ଫଟୋରେ ଖବର

ମା’ ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବାଶ୍ରମରେ ଷୋଡ଼ଶ ଉପଚାର ପୂଜା

 ମା’ ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବାଶ୍ରମରେ ଷୋଡ଼ଶ ଉପଚାର ପୂଜା

ଜଗତ୍‌ସିଂହପୁର ବ୍ଲକ ସରାମ୍ବୋସ୍ଥିତ ମା’ ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବାଶ୍ରମରେ ଷୋଡ଼ଶ ଉପଚାର ପୂଜାର ୯ମ ଦିବସରେ ମା’ ସିଦ୍ଧିଦାତ୍ରୀଙ୍କୁ ବ୍ରହ୍ମଚାରିଣୀ ବେଶରେ ସଜ୍ଜିତ କରାଯାଇଛି।

ଫଟୋରେ ଖବର View All