ଅନଗୁଳ-ଢେଙ୍କାନାଳ

ନାବାଳିକାଙ୍କୁ ବଳାତ୍କାର ମାମଲା  ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ନାବାଳିକାଙ୍କୁ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୨୨।୪-ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅଞ୍ଚଳର ନାବାଳିକା (୧୫ବର୍ଷ) ଅପହରଣ ଏବଂ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। 

ଅବକାରୀ ଚଢାଉ, ଜଣେ ଗିରଫ

ଅବକାରୀ ଚଢାଉ, ଜଣେ ଗିରଫ

 ବଇଣ୍ଡା,୨୨।୪(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ପକ୍ଷରୁ ସୋମବାର  ଆଠମଲ୍ଲିକ ଥାନା ସୋରିଷପଙ୍କ ଗ୍ରାମରେ ଚଢାଉ କରାଯାଇ ସିଦ୍ଧେଶ୍ୱର ପ୍ରଧାନଙ୍କ ଘରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି। 

ବିଦ୍ୟୁତ୍‌ ଆଘାତରେ ଏନ୍‌ଜେନ କର୍ମଚାରୀ ମୃତ

ବିଦ୍ୟୁତ୍‌ ଆଘାତରେ ଏନ୍‌ଜେନ କର୍ମଚାରୀ ମୃତ

ତାଳଚେର,୨୨।୪(ନି.ପ୍ର)- ତାଳଚେର ହାଟତୋଟା ମୁଖ୍ୟରାସ୍ତାରେ ଏଲଟି ଲାଇନ ମରାମତି କାମ କରୁଥିବାବେଳେ ବିଦ୍ୟୁତ୍‌ ଆଘାତରେ ସୋମବାର ଜଣେ ଏନ୍‌ଜେନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ଅବକାରୀ ଚଢାଉ:, ୧୫୦୦ ଲିଟର ଦେଶୀ ମଦ ଜବତ, ୨ଗିରଫ

ଅବକାରୀ ଚଢାଉ:, ୧୫୦୦ ଲିଟର ଦେଶୀ ମଦ ଜବତ, ୨ଗିରଫ

ଢେଙ୍କାନାଳ ଅଫିସ,୨୨।୪- ଢେଙ୍କାନାଳ  ସଦର ଥାନା  କାଇମାଟି ପଞ୍ଚାୟତ କନିଷ ଗ୍ରାମରେ  ସୋମବାର  ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫୦୦ ପକେଟ ପାଉଚ ମଦ, ୧୦୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। 

କାରଧକ୍କାରେ ଜଣଙ୍କ ଜୀବନ ଗଲା

କାରଧକ୍କାରେ ଜଣଙ୍କ ଜୀବନ ଗଲା

ଅନୁଗୋଳ ଅଫିସ,୨୨ା୪ : ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ କାର ଧକ୍କାରେ ଜଣଙ୍କର ଜୀବନ ଯାଇଛି। 

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

କାମାକ୍ଷାନଗର,୨୨।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା କ୍ୟାବିନ ଛାତରୁ ରବିବାର ବିଳମ୍ବିତ ରାତିରେ  ସିଲିଂ ଫ୍ୟାନ୍‌ଟି ଖସିପଡିଥିଲା। ଫଳରେ ସେହି କ୍ୟାବିନରେ ରହୁଥିବା ନବଜାତ ଶିଶୁକନ୍ୟା ସହ ତାଙ୍କ ମା’ ଓ ଜେଜେମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ବଅଁରପାଳ,୨୨ା୪(ଡି.ଏନ୍‌.ଏ) : ଅନୁଗୋଳ ଜିଲା ବଅଁରପାଳର ବିଭିନ୍ନ ସ୍ଥାନରେ ସୋମବାର   ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ଚାଲିଛି। ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। 

ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ଢେଙ୍କାନାଳ ଅଫିସ, ୨୨।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଶେଷ ହୋଇଛି ପ୍ରଚାର। ଅନ୍ତିମ ଦିବସରେ ପ୍ରମୁଖ ରାଜନୈତିକ ଦଳ ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। 

ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଅନୁଗୋଳ ଅଫିସ/ପାଲଲହଡ଼ା, ୨୨।୪: ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 

ଭାଜପାର ମାରାଥନ୍‌ ପ୍ରଚାର:ରୁଦ୍ର, ବିଭୂତିଙ୍କ ପାଇଁ ଭୋଟ ମାଗିଲେ ସିନେ ତାରକା

ଭାଜପାର ମାରାଥନ୍‌ ପ୍ରଚାର:ରୁଦ୍ର, ବିଭୂତିଙ୍କ ପାଇଁ ଭୋଟ ମାଗିଲେ ସିନେ ତାରକା

ପରଜଙ୍ଗ, ୨୧।୪(ଡି.ଏନ.ଏ.)-ନିର୍ବାଚନ ପ୍ରଚାର ଶେଷଦିନରେ ପରଜଙ୍ଗ ନିର୍ବାଚନମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ୍‌ ପ୍ରଚାର କରାଯାଇଛି। 

ବଜ୍ରପାତରେ ଯୁବକ ମୃତ

ବଜ୍ରପାତରେ ଯୁବକ ମୃତ

ଭୁବନ, ୨୧।୪(ଡି.ଏନ୍‌.ଏ.)-ଜିଲା ଭୁବନ ଥାନା ଭୂଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମର ବାବୁଲି ମାଝି (୩୫) ରବିବାର ସନ୍ଧ୍ୟାରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। 

ଜଳିଗଲା ଜଳଖିଆ ଦୋକାନ, ଗ୍ୟାରେଜ

ଜଳିଗଲା ଜଳଖିଆ ଦୋକାନ, ଗ୍ୟାରେଜ

ଭୁବନ, ୨୧।୪(ଡି.ଏନ୍‌.ଏ.)-ଭୁବନ ତହସିଲ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଶରତ ମିଶ୍ରଙ୍କ ଜଳଖିଆ ଦୋକାନ ଏବଂ ସରୋଜ ପତିଙ୍କ ଗ୍ୟାରେଜ ଜଳିଯାଇଛି। 

 ବଇଣ୍ଡା ଅଞ୍ଚଳରେ ବିଦ୍ୟୁତ୍‌ କାଟ, ଜନ ଅସନ୍ତୋଷ

ବଇଣ୍ଡା ଅଞ୍ଚଳରେ ବିଦ୍ୟୁତ୍‌ କାଟ, ଜନ ଅସନ୍ତୋଷ

ବଇଣ୍ଡା,୨୧।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା  ଅଞ୍ଚଳରେ ବିଦ୍ୟୁତ୍‌ କାଟ  ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି।  

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳ ଅଫିସ,୨୧।୪- ଢେଙ୍କାନାଳ ଜିଲାରେ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। 

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳା,୨୧ା୪(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳାରେ ରବିବାର ସକାଳେ ଭାଜପା ପକ୍ଷରୁ ରୋଡ ଶୋ କରାଯାଇଛି।

 ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲା ପୌରାଞ୍ଚଳରେ କଂଗ୍ରେସ ପକ୍ଷରୁ ରବିବାର ନିର୍ବାଚନୀ ପ୍ରଚାର ହୋଇଛି। ମା’ ବୁଢୀ ଠାକୁରାଣୀ ନିକଟରୁ କଂଗ୍ରେସ ପ୍ରାର୍ଥୀ ରୋ ଶୋ’ କରିଛନ୍ତି। 

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲାରେ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ହେବ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି।

ଦୁର୍ଗ ଭେଦିବାକୁ ଭାଜପାର କସରତ

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି।

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ ଦୁଇ ହେଭିଓ୍ବେଟ ଭାଜପାର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର, ୨୧ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଶନିବାର ଥିଲା ୨ୟ ସା। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ହିଙ୍ଗୁଳା କ୍ଷେତ୍ରର କାର୍ମିକ ଅଧିକାରୀ ବି. ବେହୁରିଆ ଯୋଗ ଦେଇଥିଲେ। 

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଭିନ୍ନ ମତଦାନ କେନ୍ଦ୍ରକୁ ରବିବାର ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।