ଫଟୋରେ ଖବର

 ଦୁଷ୍ମନ୍ତ ନାୟକ

ଦୁଷ୍ମନ୍ତ ନାୟକ

ଦୁଷ୍ମନ୍ତ ନାୟକ ଭବାନୀପାଟଣା ଟିକେଟ ପାଇ ଫେରୁଛନ୍ତି।

ବିଜେଡିରେ ମୀରା ପରିଡ଼ା

ବିଜେଡିରେ ମୀରା ପରିଡ଼ା

ମୀରା ପରିଡ଼ା ବିଜେଡିରେ ଯୋଗ ଦେବା ସମୟରେ ନବୀନ ନିବାସରେ ଉପସ୍ଥିତ ଦଳୀୟ କର୍ମୀ।

ଟିକଟ ପାଇଁ ଭିଡ଼

ଟିକଟ ପାଇଁ ଭିଡ଼

ନବୀନ ନିବାସ ସମ୍ମୁଖରେ ଟିକଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼।

ଗଛତଳେ ହରିଣମାନେ

ଗଛତଳେ ହରିଣମାନେ

କଟକ ତୁଳସୀପୁରସ୍ଥିତ ଡିୟର ପାର୍କରେ ଖରାରୁ ରକ୍ଷା ପାଇବା ପାଇଁ ଗଛତଳେ ଆଶ୍ରୟ ନେଇଥିବା ହରିଣମାନେ।

କୌଶଳ ବିକାଶ ତାଲିମ

କୌଶଳ ବିକାଶ ତାଲିମ

ଭୁବନେଶ୍ୱର ଆଚାର୍ଯ୍ୟବିହାରସ୍ଥିତ ଆଇଏମ୍‌ଏମ୍‌ଟି ପରିସରରେ ସିଏସ୍‌ଆଇଆର୍‌ ଓ ଆଇଏମ୍‌ଏମ୍‌ଟି ପକ୍ଷରୁ କୌଶଳ ବିକାଶ ତାଲିମ କାର୍ଯ୍ୟକ୍ରମରେ ତାଲିମ୍‌ ପାଇଥିବା ଛାତ୍ରୀଛାତ୍ରଙ୍କ ସହ ଅତିଥିମାନେ।

ହଟାଯାଇ ନାହିଁ ବ୍ୟାନର

ହଟାଯାଇ ନାହିଁ ବ୍ୟାନର

ନିର୍ବାଚନ ଆଚରଣବିଦ୍ଧି ଲାଗୁହେବା ପରେ ମଧ୍ୟ କଟକ ସହର ବାରବାଟି ଷ୍ଟାଡିୟମ୍‌ ରାସ୍ତା ପାର୍ଶ୍ୱରେ ରାଜନୈତିକ ଦଳର ଲଗାଯାଇଥିବା ବ୍ୟାନରକୁ ପ୍ରଶାସନ ପକ୍ଷରୁ ବାହାର କରାଯାଇ ନାହିଁ।

ଦାଦିବାସୀଙ୍କୁ ଭିଟାମିଟିରୁ ଉଚ୍ଛେଦ ଉଦ୍ୟମ ବିରୋଧରେ ବିକ୍ଷୋଭ

ଦାଦିବାସୀଙ୍କୁ ଭିଟାମିଟିରୁ ଉଚ୍ଛେଦ ଉଦ୍ୟମ ବିରୋଧରେ ବିକ୍ଷୋଭ

ଦାଦିବାସୀଙ୍କୁ ଭିଟାମିଟିରୁ ଉଚ୍ଛେଦ କରିବା ଉଦ୍ୟମ ବିରୋଧରେ ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ କଟକ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ।

୬ ମାସ ନୁହେଁ ୧୨ ମାସ ଚାକିରି ଦାବିରେ ବିକ୍ଷୋଭ

୬ ମାସ ନୁହେଁ ୧୨ ମାସ ଚାକିରି ଦାବିରେ ବିକ୍ଷୋଭ

୬ ମାସ ନୁହେଁ ୧୨ ମାସ ଚାକିରି ଦାବିରେ ଅସ୍ଥାୟୀ ଲଞ୍ଚ୍‌ ଡ୍ରାଇଭର ଓ ଖଲାସୀ ମହାସଂଘ, ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ।

ଅଲ୍‌ ପାର୍ଟି ମିଟିଂ

ଅଲ୍‌ ପାର୍ଟି ମିଟିଂ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଆୟୋଜିତ ଅଲ୍‌ ପାର୍ଟି ମିଟିଂ।

ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ସୂଚନା

ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ସୂଚନା

ସାଧାରଣ ନିର୍ବାଚନ ନେଇ କଟକ ଜିଲାପାଳ ଅଫିସ କନ୍‌ଫରେନ୍ସ ହଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ସୂଚନା ଦେଉଛନ୍ତି।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ-୨୦୧୯।

ନେତା ଲିଙ୍ଗରାଜ ଆଜାଦଙ୍କୁ ଖଲାସ ଦାବିରେ ବିକ୍ଷୋଭ

ନେତା ଲିଙ୍ଗରାଜ ଆଜାଦଙ୍କୁ ଖଲାସ ଦାବିରେ ବିକ୍ଷୋଭ

ନିୟମଗିରି ଭିଟାମାଟି ଆନ୍ଦୋଳନରେ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଖଲାସ ଦାବିରେ ନିୟମଗିରି ଡଙ୍ଗର ଆଦିବାସୀ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ।

ତ୍ରିଧାରା ସ୍ବେଚ୍ଛାସେବୀ  ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କୁ ପଲ୍ସ ପୋଲିଓ ବୁନ୍ଦା

ତ୍ରିଧାରା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କୁ ପଲ୍ସ ପୋଲିଓ ବୁନ୍ଦା

କଟକ ଚାନ୍ଦିନିଚୌକ ତହସିଲ ଅଫିସ ପରିସରରେ ତ୍ରିଧାରା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯାଉଛି।

ନୂତନ ଅବକାରୀ ନୀତି ବିରୋଧରେ ବିକ୍ଷୋଭ

ନୂତନ ଅବକାରୀ ନୀତି ବିରୋଧରେ ବିକ୍ଷୋଭ

ନୂତନ ଅବକାରୀ ନୀତି ବିରୋଧରେ ଅର୍ଥମନ୍ତ୍ରୀଙ୍କ ସରକାରୀ ବାସଭବନରେ ମିଳିତ ଓଡ଼ିଶା ନିଶା ନିବାରଣ ପକ୍ଷରୁ ବିକ୍ଷୋଭ।

ଓଡ଼ିଶାରେ ୧୦% ଗରିବଭିତ୍ତିକ ସଂରକ୍ଷଣ ଦାବିରେ ବିକ୍ଷୋଭ

ଓଡ଼ିଶାରେ ୧୦% ଗରିବଭିତ୍ତିକ ସଂରକ୍ଷଣ ଦାବିରେ ବିକ୍ଷୋଭ

ଓଡ଼ିଶାରେ ୧୦% ଗରିବଭିତ୍ତିକ ସଂରକ୍ଷଣ ଦାବିରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିିରେ ବିକ୍ଷୋଭ।

ସିପିଆଇଏମ୍‌ଏଲ୍‌ର ରାଜ୍ୟ ସମ୍ପାଦକଙ୍କ ଖବରଦାତା ସମ୍ମିଳନୀ

ସିପିଆଇଏମ୍‌ଏଲ୍‌ର ରାଜ୍ୟ ସମ୍ପାଦକଙ୍କ ଖବରଦାତା ସମ୍ମିଳନୀ

ଭୁବନେଶ୍ୱରସ୍ଥ ନାଗଭୂଷଣ ଭବନରେ ସିପିଆଇଏମ୍‌ଏଲ୍‌ର ରାଜ୍ୟ ସମ୍ପାଦକଙ୍କ ଖବରଦାତା ସମ୍ମିଳନୀ।

୩୯ତମ (ଏନ୍‌ଟିପିସି) ସିନିୟର ନ୍ୟାଶନାଲ ତୀରନ୍ଦାଜୀ ଚାମ୍ପିୟନଶିପ୍‌

୩୯ତମ (ଏନ୍‌ଟିପିସି) ସିନିୟର ନ୍ୟାଶନାଲ ତୀରନ୍ଦାଜୀ ଚାମ୍ପିୟନଶିପ୍‌

କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୩୯ତମ (ଏନ୍‌ଟିପିସି) ସିନିୟର ନ୍ୟାଶନାଲ ତୀରନ୍ଦାଜୀ ଚାମ୍ପିୟନଶିପ୍‌ରେ ଭାଗ ନେଇଥିବା ମହିଳା ପ୍ରତିଯୋଗୀ।

ରୋଡ଼ ସୁରକ୍ଷା ଅଭିଯାନ-୨୦୧୯

ରୋଡ଼ ସୁରକ୍ଷା ଅଭିଯାନ-୨୦୧୯

ଭୁବନେଶ୍ୱର ସୂଚନାଭବନଠାରେ ଆୟୋଜିତ ରୋଡ଼ ସୁରକ୍ଷା ଅଭିଯାନ-୨୦୧୯ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ।

ଜାତୀୟ ଲୋକ ଅଦାଲତ

ଜାତୀୟ ଲୋକ ଅଦାଲତ

ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତ।

କଳସ ଶୋଭାଯାତ୍ରା

କଳସ ଶୋଭାଯାତ୍ରା

ନୟା ସଡ଼କସ୍ଥିତ ଗୋପୀନାଥ ମନ୍ଦିରରୁ ନୟାବଜାର ଶ୍ରୀଗୋପାଳ କ୍ରିଷ୍ଣା ଗୋଶାଳାକୁ ବାହାରିଥିବା କଳସ ଶୋଭାଯାତ୍ରା।

ସୋଲୋ ଆର୍ଟ ପ୍ରଦର୍ଶନ

ସୋଲୋ ଆର୍ଟ ପ୍ରଦର୍ଶନ

ଅନ୍ତର୍ଜାତିୟ ମହିଳା ଦିବସ ଅବସରରେ କ୍ରିଷ୍ଣା ଗୋପାଳ ମହାପାତ୍ରଙ୍କ ଦ୍ୱାରା ଭୁବନେଶ୍ୱର ସୂଚନା ଭବନଠାରେ ସୋଲୋ ଆର୍ଟ ପ୍ରଦର୍ଶନ।

ଦୁଗ୍ଧଚାଷୀଙ୍କ ବେତନ ବୃଦ୍ଧି

ଦୁଗ୍ଧଚାଷୀଙ୍କ ବେତନ ବୃଦ୍ଧି

ଦୁଗ୍ଧଚାଷୀଙ୍କ ବେତନ ବୃଦ୍ଧି ପରେ ଏମ୍‌ଫେଡ୍‌ ମହିଳା ଚାଷୀ ସମବାୟ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାନ ଜଣାଉଛନ୍ତି।

ଆଦିବାସୀ-ଦଳିତ ସମନ୍ବୟ ସମିତି ପକ୍ଷରୁ ବିକ୍ଷୋଭ

ଆଦିବାସୀ-ଦଳିତ ସମନ୍ବୟ ସମିତି ପକ୍ଷରୁ ବିକ୍ଷୋଭ

ଜଙ୍ଗଲ ଜମିରୁ ଆଦିବାସୀ ଭୂମିହୀନମାନଙ୍କୁ ଉଚ୍ଛେଦ କରିବା ଆଇନ୍‌ ପ୍ରତ୍ୟାହାର ଦାବିରେ ଆଦିବାସୀ ଦଳିତ ସମନ୍ବୟ ସମିତି ପକ୍ଷରୁ କଟକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବାତିଲ ଦାବିରେ ବିକ୍ଷୋଭ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବାତିଲ ଦାବିରେ ବିକ୍ଷୋଭ

ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନଙ୍କୁ ଜଙ୍ଗଲରୁ ଉଚ୍ଛେଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ବାତିଲ ଦାବି। ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ(ମାକ୍ସବାଦୀ) ସିପିଆଇ(ଏମ୍‌) ଓ ଅନ୍ୟ ବାମପନ୍ଥୀ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ।