ଫଟୋରେ ଖବର

କଟକ ଉଠା ଦୋକାନୀ ସଂଘ ପକ୍ଷରୁ ଶୋଭାଯାତ୍ରା

କଟକ ଉଠା ଦୋକାନୀ ସଂଘ ପକ୍ଷରୁ ଶୋଭାଯାତ୍ରା

ଉଠା ଦୋକାନୀଙ୍କୁ ପରିଚୟପତ୍ର ପ୍ରଦାନ ଓ ରାସ୍ତା ପାର୍ଶ୍ୱରେ ଦୋକାନ ଆଦି ଦାବିକରି କଟକ ଉଠା ଦୋକାନୀ ସଂଘ ପକ୍ଷରୁ ଡିସିପିଙ୍କୁ ଭେଟି ସ୍ମାରକପତ୍ର ଦେବାକୁ ଶୁକ୍ରବାର ବାଦାମବାଡି ପାଲାମଣ୍ଡପ ନିକଟରୁ ବାହାରିଥିବା ଶୋଭାଯାତ୍ରା।

ଫଟୋରେ ଖବର View All