ଫଟୋରେ ଖବର

ପରୀ ପାଇଁ କଥାଟିଏର ଉଦ୍‌ଯାପନୀ ଉତ୍ସବ

ପରୀ ପାଇଁ କଥାଟିଏର ଉଦ୍‌ଯାପନୀ ଉତ୍ସବ

ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସଚେତନ କାର୍ଯ୍ୟକ୍ରମ ପରୀ ପାଇଁ କଥାଟିଏର ଉଦ୍‌ଯାପନୀ ଉତ୍ସବ ଅବସରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୋଲିସ ଭବନରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶଶୀଭୂଷଣ ବେହେରା, ପ୍ରଫୁଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ଉପସ୍ଥିତ ଅନ୍ୟ ଅତିଥିମାନେ।

ଫଟୋରେ ଖବର View All

Model This Week

ଆହାନା