ଫଟୋରେ ଖବର

ଗୋପବନ୍ଧୁ ଦାସ ଜୟନ୍ତୀ

ଗୋପବନ୍ଧୁ ଦାସ ଜୟନ୍ତୀ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ଭୁବନେଶ୍ୱର ଗୋପବନ୍ଧୁ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି।

ଫଟୋରେ ଖବର View All