ଚାଉଳ ଜବତ

ଦାରିଙ୍ଗବାଡ଼ି,୧୪।୮(ଡି.ଏନ.ଏ)
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ସୋମବାର ଚୋରା ଚାଲାଣ ହେଉଥିବା ୧୦୦ ବସ୍ତା ସାଧାରଣ ବଣ୍ଟନ (ପିଡିଏସ୍‌) ଚାଉଳ ଜବତ କରିଛି। 

ଲଗାଣ ବର୍ଷା, ଗଛପଡ଼ି ଜାତୀୟ ରାଜପଥ ଅବରୋଧ

ଲଗାଣ ବର୍ଷା, ଗଛପଡ଼ି ଜାତୀୟ ରାଜପଥ ଅବରୋଧ

ହିଞ୍ଜିଳିକାଟୁ,୧୪ା୮(ଡି.ଏନ.ଏ.)
ହିଞ୍ଜିଳିକାଟୁ ନିକଟ ଶ୍ୟାମଳାଇ ମନ୍ଦିର ନିକଟରେ ସୋମବାର ରାତିରେ ଏକ ବିରାଟ ବରଗଛ ଜାତୀୟ ରାଜପଥ ନଂ-୫୯ ଉପରେ ପଡ଼ି ରାସ୍ତା ଅବରୋଧ ହୋଇଛି। 

ବୁଗୁଡ଼ା ଏନଏସି କାଉନସିଲ ବୈଠକ

ବୁଗୁଡ଼ା ଏନଏସି କାଉନସିଲ ବୈଠକ

ବୁଗୁଡ଼ା,୧୩।୮(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି କାଉନସିଲ ବୈଠକ ସୋମବାର ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନଏସି ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

କେନାଲରେ ଭାସି ନାବାଳିକା ମୃତ

କେନାଲରେ ଭାସି ନାବାଳିକା ମୃତ

ଧରାକୋଟ,୧୩।୮(ଡି.ଏନ.ଏ.)- ଧରାକୋଟ ବ୍ଲକ ଝରପାରି ପଞ୍ଚାୟତର କେଶପୁର ଶାସନ ଗ୍ରାମର ସୋମବାର କେନାଲରେ ଭାସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ଡାକୁଆଙ୍କ ଝିଅ ତୁଳସୀ (୬)।

ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚାରାରୋପଣ

ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚାରାରୋପଣ

ଖଲ୍ଲିକୋଟ,୧୩।୮(ଡି.ଏନ୍‌.ଏ.)- ଖଲ୍ଲିକୋଟ ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅନୁଦାନରେ ତିମିରିଆ ଗ୍ରାମସ୍ଥିତ ବାହୁତିବନ୍ଧ ଏବଂ ହଜ୍‌ଘାଇଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀ ଇପ୍‌ସିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ତହସିଲଦାର ସରୋଜ କୁମାର ବେହେରା ଚାରାରୋପଣ କରି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ସରପଞ୍ଚ ମନୋଜ ଗୌଡ଼, ମୃତ୍ତିକା ବିଭାଗର କର୍ମକର୍ତ୍ତା ହରପ୍ରସାଦ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାମୋଦର ବେହେରା, କନିଷ୍ଠ ଯନ୍ତ୍ରୀ ଦୀଲିପ କୁମାର ପାତ୍ର, ଜଳ ବିଭାଜିକା ସଭାପତି ଗୁରୁଦେବ ଜାନି ପ୍ରମୁଖ ଉପସ୍ଥିତ ରହି ବହୁ ନଡ଼ିଆ ଚାରା ରୋପଣ କରିଥିଲେ।

ଶ୍ରବଣବାଧିତ ଛାତ୍ରୀଛାତ୍ରଙ୍କୁ ଯନ୍ତ୍ର ବଣ୍ଟନ

ଶ୍ରବଣବାଧିତ ଛାତ୍ରୀଛାତ୍ରଙ୍କୁ ଯନ୍ତ୍ର ବଣ୍ଟନ

ଛତ୍ରପୁର,୧୩।୮(ଡି.ଏନ.ଏ)-ଗଞ୍ଜାମ ଜିଲା ସର୍ବଶିକ୍ଷା ଅଭିଯାନର ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଶ୍ରବଣବାଧିତ ଛାତ୍ରୀଛାତ୍ରମାନଙ୍କ ଶ୍ରବଣ ପରୀକ୍ଷା କରାଯିବା ସହ ଯନ୍ତ୍ର ବଣ୍ଟନ କରାଯାଇଛି।

ମହାମାରୀ ରୂପ ନେଉଛି କିଡ୍‌ନୀ ରୋଗ

ମହାମାରୀ ରୂପ ନେଉଛି କିଡ୍‌ନୀ ରୋଗ

ବ୍ରହ୍ମପୁର ଅଫିସ,୧୩।୮: ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ଭାରତୀୟ ବିରଳ ମୂର୍ତ୍ତିକା ଲିମିଟେଡ଼ର ମୋନାଜାଇଟ ପ୍ରକ୍ରିୟାକରଣ ଯୋଗୁ ଉକ୍ତ ଅଞ୍ଚଳର ବଡ଼ପୁଟି, ପି.ଲକ୍ଷ୍ମୀପୁର, ବାଗିନିପେଟା ଗ୍ରାମର ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

ଭାଜପାର ସାଙ୍ଗଠନିକ ସମୀକ୍ଷା ଆରମ୍ଭ: ଯୋଗଦେଲେ ପ୍ରକାଶ ଜାଭଡେକର

ଭାଜପାର ସାଙ୍ଗଠନିକ ସମୀକ୍ଷା ଆରମ୍ଭ: ଯୋଗଦେଲେ ପ୍ରକାଶ ଜାଭଡେକର

ବ୍ରହ୍ମପୁର ଅଫିସ,୧୩।୮: ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପାର ସାଙ୍ଗଠନିକ ସମୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ଏହି ସମୀକ୍ଷା ବୈଠକ ଚାଲିଛି। 

ବ୍ରହ୍ମପୁର ସହରରେ ପୋଲିସ ଛାଉଣୀ

ବ୍ରହ୍ମପୁର ସହରରେ ପୋଲିସ ଛାଉଣୀ

ବ୍ରହ୍ମପୁର ଅଫିସ,୧୩।୮: କିଛିଦିନ ହେବ ବ୍ରହ୍ମପୁର ସହରରେ ଲୁଟ୍‌ ତଥା ଡକାୟତି ଘଟଣା ବୃଦ୍ଧି ପାଇଛି। ଶୁକ୍ରବାର ଗୋଶାଣିନୂଆଗାଁଠାରେ ଥିବା ଏକ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ନେଇ ଆସୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। 

ବ୍ରହ୍ମପୁରରେ ପ୍ରକାଶ ଜାଭଡେକର

ବ୍ରହ୍ମପୁରରେ ପ୍ରକାଶ ଜାଭଡେକର

ବ୍ରହ୍ମପୁର ଅଫିସ୍‌,୧୩ା୮ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ରବିବାର ରାତି ପ୍ରାୟ ୯ଟାରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ତାଙ୍କ ଲାଞ୍ଜିପଲ୍ଲୀ ବାଇପାସ୍‌ ପାଖରେ ଭାଜପା ଜିଲା ସଭାପତି କାହ୍ନୁଚରଣ ପତି ଏବଂ ରାଜ୍ୟ ସମ୍ପାଦକ ବିଭୂତି ଜେନାଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ଗ୍ରାମୀଣ ଡାକ ସେବକ ସଂଘ ବୈଠକ

ଗ୍ରାମୀଣ ଡାକ ସେବକ ସଂଘ ବୈଠକ

ଭଞ୍ଜନଗର,୧୩।୮(ଡି.ଏନ.ଏ.) କେନ୍ଦ୍ର ସରକାରୀ କର୍ମଚାରୀ ସଂଘ (କନଫେଡେରେଶନ) ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ସଂସଦ ସମ୍ମୁଖରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିରେ ଡାକ ବିଭାଗର ଦୁଇଟି ଦାବି ରହିଥିବାରୁ ଗ୍ରାମୀଣ ଡାକ ସେବକ କର୍ମଚାରୀ ସଂଘ ମଧ୍ୟ ବିକ୍ଷୋଭରେ ସାମିଲ ହେବ।

ପୋଲିସ ପରିଚୟରେ  ଲୁଟିନେଲେ ୧୫ ତୋଳା ସୁନା

ପୋଲିସ ପରିଚୟରେ ଲୁଟିନେଲେ ୧୫ ତୋଳା ସୁନା

ବ୍ରହ୍ମପୁର ଅଫିସ, ୧୩।୮ ସହରରେ ବର୍ତ୍ତମାନ ଲୁଟ୍‌ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଗତ ଶୁକ୍ରବାର ସ୍ଥାନୀୟ ଗୋଷାଣୀନୂଆଗଁା ଥାନା ନିକଟ ବିଜିପୁର ଛକରେ ଥିବା ଏକ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ନେଇ ଆସୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୁତ୍ତ ଟଙ୍କା ବ୍ୟାଗ ଝାମ୍ପିନେଇ ଯାଇଥିଲେ ।

ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ

ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ

ଦାରିଙ୍ଗବାଡ଼ି,୧୩।୮(ଡି.ଏନ.ଏ) ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ଏକ ବୈଠକ ବିଜୁ ପାଠାଗାରଠାରେ ନବକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକକୁ ଆବାହକ ବରିଷ୍ଠ ଶିକ୍ଷାବିତ ମହାରଣାଙ୍କ ସମେତ ପି. ଅନନ୍ତ କୁମାର ବିଷୋୟୀ ପରିଚାଳନା କରିଥିଲେ । 

ନାବାଳିକା ଅପହରଣ ଅଭିଯୋଗ, ଯୁବକ ଗିରଫ

ନାବାଳିକା ଅପହରଣ ଅଭିଯୋଗ, ଯୁବକ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୩ା୮ ଜଣେ ନାବାଳିକାଙ୍କୁ ଅପହରଣ କରିବା ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଏଥିସହ ନାବାଳିକାଙ୍କୁ ଉଦ୍ଧାର କରିଛି । 

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘର ଚେତାବନୀ , ସେପ୍ଟେମ୍ବର ୧୮ରୁ ସମୂହ ଛୁଟି

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘର ଚେତାବନୀ , ସେପ୍ଟେମ୍ବର ୧୮ରୁ ସମୂହ ଛୁଟି

ବ୍ରହ୍ମପୁର ଅଫିସ୍‌,୧୩ା୮ ସେପ୍ଟେମ୍ବର ୧୮ତାରିଖରୁ ରାଜ୍ୟର ପ୍ରାୟ ୮ ହଜାର ୫ଶହ ଡିପ୍ଲୋମା ଇଞ୍ଜିନିୟର୍‌ ସମୂହ ଛୁଟିରେ ଯିବେ । ରବିବାର ସଂଘ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି । 

ଛତ୍ରପୁର ସହରରେ ଲାଗିବ ସିସି କ୍ୟାମେରା: ଆଇଆଇସି

ଛତ୍ରପୁର ସହରରେ ଲାଗିବ ସିସି କ୍ୟାମେରା: ଆଇଆଇସି

ଛତ୍ରପୁର,୧୨ା୮(ଡି.ଏନ.ଏ)-ଛତ୍ରପୁର ଥାନା ଆଇଆଇସି ଭାବେ ରବିବାର ପ୍ରିୟଶ ରଞ୍ଜନ ଛୋଟରାୟ ଦାୟିତ୍ୱ ଗ୍ରହଣ କରଛନ୍ତି। ଥାନା ସେକେଣ୍ଡ ଅଫିସର ମନସ୍ବିନୀ ମହାନ୍ତି ଏବଂ ଷ୍ଟାଫ୍‌ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଚାଲାଣ ବେଳେ ଗୋରୁ ଉଦ୍ଧାର: ଗାଡି ଜବତ, ୩ ଅଟକ

ଚାଲାଣ ବେଳେ ଗୋରୁ ଉଦ୍ଧାର: ଗାଡି ଜବତ, ୩ ଅଟକ

ଆସିକା,୧୨ା୮(ଡି.ଏନ୍‌.ଏ.): ଆସିକା ସହର ଉପକଣ୍ଠ ଚିନିଶିଳ୍ପ ନୂଆଗାଁ ମୁଖ୍ୟ ରାସ୍ତାରୁ ପୋଲିସ ରବିବାର ଭୋରରେ ବେଆଇନ ଭାବେ ଏକ ଟ୍ରକରେ ଚାଲାଣ ହେଉଥିବା ୧୯ ଗୋରୁ ଉଦ୍ଧାର କରିଛି ।