ଫଟୋରେ ଖବର

ଓ୍ବାର୍କର ମାନ୍ୟତା ଦାବିରେ ବିକ୍ଷୋଭ

ଓ୍ବାର୍କର ମାନ୍ୟତା ଦାବିରେ ବିକ୍ଷୋଭ

ଅଙ୍ଗନଓ୍ବାଡି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କୁ ଓ୍ବାର୍କର ମାନ୍ୟତା ଦାବିରେ ଓ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ଦାବିରେ ଅଙ୍ଗନଓ୍ବାଡି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ।

ଫଟୋରେ ଖବର View All


Model This Week

କ୍ରିଷ୍ଣା
Why Dharitri