ଫଟୋରେ ଖବର

ଗଡ଼ଖାଇର ସୌନ୍ଦର୍ଯ୍ୟକରଣ ନିମନ୍ତେ ଶିଳାନ୍ୟାସ

ଗଡ଼ଖାଇର ସୌନ୍ଦର୍ଯ୍ୟକରଣ ନିମନ୍ତେ ଶିଳାନ୍ୟାସ

କଟକ ଗଡ଼ଖାଇ ପରିସରରେ ବାଟବାଟି ଗଡ଼ଖାଇର ସୌନ୍ଦର୍ଯ୍ୟକରଣ ନିମନ୍ତେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୁଧବାର ଶିଳାନ୍ୟାସ କରୁଛନ୍ତି। ନିକଟରେ ଏମ୍‌ପି ଭତୃହରି ମହତାବ, ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଅଛନ୍ତି।  

ଫଟୋରେ ଖବର View All