ଫଟୋରେ ଖବର

ଇଷ୍ଟ କୋଷ୍ଟ ରେଲଓ୍ବେ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଇଷ୍ଟ କୋଷ୍ଟ ରେଲଓ୍ବେ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଯାନ୍ତ୍ରୀକ ଶିଡି ଓ ଲିଫ୍ଟର ବହୁଳ ବ୍ୟବହାର ଯୋଗୁ ଷ୍ଟେଶନ କୁଲିଙ୍କୁ ଗ୍ରୁପ ଡି/ଟ୍ରାକ୍‌ମ୍ୟାନ ନିଯୁକ୍ତି ଦାବିରେ ମଙ୍ଗଳବାର ଏଆଇଟିୟୁସି ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଇଷ୍ଟ କୋଷ୍ଟ ରେଲଓ୍ବେ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।

ଫଟୋରେ ଖବର View All