ଫଟୋରେ ଖବର

ମୋଚିବାହାଳ-ବଡମାଳ ରାସ୍ତା ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ମୋଚିବାହାଳ-ବଡମାଳ ରାସ୍ତା ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ସମ୍ବଲପୁର ଜିଲା ରେଢ଼ାଖୋଲ ପୂର୍ତ୍ତ ବିଭାଗ ଅଧୀନରେ ଥିବା ମୋଚିବାହାଳ-ବଡମାଳ ରାସ୍ତାର ଉନ୍ନତୀକରଣ ପାଇଁ ମଙ୍ଗଳବାର ବିଧାୟକ ରୋହିତ ପୂଜାରୀ ମୋଚିବାହାଳଠାରେ ଶିଳାନ୍ୟାଶ କରୁଛନ୍ତି।

ଫଟୋରେ ଖବର View All