ଫଟୋରେ ଖବର

ଜନଗଣଙ୍କ ମିଳିତ ମଞ୍ଚ ଓଡ଼ିଶା ପକ୍ଷରୁ ବିକ୍ଷୋଭ

 ଜନଗଣଙ୍କ ମିଳିତ ମଞ୍ଚ ଓଡ଼ିଶା ପକ୍ଷରୁ ବିକ୍ଷୋଭ

ଓଡ଼ିଶାର ସମସ୍ତ ସହରର ବସ୍ତିବାସୀଙ୍କୁ ଜମି ସହ ଘର ପ୍ରଦାନ ଦାବିରେ ଜନଗଣଙ୍କ ମିଳିତ ମଞ୍ଚ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ବିକ୍ଷୋଭ।

ଫଟୋରେ ଖବର View All