ଫଟୋରେ ଖବର

୪୨ଟି ୧୦୮ ନୂଆ ଆମ୍ବୁଲାନ୍ସ

୪୨ଟି ୧୦୮ ନୂଆ ଆମ୍ବୁଲାନ୍ସ

ଏଜି ଛକରେ ଥିବା ଓଏସ୍‌ଆର୍‌ଟିସି କ୍ୟାମ୍ପସ୍‌ରେ ୪୨ଟି ୧୦୮ ଆମ୍ବୁଲାନ୍ସକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପତାକା ଦେଖାଇ ଉନ୍ମୋଚନ କରୁଛନ୍ତି।

ଫଟୋରେ ଖବର View All