ଫଟୋରେ ଖବର

ଅଲ୍‌ ଇଣ୍ଡିଆ ଡିଏସ୍‌ଓ ପକ୍ଷରୁ କଟକ କଲେଜ ଛକଠାରେ ଓଡ଼ିଶା ଧିକ୍କାର ଦିବସ ପାଳନ

ଅଲ୍‌ ଇଣ୍ଡିଆ ଡିଏସ୍‌ଓ ପକ୍ଷରୁ କଟକ କଲେଜ ଛକଠାରେ ଓଡ଼ିଶା ଧିକ୍କାର ଦିବସ ପାଳନ

ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ ତଥା ପ୍ରଥମ ଶ୍ରେଣୀରୁ ପାସ ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ କ୍ଷେତ୍ରରେ ସରକାରଙ୍କ ଉଦାସିନତା ବିରୋଧରେ ଅଲ୍‌ ଇଣ୍ଡିଆ ଡିଏସ୍‌ଓ ପକ୍ଷରୁ କଟକ କଲେଜ ଛକଠାରେ ଓଡ଼ିଶା ଧିକ୍କାର ଦିବସ ପାଳନ।

ଫଟୋରେ ଖବର View All