ଫଟୋରେ ଖବର

ଏନଏସି ପୌରାଧ୍ୟକ୍ଷା ରାଜ୍ୟସ୍ତରରେ ପୁରସ୍କୃତ

ଏନଏସି ପୌରାଧ୍ୟକ୍ଷା ରାଜ୍ୟସ୍ତରରେ ପୁରସ୍କୃତ

ସୁବର୍ଣ୍ଣପୁର ଜିଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ମୋନିକାଲାଲ ଅଗ୍ରୱାଲ ତାଙ୍କ ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପର ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା କଲଚରାଲ ଫାଉଣ୍ଡେସନ ତରଫରୁ ୨୦୧୭ମସିହାର ବେଷ୍ଟ ଲିଡର ଭାବେ ପୁରଷ୍କୃତ ହୋଇଛନ୍ତି। ଭୁବନେଶ୍ୱର ସୂଚନା ଭବନଠାରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ମାନପତ୍ର ଓ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି।

ଫଟୋରେ ଖବର View All

Model This Week

ପ୍ରଭାତ