ଅନଗୁଳ-ଢେଙ୍କାନାଳ

କୋଇଲା ଖଣିରେ ଅଚଳାବସ୍ଥା

କଣିହାଁ, ୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ନିର୍ବାଚନୀ ଉଷ୍ମତା କୋଇଲା ଖଣି କାର୍ଯ୍ୟକୁ ପ୍ରଭାବିତ କରିଛି। 

ସିଆଇଏସ୍‌ଏଫ୍‌ ମାଲବାହୀ ଗାଡ଼ିରେ ଛାତ୍ରୀଛାତ୍ର: ୧୦ ହଜାର ଜରିମାନା କଲେ ଏମ୍‌ଭିଆଇ

ସିଆଇଏସ୍‌ଏଫ୍‌ ମାଲବାହୀ ଗାଡ଼ିରେ ଛାତ୍ରୀଛାତ୍ର: ୧୦ ହଜାର ଜରିମାନା କଲେ ଏମ୍‌ଭିଆଇ

ଅନୁଗୋଳ ଅଫିସ, ୫।୪- ନାଲ୍‌କୋ ସିଆଇଏସ୍‌ଏଫ୍‌ର ମାଲବାହୀ ଗାଡ଼ିରେ ଡିପିଏସ୍‌ର ଛାତ୍ରୀଛାତ୍ରଙ୍କୁ ଗୁରୁବାର ପରିବହନ କରାଯାଉଥିବା ବେଳେ ତାହାକୁ ଧରିଛନ୍ତି ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ଚିତ୍ତରଞ୍ଜନ ସେନାପତି। ଏପରି ବେଆଇନ କାର୍ଯ୍ୟ ପାଇଁ ଏମ୍‌ଭିଆଇ ୧୦ ହଜାର ଟଙ୍କା ଜରିମାନା କରିବା ସହ କର୍ତ୍ତୃପକ୍ଷଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।

କମ୍ପାନୀ ବେଆଇନ କାର୍ଯ୍ୟର ପ୍ରତିବାଦ: ଥାନା ଘେରିଲେ କଣ୍ଟାବଣିଆ ଗ୍ରାମବାସୀ

ଓଡ଼ାପଡ଼ା, ୫ା୪(ଡି.ଏନ.ଏ)- ବେଆଇନ ଜମି କ୍ରୟ, ମାତ୍ରାଧିକ କମ୍ପାନୀ ପ୍ରଦୂଷଣ ପ୍ରତିବାଦରେ ଢେଙ୍କାନାଳ ଜିଲା କଣ୍ଟାବଣିଆ ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ କଣ୍ଟାବଣିଆ ଥାନା ଘେରାଉ କରିଛନ୍ତି। 

ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ପାଲଲହଡ଼ା, ୫ା୪(ଡି.ଏନ.ଏ.)- ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ। ଗୁ

ସରିଲା ନାମାଙ୍କନ, ଆଜି ଯାଞ୍ଚ: ପ୍ରାର୍ଥତ୍ପତ୍ର ଦାଖଲ କଲେ ମହେଶ,ରୁଦ୍ର

ସରିଲା ନାମାଙ୍କନ, ଆଜି ଯାଞ୍ଚ: ପ୍ରାର୍ଥତ୍ପତ୍ର ଦାଖଲ କଲେ ମହେଶ,ରୁଦ୍ର

ଢେଙ୍କାନାଳ ଅଫିସ, ୫।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗୁରୁବାର ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଅନ୍ତିମ ଦିବସରେ ଢେଙ୍କାନାଳ ଲୋକ ସଭା ଆସନ (୯)ରୁ ବିଜେଡି ପ୍ରାର୍ଥୀ ମହେଶ ସାହୁ ୨, ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୪, ସମତାକ୍ରାନ୍ତି ଦଳର ସରୋଜ କୁମାର ଶତପଥୀ ଗୋଟିଏ ସେଟ୍‌ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ପେଟ ପାଇଁ ୨୫ ବର୍ଷ ହେଲା ବାସନ ମାଜୁଛନ୍ତି ଭିନ୍ନକ୍ଷମ: ଭତ୍ତାଟିଏ ବି ଦେଇନାହାନ୍ତି ସରକାର

ପେଟ ପାଇଁ ୨୫ ବର୍ଷ ହେଲା ବାସନ ମାଜୁଛନ୍ତି ଭିନ୍ନକ୍ଷମ: ଭତ୍ତାଟିଏ ବି ଦେଇନାହାନ୍ତି ସରକାର

ବଅଁରପାଳ, ୫।୪ (ଡି.ଏନ୍‌.ଏ.)- ଜନ୍ମରୁ ସେ ଭିନ୍ନକ୍ଷମ। ଦାରିଦ୍ର୍ୟ ଯୋଗୁ ମା’ ବାପା ତାଙ୍କର ଚିକିତ୍ସା କରିପାରିଲେନି। ପାଠ ମଧ୍ୟ ପଢ଼ାଇ ପାରିଲେନି। 

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୨

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୨

ବଇଣ୍ଡା,୪।୪(ଡି.ଏନ.ଏ)-ଆଠମଲ୍ଲିକ ୬୩ ନଂ. ବିଧାନସଭା ପାଇଁ ଗୁରୁବାର ଶେଷ ଦିବସରେ ୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ  ହୃଷିକେଶ ଲୁହା ତାଙ୍କ ସମର୍ଥକଙ୍କ ଗହଣରେ ଆସି ୨ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

କାମାକ୍ଷାନଗର, ୪।୪(ଡି.ଏନ.ଏ.)-କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ସୋଗର ପଞ୍ଚାୟତ ଅନ୍ତର୍ଗତ ବାଇସିଙ୍ଗା ଗ୍ରାମ ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। 

 ପ୍ରଶିକ୍ଷଣ ନେଲେ ଆଚାର୍ଯ୍ୟାଆଚାର୍ଯ୍ୟ

ପ୍ରଶିକ୍ଷଣ ନେଲେ ଆଚାର୍ଯ୍ୟାଆଚାର୍ଯ୍ୟ

ବଇଣ୍ଡା,୪।୪(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଚାଲିଥିବା ସଙ୍କୁଳସ୍ତରୀୟ ଆଚାର୍ଯ୍ୟା ଓ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଯାପିତ ହୋଇଛି। 

ସମିତିସଭ୍ୟା ସ୍ବାମୀଙ୍କ ଆତ୍ମହତ୍ୟା

ସମିତିସଭ୍ୟା ସ୍ବାମୀଙ୍କ ଆତ୍ମହତ୍ୟା

ଛେଣ୍ଡିପଦା, ୪ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ  ଛେଣ୍ଡିପଦା ପଞ୍ଚାୟତ ସମିତିସଭ୍ୟା ହେମଲତା ସେଠୀଙ୍କ  ସ୍ବାମୀ ତ୍ରିବେଣୀ ସେଠୀ(୪୭) ବୁଧବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। 

ଢେଙ୍କାନାଳ ଲୋକସଭା: ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ରନାରାୟଣ ଓ ମହେଶ

ଢେଙ୍କାନାଳ ଲୋକସଭା: ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ରନାରାୟଣ ଓ ମହେଶ

ଢେଙ୍କାନାଳ ଅଫିସ,୪।୪-  ଢେଙ୍କାନାଳ ଲୋକସଭା  କ୍ଷେତ୍ର  ପାଇଁ ଗୁରୁବାର ଅନ୍ତିମ ଦିବସରେ ଭାଜପା ଏମ୍‌ପି ପ୍ରାର୍ଥୀ  ରୁଦ୍ରନାରାୟଣ ପାଣି ନାମାଙ୍କପତ୍ର ଦାଖଲ କରିଛନ୍ତି। 

ବିପୁଳ ବିସ୍ପୋରକ ସାମଗ୍ରୀ  ଜବତ, ୩  ଗିରଫ

ବିପୁଳ ବିସ୍ପୋରକ ସାମଗ୍ରୀ ଜବତ, ୩ ଗିରଫ

ଢେଙ୍କାନାଳ ଅଫିସ,୪।୪- ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା  ଅନ୍ତର୍ଗତ  ନିତ୍ୟାନନ୍ଦପୁର ଗ୍ରାମରୁ ପୋଲିସ ଗୁରୁବାର ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ସମେତ ଏକ ବୋଲେରୋ, ବାଇକ ଜବତ କରିଛି

ଯୁବତୀଙ୍କ ମୃତଦେହ  ଉଦ୍ଧାର

ଯୁବତୀଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଥାନା ଅନ୍ତର୍ଗତ ରନ୍ତଲେଇ ଅଞ୍ଚଳରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ପିଙ୍କି ନାୟକ। 

ରାସ୍ତା ତଳକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାସ୍ତା ତଳକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପରଜଙ୍ଗ,୪ା୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଘରୋଇ ବସର ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତା ତଳକୁ ଖସିପଡ଼ିଛି।

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ଛେଣ୍ଡିପଦା,୪।୪(ଡି.ଏନ.ଏ): ଅନୁଗୋଳ ଜିଲା ଛେଣ୍ଡିଦା ଗଁ।ରେ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଜଣେ ଯୁବକ ପାରିବାରିକ ଅଶାନ୍ତି ତଥା ଆର୍ଥିକ ଅଭାବ ଅନାଟନରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। 

ଅନୁଗୋଳ ଏସ୍‌ଡିପିଓ, ଏସ୍‌ଆଇଙ୍କୁ ପୋଲିସ ପଦକ

ଅନୁଗୋଳ ଏସ୍‌ଡିପିଓ, ଏସ୍‌ଆଇଙ୍କୁ ପୋଲିସ ପଦକ

ଅନୁଗୋଳ ଅଫିସ,୪।୪- କଟକ ବକ୍ସିବଜାରଠାରେ ଥିବା ଓଡ଼ିଶା ପୋଲିସ ମୁଖ୍ୟାଳୟରେ ସୋମବାର ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସରେ ଓଡ଼ିଶା ପୋଲିସ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ଡିଜି ମେଡାଲ ପ୍ରଦାନ କରାଯାଇଛି। 

ଭଙ୍ଗା କୁଡ଼ିଆରେ ସୋମନାଥଙ୍କ ପରିବାର: ଭତ୍ତା ଟଙ୍କାରେ ପଢ଼ୁଛି ନାତି

ଭଙ୍ଗା କୁଡ଼ିଆରେ ସୋମନାଥଙ୍କ ପରିବାର: ଭତ୍ତା ଟଙ୍କାରେ ପଢ଼ୁଛି ନାତି

ବନ୍ତଳା, ୪।୪(ଦିନେଶ ଦେହୁରୀ)- ୨୦୧୭ରେ ନିଆଁ ଗିଳିଦେଇଥିଲା ଘର। ସରକାରୀ ସହାୟତା କିଛି ମିଳିଲାନି। ତେଣୁ ପୋଡ଼ା କାନ୍ଥ ଉପରେ ଛପର ଖଣ୍ଡେ କରିପାରିଲେନି। 

ନାଲ୍‌କୋ ସୁଇମିଂ ପୁଲ୍‌ରେ ବୁଡ଼ି ଇଞ୍ଜିନିୟର ମୃତ

ନାଲ୍‌କୋ ସୁଇମିଂ ପୁଲ୍‌ରେ ବୁଡ଼ି ଇଞ୍ଜିନିୟର ମୃତ

ବଅଁରପାଳ, ୪ା୪(ଡି.ଏନ.ଏ.)- ନାଲ୍‌କୋ ଅଫିସର କ୍ଲବ ନିକଟର ଥିବା ସୁଇମିଂ ପୁଲ୍‌ରେ ବୁଡି ହିମାଂଶୁ ଦିବ (୨୪)ନାମକ ଜଣେ ଗ୍ରାଜୁଏଟ ଇଞ୍ଜିନିୟରଙ୍କ ବୁଧବାର ମୃତ୍ୟୁ ହୋଇଛି। 

୩ ଉପଖଣ୍ଡରୁ ୮ ପ୍ରାର୍ଥୀଙ୍କ ନାମାଙ୍କନ

୩ ଉପଖଣ୍ଡରୁ ୮ ପ୍ରାର୍ଥୀଙ୍କ ନାମାଙ୍କନ

ବଇଣ୍ଡା/ ଆଠମଲ୍ଲିକ/ ତାଳଚେର/ ପାଲଲହଡ଼ା, ୪ା୪(ଡି.ଏନ.ଏ.)- ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଥିବା ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରୁ ବୁଧବାର କଂଗ୍ରେସ, ବିଜେଡି, ଭାଜପାର ୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲକଲେ ୮ ପ୍ରାର୍ଥୀ: ଦମ୍‌ ଦେଖାଇଲା ବିଜେଡି, କଂଗ୍ରେସ

ପ୍ରାର୍ଥିପତ୍ର ଦାଖଲକଲେ ୮ ପ୍ରାର୍ଥୀ: ଦମ୍‌ ଦେଖାଇଲା ବିଜେଡି, କଂଗ୍ରେସ

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବୁଧବାର ବିଭିନ୍ନ ଦଳର ୮ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ନାମାଙ୍କନ ଦାଖଲକଲେ ୧୧ ପ୍ରାର୍ଥୀ: ଲୋକ ସଭାରୁ ୩, ବିଧାନସଭାରୁ ୮

ନାମାଙ୍କନ ଦାଖଲକଲେ ୧୧ ପ୍ରାର୍ଥୀ: ଲୋକ ସଭାରୁ ୩, ବିଧାନସଭାରୁ ୮

ହିନ୍ଦୋଳ(ଡି.ଏନ୍‌.ଏ.), ୪।୪-ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଗୁରୁବାର ହେଉଛି ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ଢେଙ୍କାନାଳ ଜିଲାର ପ୍ରମୁଖ ରାଜନୈତିକ ଦଳର ହେଭିଓ୍ବେଟ୍‌ ନେତା ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। 

 ଢେଙ୍କାନାଳ ସହର ଉପକଣ୍ଠରୁ ୧୦ ଲକ୍ଷ ଟଙ୍କା ଜବତ, ୪ ଅଟକ

ଢେଙ୍କାନାଳ ସହର ଉପକଣ୍ଠରୁ ୧୦ ଲକ୍ଷ ଟଙ୍କା ଜବତ, ୪ ଅଟକ

ଢେଙ୍କାନାଳ ଅଫିସ, ୩।୪: ଢେଙ୍କାନାଳ ସହର ଉପକଣ୍ଠ କୋରିଆ ଛକ ନିକଟରୁ ଯାଞ୍ଚ ଚାଲିଥିବା ସମୟରେ ବୁଧବାର ସାରେ ଟାଉନ ଥାନା ପୋଲିସ ଏକ ଭ୍ୟାନରୁ ୧୦ ଲକ୍ଷ ଟଙ୍କା ଜବତ କରିଛି।

ଉଚ୍ଚମାନର ସେବା ପାଇଁ ବିଶ୍ୱଯୁବ କେନ୍ଦ୍ର ପୁରସ୍କୃତ

ଉଚ୍ଚମାନର ସେବା ପାଇଁ ବିଶ୍ୱଯୁବ କେନ୍ଦ୍ର ପୁରସ୍କୃତ

ବଇଣ୍ଡା,୩।୪(ଡି.ଏନ.ଏ.): ଗ୍ରାମାଞ୍ଚଳରେ ବସବାସ କରୁଥିବା ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଉଚ୍ଚମାନର ସେବା ପାଇଁ ବୁଧବାର କିଶୋରନଗର ବ୍ଲକ ବଣିନାଳୀ ସ୍ଥିତ ସ୍ବେଚ୍ଛାସେବୀ ସଙ୍ଗଠନ ବିଶ୍ୱ ଯୁବକେନ୍ଦ୍ରକୁ ପୁରସ୍କୃତ କରାଯାଇଛି। 

 ଆଠମଲ୍ଲିକ ବିଧାନସଭା କ୍ଷେତ୍ର:   ଭାଜପା, କଂଗ୍ରେସ ବିଜେଡିର ପ୍ରାର୍ଥିପତ୍ର ଦାଖଲ

ଆଠମଲ୍ଲିକ ବିଧାନସଭା କ୍ଷେତ୍ର: ଭାଜପା, କଂଗ୍ରେସ ବିଜେଡିର ପ୍ରାର୍ଥିପତ୍ର ଦାଖଲ

ବଇଣ୍ଡା,୩।୪(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ୬୩ ନଂ. ନିର୍ବାଚନ ମଣ୍ଡଳୀ ପାଇଁ ବୁଧବାର କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ, ଭାଜପା ପ୍ରାର୍ଥି ଭାଗିରଥୀ  ପ୍ରଧାନ, ବିଜେଡି ପ୍ରାର୍ଥୀ ରମେଶଚନ୍ଦ୍ର ସାଏ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।