ଫଟୋରେ ଖବର

ଅଷ୍ଟ୍ରେଲିଆ ଗସ୍ତ କଲା ଭାରତୀୟ ଦଳ

ଅଷ୍ଟ୍ରେଲିଆ ଗସ୍ତ କଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧୬।୧୧- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଅଷ୍ଟ୍ରେଲିଆ ଗସ୍ତ କରିଛି। ଦଳର ସଦସ୍ୟମାନେ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏ ନେଇ ସୂଚନା ଦେଇଛନ୍ତି। ଏହି ଗସ୍ତରେ ଭାରତୀୟ ଦଳ ୩ ଟି୨୦ ମ୍ୟାଚ୍‌ ପରେ ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ। ଉଲ୍ଲେଖଥାଉ କି, ଟିମ୍‌ ଇଣ୍ଡିଆ କଦାପି ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିବାକୁ ସକ୍ଷମ ହୋଇନାହିଁ।

ଫଟୋରେ ଖବର View All