ଫଟୋରେ ଖବର

ପାଣି ପାଇଁ ବ୍ଲକ ଘେରାଉ

ପାଣି ପାଇଁ ବ୍ଲକ ଘେରାଉ

ବରଗଡ଼ ଜିଲା ଭଟଲି ବ୍ଲକ୍‌ କମଗାଁ ପଞ୍ଚାୟତ ଅନ୍ତର୍ଗତ କର୍ଲାଜୋରୀ ଗ୍ରାମରେ ଜଳ ସମସ୍ୟା ଦିନକୁ ଦିନ ଉକତ୍ଟ ହେବାରେ ଲାଗିଛି । ୱାର୍ଡ଼ ନମ୍ବର-୧ରେ ଥିବା ଏକମାତ୍ର ନଳକୂପ ଉପରେ ଗ୍ରାମବାସୀ ଉଭୟ ପିଇବା ଏବଂ ଗାଧୋଇବା ପାଇଁ ନିର୍ଭର କରୁଥିବାରୁ ଗ୍ରାମର ମହିଳାମାନଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହାର ପ୍ରତିବାଦରେ କର୍ଲାଜୋରୀ ଗ୍ରାମର ମହିଳା ପୁରୁଷ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଫଟୋରେ ଖବର View All


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri