ଫଟୋରେ ଖବର

ନୀଳକଣ୍ଠ ମିଶ୍ରଙ୍କ ଶ୍ରାଦ୍ଧ ଦିବସ

ନୀଳକଣ୍ଠ ମିଶ୍ରଙ୍କ ଶ୍ରାଦ୍ଧ ଦିବସ

ସ୍କାଉଟ୍‌ ଓ ଗାଇଡ୍‌ ପକ୍ଷରୁ ବୁଧବାର ସ୍ବାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ରଙ୍କ ୧୩ତମ ଶ୍ରାଦ୍ଧ ଦିବସ ପାଳନ ଓ ସ୍ମୃତିଚାରଣ ସଭା ଅବସରରେ ଭୁବନେଶ୍ୱର ୟୁନିଟ-୯ସ୍ଥିତ ସ୍କାଉଟ୍‌ ଓ ଗାଇଡ୍‌ ପ୍ରେକ୍ଷାଳୟରେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥିମାନେ।

ଫଟୋରେ ଖବର View All