ଅନଗୁଳ-ଢେଙ୍କାନାଳ

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ଅନୁଗୋଳ ଅଫିସ୍‌, ୧୮।୨: ଅନୁଗୋଳ ଥାନା ଶାବଳ ଭଙ୍ଗା ସଡକ ସାହିର ଅରୁଣ ପରିଡ଼ା(୩୦) ସୋମବାର ଭୋର ସମୟରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ଶିକ୍ଷା ବିଭାଗ ପାଖରେ ଖବର ନାହିଁ: ମାଟ୍ରିକ୍‌ ନିରୀକ୍ଷକ ତାଲିକାରେ ମୃତ ଶିକ୍ଷକଙ୍କ ନାଁ

ଶିକ୍ଷା ବିଭାଗ ପାଖରେ ଖବର ନାହିଁ: ମାଟ୍ରିକ୍‌ ନିରୀକ୍ଷକ ତାଲିକାରେ ମୃତ ଶିକ୍ଷକଙ୍କ ନାଁ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପରିଚାଳନାରେ ମୃତ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ଦେଖିବାକୁ ମିଳିଛି। 

ଆଜିଠୁ ଯୋରନ୍ଦା ମାଘମେଳା

ଆଜିଠୁ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୮।୨: ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ସୋମବାରଠାରୁ ଆରମ୍ଭ ହେଉଛି ମାଘମେଳା। ଏହାକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ  ରବିବାରଠାରୁ ଲାଗିଲାଣି ସାଧୁ, ସନ୍ନ୍ୟାସୀ, ଶ୍ରଦ୍ଧାଳୁଙ୍କ ଭିଡ଼। 

ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ ହେବ ଚାର୍ଜଶିଟ

ଅନୁଗୋଳ ଅଫିସ, ୧୮।୨: ଅନୁଗୋଳ ସହର ଉପକଣ୍ଠରେ ଜାନୁୟାରୀ ୨୦ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାକୁ ଆଉ ଦୁଇଦିନ ପରେ ମାସେ ପୂରିଯିବ। 

ମେଗା ଆଇନ ସଚେତନତା ଶିବିର: ଯୋଗ୍ୟଙ୍କୁ ମିଳୁ ସୁଫଳ

ଅନୁଗୋଳ ଅଫିସ, ୧୮।୨: ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ମଇଦାନ ଠାରେ ରବିବାର ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

୭୯.୫୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

୭୯.୫୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

କାମାକ୍ଷାନଗର, ୧୮।୨(ଡି.ଏନ.ଏ.) ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବିକାଶ   କାର୍ଯ୍ୟକ୍ରମରେ କାମାକ୍ଷାନଗର ସାମିଲ ହୋଇଛି। ଆଗାମୀ ଦିନରେ କାମାକ୍ଷାନଗରକୁ ଆଦର୍ଶ ସହର ଭାବେ ଗଢ଼ିତୋଳିବା ପାଇଁ ଚେଷ୍ଟା ଜାରିରହିଛି। ସହରକୁ ଅନେକ ରାସ୍ତାସହ ଯୋଡ଼ାଯାଇପାରିଛି। 

ଆନ୍ଦୋଳନ ଯୋଗୁ ହୋଇପାରୁନି କୋଇଲା ଯୋଗାଣ: ସଙ୍କଟରେ ଏନ୍‌ଟିପିସି

ଆନ୍ଦୋଳନ ଯୋଗୁ ହୋଇପାରୁନି କୋଇଲା ଯୋଗାଣ: ସଙ୍କଟରେ ଏନ୍‌ଟିପିସି

ତାଳଚେର,୧୮ା୨(ନି.ପ୍ର.)-  ଖଣି କ୍ଷତିଗ୍ରସ୍ତଙ୍କ ଘନ ଘନ ଆନ୍ଦୋଳନ ଯୋଗୁ ପ୍ରଭାବିତ ହୋଇଛି ଅନୁଗୋଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପ। ୩ ହଜାର ମେଗାଓ୍ବାଟ୍‌ ଉତ୍ପାଦନ ବିଶିଷ୍ଟ ଏହି ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଉପୁଜିଛି।

ସୁନାଗରିକ ହେବାକୁ ଆହ୍ବାନ

ସୁନାଗରିକ ହେବାକୁ ଆହ୍ବାନ

କାମାକ୍ଷାନଗର, ୧୭।୨(ଡି.ଏନ.ଏ.)-କାମାକ୍ଷାନଗର ଜନ୍ତାରିବୋଲସ୍ଥିତ ଆଦର୍ଶ ବିଦ୍ୟାଳୟର ୨ୟ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅଭିଭାବକ ପରିଚାଳନା କମିଟି ସଭାପତି ଧର୍ମାନନ୍ଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅଧ୍ୟକ୍ଷ ଟୁନା ପରିଡ଼ା ସ୍ବାଗତ ଭାଷଣ ଦେଇଥିଲେ। 

ଗଛରେ ପିଟିହେଲା ବାଇକ୍‌, ଚାଳକ ମୃତ

ଗଛରେ ପିଟିହେଲା ବାଇକ୍‌, ଚାଳକ ମୃତ

କାମାକ୍ଷାନଗର, ୧୭।୨(ଡି.ଏନ.ଏ.)-କଙ୍କଡ଼ାହାଡ଼ ଥାନା ତଣ୍ଡିମୁଣ୍ଡା ଛକରେ ରବିବାର ଅପରାହ୍ନରେ ଏକ ବାଇକ୍‌ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାଳିଆପାଣି ଟାଉନଶିପ୍‌ର ଛତିଶ ଚନ୍ଦ୍ର ମହାନ୍ତିଙ୍କ ପୁଅ ଭାଗୀରଥ (୨୪) ପ୍ରାଣ ହରାଇଛନ୍ତି। 

ସୋମବାରଠାରୁ ଯୋରନ୍ଦା ମାଘମେଳା: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ସୋମବାରଠାରୁ ଯୋରନ୍ଦା ମାଘମେଳା: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ଢେଙ୍କାନାଳ ଅଫିସ, ୧୭।୨-ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ସୋମବାରଠାରୁ ଆରମ୍ଭ ହେଉଛି ମାଘମେଳା। ଏହାକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ  ରବିବାରଠାରୁ ଲାଗିଲାଣି ସାଧୁ, ସନ୍ୟାସୀ, ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିର କମିଟି ପକ୍ଷରୁ ମେଳା ପାଇଁ ନୀତିନିର୍ଘଣ୍ଟ ସ୍ଥିରୀକୃତ ହୋଇଛି।

ବାଇକ୍‌କୁ ଧକ୍କା ଦେଲା କାର୍‌: ମା’, ପୁଅ-ବୋହୂ ଗୁରୁତର

ବାଇକ୍‌କୁ ଧକ୍କା ଦେଲା କାର୍‌: ମା’, ପୁଅ-ବୋହୂ ଗୁରୁତର

ପାଲଲହଡ଼ା,୧୭ା୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥର ଝିମିରିପାଲି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ବାଇକ୍‌କୁ କାର ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍‌ରେ ବସିଥିବା ମା’, ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଘର ସାମ୍ନାରୁ ପିକ୍‌ଅପ ଭ୍ୟାନ ଚୋରି

ବଇଣ୍ଡା,୧୭।୨(ଡି.ଏନ.ଏ.)-କିଶୋରନଗର ଥାନା ବାମୁର ଗ୍ରାମରୁ ଶନିବାର ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ(ନଂ.ଓଡ଼ି୧୯ଜି୨୮୯୪) ଚୋରି ହୋଇଯାଇଛି। 

ରାଜପଥ ପାର ହେଲେ ୪୦ ହାତୀ

ରାଜପଥ ପାର ହେଲେ ୪୦ ହାତୀ

ଢେଙ୍କାନାଳ ଅଫିସ,୧୭।୨- ଢେଙ୍କାନାଳ ଜିଲା ସଦର ରେଞ୍ଜ ୫୫ ନଂ. ଜାତୀୟ ରାଜପଥରେ ହାତୀଙ୍କ  ଉପସ୍ଥିତି  ଭୟ ଆତଙ୍କର ବାତାବରଣ ଖେଳାଇ ଦେଇଛି। ରବିବାର  ପୋଡ଼ାପଡ଼ାଠାରେ ୪୦ ହାତୀ ରାଜପଥ ପାର ହୋଇଥିଲେ। 

ବାରହା ଆକ୍ରମଣରେ ୩ ଗୁରୁତର

ବାରହା ଆକ୍ରମଣରେ ୩ ଗୁରୁତର

କାମାକ୍ଷାନଗର, ୧୭।୨(ଡି.ଏନ.ଏ): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ମକୁକାଟେଣୀ ପଞ୍ଚାୟତ ବାଘବସା ଗ୍ରାମରେ ବାରହା ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ରୋଗୀ ସଫାକଲେ ଡ୍ରେନ୍‌

ରୋଗୀ ସଫାକଲେ ଡ୍ରେନ୍‌

କାମାକ୍ଷାନଗର, ୧୭।୨(ଡି.ଏନ.ଏ.)- ଆବର୍ଜନା, ନର୍ଦ୍ଦମାରେ ଭର୍ତ୍ତି ହୋଇଥିବା ଡ୍ରେନ୍‌ ସଫେଇ କରିବା ଦାୟିତ୍ୱରୁ ମୁହଁ ଫେରାଇନେଲା ପ୍ରଶାସନ। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନିଆଗଲାନାହିଁ। 

ଅବହେଳିତ ଯାଉଁଳିପୋଖରୀ ମଠ

ଅବହେଳିତ ଯାଉଁଳିପୋଖରୀ ମଠ

ଢେଙ୍କାନାଳ ଅଫିସ, ୧୭ା୨- ପ୍ରାଚୁର୍ଯ୍ୟ ମଧ୍ୟରେ ଅବହେଳିତ ହୋଇରହିଛି  ଢେଙ୍କାନାଳ ଇତିହାସର ମୁକସାକ୍ଷୀ ତଥା ୧୬୪ ବର୍ଷର ପ୍ରାଚୀନ ଯାଉଁଳିପୋଖରୀ ମଠ। ଏଣ୍ଡାଓମେଣ୍ଟ ବୋର୍ଡ ମଠର ଉନ୍ନତୀକରଣ ଦିଗରେ ଆଖିଦୃଶିଆ ପଦକ୍ଷେପ ନେଉନାହିଁ।

ବିଜେଡି ଓ୍ବାର୍ଡ କମିଟି ବୈଠକ: ୧୦ ସଭାପତି ଅନୁପସ୍ଥିତ

ବିଜେଡି ଓ୍ବାର୍ଡ କମିଟି ବୈଠକ: ୧୦ ସଭାପତି ଅନୁପସ୍ଥିତ

ଢେଙ୍କାନାଳ ଅଫିସ, ୧୭।୨- ଢେଙ୍କାନାଳସ୍ଥିତ କଲ୍ୟାଣ ମଣ୍ଡପରେ ଶନିବାର ପୌରାଞ୍ଚଳ ବିଜେଡି ପକ୍ଷରୁ ଓ୍ବାର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ୨୩ ଓ୍ବାର୍ଡ ମଧ୍ୟରୁ ୧୦ଟିର କମିଟି ସଭାପତି ଅନୁପସ୍ଥିତ ଥିଲେ। ଏହାକୁ ନେଇ  ବରିଷ୍ଠ ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ବିନା ଅନୁମତିରେ ଜଙ୍ଗଲ କଟା

ବିନା ଅନୁମତିରେ ଜଙ୍ଗଲ କଟା

ବଇଣ୍ଡା, ୧୭ା୨(ଡି.ଏନ.ଏ.)- ଶିଳ୍ପ କଳକାରଖାନା ପାଇଁ ଅନୁଗୋଳରେ ବହୁ ସଂଖ୍ୟାରେ ଜଙ୍ଗଲ ଧ୍ୱଂସ ପାଇଥିବାବେଳେ ଏବେ ରାସ୍ତା ନିର୍ମାଣ କରିବାକୁ ଅବାଧ ଗଛ କଟାଚାଲିଛି। କିଶୋରନଗର ବ୍ଲକ ବାଦିବାହାଳ ଓ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ରାସ୍ତା ନିର୍ମାଣ ପାଇଁ ଏବେ ବେଆଇନ ଭାବେ ଶହ ଶହ ଗଛ କଟା ଚାଲିଥିବା ନୁନୁକାପଶି ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ  ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍‌ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା

ବଅଁରପାଳ,୧୬।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଧାର ଟଙ୍କା ପରିଶୋଧ କରି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦିଲୀପ ଜେନା(୪୫)। 

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ଅନୁଗୋଳ ଅଫିସ, ୧୬।୨- ଫୁଡ୍‌ ସେଫଟି ଅନ୍‌ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା। 

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି। 

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ। 

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍‌ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ।